ନୂଆ ଆୟକର ନିୟମ ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଆୟକର ବ୍ୟବସ୍ଥାରେ ଆଗରୁ ଯେଉଁ ସବୁ ଛାଡ଼ ରହିଥିଲା ତାହା ନୂଆ ନିୟମରେ ହଟାଇ ଦିଆଯାଇଛି। ବଜେଟ ୨୦୨୦ ଆୟକରଦାତାଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। କାରଣ ଆୟକର ପୈଠ ପାଇଁ ପୁରୁଣା ଓ ନୂଆ - ଏଭଳି ଦୁଇଟି ବ୍ୟବସ୍ଥା ସେମାନଙ୍କ ସାମ୍ନାରେ ଅର୍ଥମନ୍ତ୍ରୀ ରଖିଛନ୍ତି। ସରକାରଙ୍କ କହିବା କଥା ଯେ, ଆୟକରଦାତା ନିଜ ଇଚ୍ଛା ଅନୁଯାୟୀ...
ସଂଯୁକ୍ତ ପ୍ରପର୍ଟି ମାଲିକଙ୍କ ଆଶଙ୍କା ଦୂର କଲେ ସରକାର। ସଂଯୁକ୍ତ ମାଲିକାନାରେ ଥିବା ପ୍ରପର୍ଟିର ମାଲିକ ଏବେ ସରଳ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଆଇଟିଆର-୧(ସହଜ) ଓ ଆଇଟିଆର-୪(ସୁଗମ)କୁ ଫାଇଲ କରିପାରିବେ। ଯଦି ସେମାନେ ଏହି ଫର୍ମ ପୁରଣ କରିବାର ଅନ୍ୟ ସର୍ତ୍ତ ସବୁ ପୁରଣ କରୁଛନ୍ତି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏକ ଅଧିସୂଚନା ଜାରି କରି ଏହା ସ୍ପଷ୍ଟ କରିଛି। ସିବଡିଟି ଅନୁସାରେ ଆୟକର ଆଇନ୍ ୧୯୬୧ର...
ଆପଣଙ୍କୁ ଆୟକର ଦେବାକୁ ପଡ଼ିବ କି ନାହିଁ ଯଦି ଜାଣିନାହାନ୍ତି ତେବେ ଏହାକୁ ପଢ଼ନ୍ତୁ। ଆୟକର ସ୍ଲାବ ଭିତରେ ଆପଣ ଯାଉଛନ୍ତି କି ନାହିଁ? ଆଉ ଯଦି ଯାଉଛନ୍ତି ତେବେ ଆପଣଙ୍କୁ କେତେ ଆୟକର ଦେବାକୁ ପଡ଼ିବ? ଏସବୁ ପ୍ରଶ୍ନ ଯଦି ଆପଣଙ୍କୁ ବିଚଳିତ କରୁଛି, ତେବେ ଆସନ୍ତୁ ଜାଣିବା ଆୟକରର କେଉଁ ସ୍ଲାବ ଭିତରେ ଆପଣ ଆସୁଛନ୍ତି .. ବଜେଟ୍ ୨୦୧୯ ଅନୁଯାୟୀ ଆସେସମେଣ୍ଟ ଇୟର ୨୦୨୦-୨୧ର ଆୟକର ସ୍ଲାବ୍ ଯଦି...
