ଜିଏସଟି ଅର୍ଥାତ ଗୁଡସ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ। ଜଣେ ଯେତେବେଳେ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି, ଉକ୍ତ ଉତ୍ପାଦ ଉପରେ ଜିଏସ୍‌ଟି ଲାଗୁ ହୋଇଥାଏ। ବିଭିନ୍ନ ଉତ୍ପାଦ ଉପରେ ଭିନ୍ନ ଭିନ୍ନ ଟ୍ୟାକ୍ସ ଲାଗିଥାଏ। ତେବେ ଆପଣ ଜାଣିଛନ୍ତି କି, ଜିଏସ୍‌ଟି କେତେ ପ୍ରକାରର? ଜିଏସ୍‌ଟି ହେଉଛି ୪ ପ୍ରକାରର। ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (CGST), ଷ୍ଟେଟ୍ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ(SGST), ଇଣ୍ଟିଗ୍ରେଟେଡ୍ ଗୁଡସ...
GST
ସବୁ ପ୍ରକାର ଲୋନ୍ ହେଉଛି ଏକ ପ୍ରକାର ସେବା, ତେଣୁ ଆପଣଙ୍କୁ ଏହା ଉପରେ ମଧ୍ୟ ଜିଏସ୍‌ଟି ଦେବାକୁ ପଡ଼େ। ପୂର୍ବରୁ ଲୋନ୍ ଉପରେ ସେବା କର ଲାଗୁ ହେଉଥିଲା। ବର୍ତ୍ତମାନ ସେବା କରର ସ୍ଥାନ ନେଇଛି ଜିଏସଟି। ଆଗରୁ ଆପଣଙ୍କୁ ସେବା କର ଭାବେ ୧୫ ପ୍ରତିଶତ ଦେବାକୁ ପଡୁଥିଲା। ଏବେ ଜିଏସଟି ଭାବେ ଦେବାକୁ ପଡୁଛି ୧୮ ପ୍ରତିଶତ।  ଅନେକ ବ୍ୟକ୍ତିଙ୍କ ଧାରଣା ଯେ, ସେବା କର...
ଜିଏସ୍‌ଟି ମାନେ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଉତ୍ପାଦ ଓ ସେବା ପାଇଁ ଅସୁଲ ହେଉଥିବା ଏହି ଟ୍ୟାକ୍ସ ସଂପୂର୍ଣ୍ଣ ଦେଶ ପାଇଁ ଏକ ପ୍ରକାରର। ଅର୍ଥାତ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ଯେଉଁ ଟ୍ୟାକ୍ସ ଆପଣ ଜିଏସଟି ଭାବେ ଦେଉଛନ୍ତି ତାକୁ ସରକାର କେମିତି ଅସୁଲ କରନ୍ତି। ଉଦାହରଣ ଦ୍ୱାରା ବୁଝନ୍ତୁ ଗୋଟିଏ ପ୍ୟାଣ୍ଟ କପଡାକୁ ଉଦାହରଣ ଭାବେ ଧରନ୍ତୁ। ଏହା ଉତ୍ପାଦକ(କମ୍ପାନି)ଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ।...
ଅନ୍‌ଲାଇନ୍‌ରେ ଜିଏସ୍‌ଟି ପଞ୍ଜିକରଣ ପାଇଁ କେଉଁ ସବୁ କାଗତପତ୍ର ଆବଶ୍ୟକ, ଆପଣ ଜାଣିବା ନିହାତି ଜରୁରୀ.. ଜିଏସଟି ପଞ୍ଜିକରଣ ପାଇଁ ଆପଣ  Goods and Services Tax Network (GSTN) ତରଫରୁ ଆରମ୍ଭ କରା ଯାଇଥିବା ଜିଏସଟି ପୋର୍ଟାଲର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ www.gst.gov.in ରେ ଲଗ୍ ଇନ୍ କରିବାକୁ ପଡିବ। ୱେବ୍‌ସାଇଟ୍‌କୁ ଯିବା ପରେ ‘Register Now’ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଯାହାକୁ ଆପଣ ‘Taxpayers’...
