ଉପଭୋକ୍ତାଙ୍କଠାରୁ ବ୍ୟବସାୟୀ ଓ ସରକାର ସମସ୍ତଙ୍କ ପାଇଁ ଜିଏସ୍‌ଟି କେମିତି ଲାଭ ଦାୟକ ଆସନ୍ତୁ ଜାଣିବା।   ଜିଏସଟି ମାଧ୍ୟମରେ କର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବଢିଛି। ଏହା ସରକାରଙ୍କୁ ଲାଭ ତ’ ଦେଉଛି ଏହା ସହିତ ଉପଭୋକ୍ତା ଓ ବ୍ୟବସାୟୀ ମଧ୍ୟ ଏଥିରୁ ଲାଭ ପାଉଛନ୍ତି। ଉପଭୋକ୍ତାଙ୍କ ପାଇଁ କେମିତି ଲାଭଦାୟକ? ଅନେକ ପ୍ରକାରର ଟ୍ୟାକ୍ସ ସମାପ୍ତ ହେବା କାରଣରୁ ଓ ଟ୍ୟାକ୍ସ ଉପରେ ଟ୍ୟାକ୍ସ ନରହିବା କାରଣରୁ ବସ୍ତୁ ମୁଲ୍ୟରେ...
ଜାଣନ୍ତୁ ଜିଏସ୍‌ଟି କ'ଣ? ଜିଏସଟି ଅର୍ଥାତ ଗୁଡସ ଆଣ୍ଟ୍ ସର୍ଭିସ ଟ୍ୟାକ୍ସ। ଏହି ଟ୍ୟାକ୍ସ ସେତେବେଳେ ଲାଗେ ଯେତେବେଳ ଆପଣ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି। ଏହିପରି ଜିଏସଟି ହେଉଛି ଆମ ଉପରେ ଲାଗୁଥିବା ଅପ୍ରତ୍ୟକ୍ଷ କର। କେନ୍ଦ୍ର ସରକାର ୨୦୧୭ ମସିହାରେ ଏହି ଟ୍ୟାକ୍ସକୁ ଲାଗୁ କରିଥିଲେ। ଏହା ପୂର୍ବରୁ ସେଲ୍ ଟ୍ୟାକ୍ସ, ସର୍ଭିସ ଟ୍ୟାକ୍ସ, ଏକ୍ସାଇଜ୍ ଟ୍ୟାକ୍ସ ଭଳି ଅନେକ ଟ୍ୟାକ୍ସ ଥିଲା। ଜିଏସଟି ହେଉଛି...
income tax
କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି.. କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା ସ୍ୱଭାବିକ। ସାଧାରଣତଃ ଇନକମ୍ ଟ୍ୟାକ୍ସ ଆକ୍ଟ-୧୯୬୧ ଅନୁଯାୟୀ,...
ବିଶେଷଜ୍ଞଙ୍କ ଆଶଙ୍କା ନୂଆ ଟ୍ୟାକ୍ସ ସ୍ଲାବ ଯୋଗୁଁ ଦେଶରେ ସଞ୍ଚୟ କମିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂଆ ଏବଂ ପୁରୁଣା ବିକଳ୍ପ ଟ୍ୟାକ୍ସ ବ୍ୟବସ୍ଥା ଭାରତରେ ସଞ୍ଚୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଭଳି ଆଶଙ୍କା କରୁଛନ୍ତି ଆର୍ଥିକ ବିଶେଷଜ୍ଞ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ସାଧାରଣ ବଜେଟରେ ଏହି ନୂଆ ବୈକଳ୍ପିକ ବ୍ୟକ୍ତିଗତ ଆୟକର ସ୍ଲାବ ଉପସ୍ଥାପନ କରିଥିଲେ। ଏହି ନୂଆ ଟ୍ୟାକ୍ସ୍ ସ୍ଲାବରେ...
TAX
ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା...