ଆଇଟି ରିଟର୍ଣ୍ଣ ଫାଇଲର କିଛି ଟିପ୍‌ସ ଯାହା ଆପଣଙ୍କ କାମରେ ଆସିପାରେ..।  ଆୟକର ରିଟର୍ଣ୍ଣ ଫାଇଲ ତାରିଖ ପାଖେଇ ଆସିବା ସହ ଅନେକଙ୍କର ହାର୍ଟବିଟ୍ ବଢିଯାଇଥାଏ। ତରବରରେ ରିଟର୍ଣ୍ଣ ଫାଇଲ କରିବା ଚକ୍କରରେ ଅନେକ ଭୁଲ ହୁଏ। ଯାହା ଆଗକୁ ଚାଲି ମହଙ୍ଗା ପଡ଼ିପାରେ। ତେଣୁ ଆୟକର ରିଟର୍ଣ୍ଣ ଫାଇଲ କରିବା କାମ ଡେଡ୍ ଲାଇନ୍ ପୂର୍ବରୁ ସାରିଦିଅନ୍ତୁ। ଆଉ ଧିରେସୁସ୍ଥେ ଡାଟା ଦିଅନ୍ତୁ ଯେମିତି ଆଗକୁ ଭୁଲ ତଥ୍ୟ...
ବ୍ୟାଙ୍କ ଡିପୋଜିଟରୁ ମିଳୁଥିବା ସୁଧ ଉପରେ ଆପଣଙ୍କୁ ୧୦ ପ୍ରତିଶତ ଟିଡିଏସ ଦେବାକୁ ପଡ଼େ। ଯଦି ଆପଣ ୨୦ କିମ୍ବା ୩୦ ପ୍ରତିଶତ ଆୟକର ସ୍ଲାବ୍ ମଧ୍ୟରେ ଆସୁଛନ୍ତି, ତେବେ ଆପଣଙ୍କୁ ସୁଧରୁ ହେଉଥିବା ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ.. କେବେ ମଧ୍ୟ ଟ୍ୟାକ୍ସ ପରମର୍ଶଦାତାଙ୍କୁ ଭୁଲ ତଥ୍ୟ ଦିଅନ୍ତୁ ନାହିଁ। କାରଣ ଆପଣଙ୍କ ଦ୍ୱାରା ଦିଆ ଯାଇଥିବା ଭୁଲ ତଥ୍ୟ ଆଗକୁ ଆପଣଙ୍କୁ ହିଁ ଅଡୁଆରେ ପକାଇ...
ଫର୍ମ ୧୬ର ପାର୍ଟ 'ବି' ବାସ୍ତବରେ ଆଇଟିଆର୍‌ ଫାଇଲ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏହାକୁ ଠିକ୍‌ରେ ବୁଝନ୍ତୁ। ଗତ ଆର୍ଟିକାଲରେ ଆପଣ ଫର୍ମ ୧୬ ଓ ଫର୍ମ ୨୬ଏଏସ୍‌ ବାବଦରେ ପଢ଼ିଥିଲେ। ଫର୍ମ ୧୬ ପାର୍ଟ ‘ଏ’ରେ ଆପଣଙ୍କ ନିଯୁକ୍ତିଦାତାଙ୍କ ନାମ, ଟାନ୍ ଓ ପାନ୍ ନମ୍ବର ଥାଏ। ଏହାସହ ଏଥିରେ କର୍ମଚାରୀଙ୍କ ପ୍ୟାନ୍ ନମ୍ବର ଓ କଟାଯାଇଥିବା ଟ୍ୟାକ୍ସର ବିବରଣୀ ଥାଏ। ପ୍ରତି ତିନି ମାସରେ ଆୟକର...
ଆପଣଙ୍କ ସାଲେରି ସ୍ଲିପ ଆପଣଙ୍କ ଟ୍ୟାକ୍ସ ଗୁରୁ, ଭଲକି ପଢ଼ନ୍ତୁ ଜାଣିଯିବେ ଆପଣଙ୍କୁ କର ଦେବାକୁ ପଡ଼ିବ କି ନାହିଁ? ଉଦାହରଣ ଦ୍ୱାରା ବୁଝନ୍ତୁ ଦରମା ଟିଡିଏସ ଧରିନିଅନ୍ତୁ ଆପଣଙ୍କ ବୟସ ୨୪। ଆପଣଙ୍କ ଜୀବନର ପ୍ରଥମ ଚାକିରିକୁ ବର୍ଷଟିଏ ମଧ୍ୟ ପୁରିନି। ଏହା ଭିତରେ ଜାନୁଆରି ସରିବାକୁ ବସିଲାଣି। ଆପଣଙ୍କ ସହକର୍ମୀମାନେ ଏବେ ୮୦ସି, ୮୦ସିସିଡି ବିଷୟରେ କଥା ହେଉଛନ୍ତି। କିନ୍ତୁ ଆପଣ ଏସବୁ କ'ଣ କିଛି ମଧ୍ୟ ଜାଣିନାହାନ୍ତି।...