ଜିଏସ୍‌ଟିରେ ପଞ୍ଜିକୃତ ନହୋଇଥିଲେ ମିଳିବ ଦଣ୍ଡ! ଜିଏସ୍‌ଟି ବା ବସ୍ତୁ ଓ ସେବା କର,ସବୁ ବ୍ୟବସାୟ ପାଇଁ ଲାଗୁ ହୋଇଥାଏ। ଆପଣ ଯଦି ଜଣେ ବ୍ୟବସାୟୀ ତେବେ ଆପଣଙ୍କୁ ଜିଏସଟିରେ ପଂଜିକୃତ ହେବାକୁ ପଡିବ। କେଉଁ କେଉଁ ବ୍ୟବସାୟ ପାଇଁ ଜିଏସଟି ଜରୁରୀ? ସବୁ ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ପାଇଁ ଜିଏସଟିରେ ପଞ୍ଜିକୃତ ହେବା ଅନିବାର୍ଯ୍ୟ ଅଟେ। ଏଥିରେ ସେବା ମଧ୍ୟ ସାମିଲ ଅଛି। ସେବାର ଅର୍ଥ ବସ୍ତୁ ବ୍ୟତୀତ ଅନ୍ୟ କିଛି...
ଜିଏସଟି ବା ବସ୍ତୁ ଓ ସେବା କର ହେଉଛି ଭାରତୀୟ କର ବ୍ୟବସ୍ଥାରେ ସଂସ୍କାର ଉଦ୍ୟମର ଫଳ। ଏହି କର ବ୍ୟବସ୍ଥା ଦ୍ୱାରା ଟ୍ୟାକ୍ସ ଚୋରିକୁ ରୋକା ଯାଇ ପାରିବ ଓ ନୂଆ କରଦାତା ତିଆରି ହେବେ ବୋଲି ସରକାରଙ୍କ ଭରସା। ଯେମିତିକି ନାମରୁ ଜଣା ପଡୁଛି, ଜିଏସଟି କେବଳ ବସ୍ତୁ ଉପରେ ଲାଗିନଥାଏ,ଏହା ମଧ୍ୟ ସେବା ଉପରେ ଲାଗିଥାଏ। ଆସନ୍ତୁ ଜାଣିବା ବିଭିନ୍ନ ସେବା ଉପରେ ଜିଏସଟି...
କିଛି ସାଧାରଣ ଦ୍ରବ୍ୟ ପାଇଁ ଜିଏସଟି ଦର ବାବଦରେ ଜାଣନ୍ତୁ GST ସମ୍ଭବତଃ ଭାରତୀୟ ଇତିହାସର ସବୁଠାରୁ ବଡ ଅର୍ଥନୈତିକ ସଂସ୍କାର। ଜିଏସଟି କେତେ ପ୍ରକାରର ଆମେ ଜାଣିଛେ। ତେବେ ଏହାକୁ ବୁଝିବା ପାଇଁ ପୁଣିଥରେ ଜିଏସଟିର ପ୍ରକାର ସଂପର୍କରେ ଜାଣିବ। CGST –Central GST(କେନ୍ଦ୍ର ଖାତାକୁ ଯାଉଥିବା କର) SGST –State GST (ରାଜ୍ୟ ଖାତାକୁ ଯାଉଥିବା କର) IGST –Integrated GST(ଉଭୟ କେନ୍ଦ୍ର ଓ ରାଜ୍ୟ ନେଉଥିବା କର) କିଛି...
ଜିଏସଟି ଲାଗୁ ହେବାର ତିନି ବର୍ଷ ପରେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏହା ଅବୁଝା। ଆସନ୍ତୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜାଣିବା କିଛି ଜରୁରୀ କଥା.. ପ୍ରଶ୍ନ ୧. ବସ୍ତୁ ଉପରେ ଜିଏସଟି ଦର କଣ ? ଉତ୍ତର. ବର୍ତ୍ତମାନ ବସ୍ତୁ ଉପରେ ୫ ପ୍ରକାରର ଜିଏସଟି ଲାଗୁ ହେଉଛି। ୦.୨୫% (କଟା ଯାଇଥିବା ଓ ସେମି ପଲିସ୍ ପଥର), ୫% (ଘରୋଇ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ), ୧୨% (କମ୍ପ୍ୟୁଟର), ୧୮%...