ଟ୍ୟାକ୍ସ ବଞ୍ଚାଇବା ପାଇଁ ଡିଭିଡେଣ୍ଡ୍ ମ୍ୟୁଚୁଆଲ ଫଣ୍ଡ୍‌ ବଦଳରେ ନିଅନ୍ତୁ ଗ୍ରୋଥ୍ ଅପସନ୍। ଆପଣଙ୍କ ଆୟ ଯଦି ଟ୍ୟାକ୍ସ ପରିସର ଭିତରକୁ ଆସୁଛି ଓ ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରୁଛନ୍ତି ତେବେ କଣ କରିବେ? ବିଶେଷଜ୍ଞଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଆପଣ ଇକ୍ୱଟି ମ୍ୟୁଚୁଆଲ ଫଣ୍ଡରେ ଡିଭିଡେଣ୍ଡ୍ ବଦଳରେ ଗ୍ରୋଥ୍ ଅପସନକୁ ବାଛିବା ବୁଦ୍ଧିମାନର କାମ ହେବ। ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ସିତାରମଣ ଡିଭିଡେଣ୍ଡ୍‌ରୁ ହେଉଥିବା ଆୟ...
80-c
ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ କରିଥାଏ। ତେବେ ସବୁ...
ତିନି ନିବେଶ ସ୍କିମ୍ ଇପିଏଫ,ଏନପିଏସ ତଥା ରିଟାୟରମେଣ୍ଟ୍ ଫଣ୍ଡ୍ ଏବେ ଟ୍ୟାକ୍ସ ନେଟ୍ ଭିତରକୁ ଆସିପାରେ,କାରଣ ଏଥିରେ ନିବେଶର ୭.୫ ଲକ୍ଷ ଟଙ୍କାର ସର୍ବାଧିକ ସୀମା ନିର୍ଧାରଣ କରାଯାଇଛି... ନୂଆ ବଜେଟରେ ଯଦି ବୈକଳ୍ପିକ ଟ୍ୟାକ୍ସ ସ୍ଲାବ୍ କଥା କୁହାଯାଇଛି ତେବେ ଅନ୍ୟପକ୍ଷରେ କିଛି ଟ୍ୟାକ୍ସ ସେଭିଂ ସ୍କିମରେ ନିବେଶର  ସର୍ବାଧିକ ସୀମା ମଧ୍ୟ ନିର୍ଧାରଣ କରାଯାଇଛି। ବଜେଟ୍ ପ୍ରସ୍ତାବ ଅନୁସାରେ ଟ୍ୟାକ୍ସ ବେନିଫିଟ୍ ଦେଉଥିବା ତିନୋଟି ନିବେଶ ବିକଳ୍ପ...
ଦରମାରୁ ଜାଣନ୍ତୁ ନୂଆରେ କେତେ ଦେବେ, ପୁରୁଣାରେ କେତେ ଦେବେ। ନୂଆ ଟ୍ୟାକ୍ସ ପ୍ଲାନ୍ ସେମାନଙ୍କ ପାଇଁ ଲାଭକାରୀ ଯେଉଁମାନେ କୌଣସି ପ୍ରକାରର କର ସଞ୍ଚୟକାରୀ ପ୍ଲାନରେ ନିବେଶ କରି ନାହାନ୍ତି। ସରକାର ଚାହାନ୍ତି ଯେ, ଆୟକର ବ୍ୟବସ୍ଥାର ସରଳୀକରଣ ହେଉ। ଯେଉଁମାନେ କୌଣସି ପ୍ରକାରର ନିବେଶ କରି ନାହାନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳୁ। ବିଶେଷଜ୍ଞଙ୍କ ଅନୁସାରେ ନୂଆ ସ୍ଲାବ ଏଭଳି ଚାକିରିଆଙ୍କ ପାଇଁ ଲାଭ ଜନକ ନୁହେଁ ଯେଉଁମାନେ...
ହିସାବ କହୁଛି ଯେ ଆୟକର ନିୟମ ଅନୁଯାୟୀ ବିଭିନ୍ନ କର ରିହାତି ପାଉଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହିଁ ଲାଭକାରୀ। ତେବେ ନୂଆ ବ୍ୟବସ୍ଥା କାହା ପାଇଁ ଦେବ ଫାଇଦା? ଆୟକରର ନୂଆ ଟ୍ୟାକ୍ସ ସ୍ଲାବ୍‌କୁ ନେଇ ସାରା ଦେଶରେ ଚାଲିଛି ହିସାବ କିତାବ। ବିଶେଷଜ୍ଞଙ୍କ ପ୍ରଥମ ପରାମର୍ଶ ହେଉଛି ଯେ, ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବନିମ୍ନ ଧାରା...