ଆୟକର ବାବଦରେ ସେସବୁ ପ୍ରଶ୍ନର ଉତ୍ତର, ଯାହା ଆପଣ ଜାଣିବାକୁ ଚାହାନ୍ତି। ଆୟକର କଣ? କିଏ ଆୟକର ପରିଧି ବା ଆଇଟି ସ୍ଲାବ୍ ଭିତରକୁ ଆସନ୍ତି? ମୁଁ ମଧ୍ୟ ଆୟକର ଦେବା ଜରୁରୀ କି? ଏମିତି ଅନେକ ପ୍ରଶ୍ନ ଆମ ମନରେ ଆସିଥାଏ। ବିଶେଷକରି ସେମାନଙ୍କ ମନରେ ଯେଉଁମାନେ ନୂଆ ନୂଆ ଚାକିରି ଆରମ୍ଭ କରିଥାନ୍ତି କିମ୍ବା ପ୍ରଥମ ଥର ପାଇଁ ଟ୍ୟାକ୍ସ ଦେବାକୁ ଯାଉଥାନ୍ତି। ପଇସା ପ୍ଲସରେ ଆମ...
debt free
ପାର୍ଟି ସହ ସ୍ମାର୍ଟ୍ ପ୍ଲାନିଂ ବି କରନ୍ତୁ ଯେମିତି ହେବେ କରଜ ମୁକ୍ତ ପ୍ରଥମେ ଜାଣନ୍ତୁ ଆପଙ୍କ ଉପରେ କେତେ କରଜ ଅଛି ଏକରୁ ଅଧିକ କରଜ ନେଇଥିଲେ ତାକୁ ଗୋଟିଏ ସ୍ଥାନକୁ ସିଫ୍ଟ କରନ୍ତୁ ଯଦି କାହାକୁ ଟଙ୍କା ଫେରାଇବାର ଅଛି ତେବେ ରେଗୁଲାର ରିପେମେଣ୍ଟ୍ କରିବାକୁ, ଅଦରକାରୀ ଖର୍ଚ୍ଚ କାଟ୍ କରନ୍ତୁ ନୂଆ ଲଗଜରି ସାମଗ୍ରୀ କିଣନ୍ତୁ ନାହିଁ ,ଯଦି କିଛି ଅଦରକାରୀ ସାମଗ୍ରୀ ଅଛି...
ପୋଷ୍ଟାଲ ସେଭିଂ ଆକାଉଣ୍ଟରେ ନିବେଶ ଦିଏ ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ଭାରତୀୟ ଡାକ ସେବା କେବଳ ଚିଠି ବାଣ୍ଟେନାହିଁ ଏହା ମଧ୍ୟ ଉପଭୋକ୍ତାଙ୍କୁ ସଂଚୟ ସ୍କିମ୍ ଦେଇଥାଏ। ଏଭଳି ସ୍କିମ୍ ଗୁଡିକର ବିଶେଷତା ହେଲା ଏହା ପଛରେ ଥାଏ ଭାରତ ସରକାରଙ୍କ ଗ୍ୟାରେଣ୍ଟି। ପୋଷ୍ଟାଲ ସେଭିଂ ସ୍କିମ୍ ମଧ୍ୟରୁ କିଛିରେ ନିବେଶ ଉପରେ ଆପଣ ଆୟକର ଆଇନର ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ମଧ୍ୟ ପାଇ...