ବଜେଟ୍‌-୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ। ନୂଆ ଆର୍ଥିକ ବର୍ଷଠାରୁ ଟିକସଦାତାମାନେ ନୂଆ ଏବଂ ପୁରୁଣା ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ହେବ। କେଉଁଟି ନେବାକୁ ହେବ, ତାହା ଆପଣଙ୍କୁ ବିଚାର କରିବାକୁ ପଡ଼ିବ। ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ଭଳି ସମସ୍ତ ରିହାତିର ଲାଭ ଉଠାଇପାରିବେ କିନ୍ତୁ ଟିକସ ହାର ଅଧିକ ରହିବ।...
କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି.. କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା ସ୍ୱଭାବିକ। ସାଧାରଣତଃ ଇନକମ୍ ଟ୍ୟାକ୍ସ ଆକ୍ଟ-୧୯୬୧ ଅନୁଯାୟୀ,...
ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା...
ଟ୍ୟାକ୍ସ ବଞ୍ଚାଇବା ପାଇଁ ଡିଭିଡେଣ୍ଡ୍ ମ୍ୟୁଚୁଆଲ ଫଣ୍ଡ୍‌ ବଦଳରେ ନିଅନ୍ତୁ ଗ୍ରୋଥ୍ ଅପସନ୍। ଆପଣଙ୍କ ଆୟ ଯଦି ଟ୍ୟାକ୍ସ ପରିସର ଭିତରକୁ ଆସୁଛି ଓ ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରୁଛନ୍ତି ତେବେ କଣ କରିବେ? ବିଶେଷଜ୍ଞଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଆପଣ ଇକ୍ୱଟି ମ୍ୟୁଚୁଆଲ ଫଣ୍ଡରେ ଡିଭିଡେଣ୍ଡ୍ ବଦଳରେ ଗ୍ରୋଥ୍ ଅପସନକୁ ବାଛିବା ବୁଦ୍ଧିମାନର କାମ ହେବ। ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ସିତାରମଣ ଡିଭିଡେଣ୍ଡ୍‌ରୁ ହେଉଥିବା ଆୟ...
ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ କରିଥାଏ। ତେବେ ସବୁ...
ଦରମାରୁ ଜାଣନ୍ତୁ ନୂଆରେ କେତେ ଦେବେ, ପୁରୁଣାରେ କେତେ ଦେବେ। ନୂଆ ଟ୍ୟାକ୍ସ ପ୍ଲାନ୍ ସେମାନଙ୍କ ପାଇଁ ଲାଭକାରୀ ଯେଉଁମାନେ କୌଣସି ପ୍ରକାରର କର ସଞ୍ଚୟକାରୀ ପ୍ଲାନରେ ନିବେଶ କରି ନାହାନ୍ତି। ସରକାର ଚାହାନ୍ତି ଯେ, ଆୟକର ବ୍ୟବସ୍ଥାର ସରଳୀକରଣ ହେଉ। ଯେଉଁମାନେ କୌଣସି ପ୍ରକାରର ନିବେଶ କରି ନାହାନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳୁ। ବିଶେଷଜ୍ଞଙ୍କ ଅନୁସାରେ ନୂଆ ସ୍ଲାବ ଏଭଳି ଚାକିରିଆଙ୍କ ପାଇଁ ଲାଭ ଜନକ ନୁହେଁ ଯେଉଁମାନେ...
ହିସାବ କହୁଛି ଯେ ଆୟକର ନିୟମ ଅନୁଯାୟୀ ବିଭିନ୍ନ କର ରିହାତି ପାଉଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହିଁ ଲାଭକାରୀ। ତେବେ ନୂଆ ବ୍ୟବସ୍ଥା କାହା ପାଇଁ ଦେବ ଫାଇଦା? ଆୟକରର ନୂଆ ଟ୍ୟାକ୍ସ ସ୍ଲାବ୍‌କୁ ନେଇ ସାରା ଦେଶରେ ଚାଲିଛି ହିସାବ କିତାବ। ବିଶେଷଜ୍ଞଙ୍କ ପ୍ରଥମ ପରାମର୍ଶ ହେଉଛି ଯେ, ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବନିମ୍ନ ଧାରା...
ନୂଆ ଆୟକର ନିୟମ ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଆୟକର ବ୍ୟବସ୍ଥାରେ ଆଗରୁ ଯେଉଁ ସବୁ ଛାଡ଼ ରହିଥିଲା ତାହା ନୂଆ ନିୟମରେ ହଟାଇ ଦିଆଯାଇଛି। ବଜେଟ ୨୦୨୦ ଆୟକରଦାତାଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। କାରଣ ଆୟକର ପୈଠ ପାଇଁ ପୁରୁଣା ଓ ନୂଆ - ଏଭଳି ଦୁଇଟି ବ୍ୟବସ୍ଥା ସେମାନଙ୍କ ସାମ୍ନାରେ ଅର୍ଥମନ୍ତ୍ରୀ ରଖିଛନ୍ତି। ସରକାରଙ୍କ କହିବା କଥା ଯେ, ଆୟକରଦାତା ନିଜ ଇଚ୍ଛା ଅନୁଯାୟୀ...
ସଂଯୁକ୍ତ ପ୍ରପର୍ଟି ମାଲିକଙ୍କ ଆଶଙ୍କା ଦୂର କଲେ ସରକାର। ସଂଯୁକ୍ତ ମାଲିକାନାରେ ଥିବା ପ୍ରପର୍ଟିର ମାଲିକ ଏବେ ସରଳ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଆଇଟିଆର-୧(ସହଜ) ଓ ଆଇଟିଆର-୪(ସୁଗମ)କୁ ଫାଇଲ କରିପାରିବେ। ଯଦି ସେମାନେ ଏହି ଫର୍ମ ପୁରଣ କରିବାର ଅନ୍ୟ ସର୍ତ୍ତ ସବୁ ପୁରଣ କରୁଛନ୍ତି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏକ ଅଧିସୂଚନା ଜାରି କରି ଏହା ସ୍ପଷ୍ଟ କରିଛି। ସିବଡିଟି ଅନୁସାରେ ଆୟକର ଆଇନ୍ ୧୯୬୧ର...
ଆପଣଙ୍କୁ ଆୟକର ଦେବାକୁ ପଡ଼ିବ କି ନାହିଁ ଯଦି ଜାଣିନାହାନ୍ତି ତେବେ ଏହାକୁ ପଢ଼ନ୍ତୁ। ଆୟକର ସ୍ଲାବ ଭିତରେ ଆପଣ ଯାଉଛନ୍ତି କି ନାହିଁ? ଆଉ ଯଦି ଯାଉଛନ୍ତି ତେବେ ଆପଣଙ୍କୁ କେତେ ଆୟକର ଦେବାକୁ ପଡ଼ିବ? ଏସବୁ ପ୍ରଶ୍ନ ଯଦି ଆପଣଙ୍କୁ ବିଚଳିତ କରୁଛି, ତେବେ ଆସନ୍ତୁ ଜାଣିବା ଆୟକରର କେଉଁ ସ୍ଲାବ ଭିତରେ ଆପଣ ଆସୁଛନ୍ତି .. ବଜେଟ୍ ୨୦୧୯ ଅନୁଯାୟୀ ଆସେସମେଣ୍ଟ ଇୟର ୨୦୨୦-୨୧ର ଆୟକର ସ୍ଲାବ୍ ଯଦି...