ଜିଏସ୍‌ଟି ମାନେ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଉତ୍ପାଦ ଓ ସେବା ପାଇଁ ଅସୁଲ ହେଉଥିବା ଏହି ଟ୍ୟାକ୍ସ ସଂପୂର୍ଣ୍ଣ ଦେଶ ପାଇଁ ଏକ ପ୍ରକାରର। ଅର୍ଥାତ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ଯେଉଁ ଟ୍ୟାକ୍ସ ଆପଣ ଜିଏସଟି ଭାବେ ଦେଉଛନ୍ତି ତାକୁ ସରକାର କେମିତି ଅସୁଲ କରନ୍ତି। ଉଦାହରଣ ଦ୍ୱାରା ବୁଝନ୍ତୁ ଗୋଟିଏ ପ୍ୟାଣ୍ଟ କପଡାକୁ ଉଦାହରଣ ଭାବେ ଧରନ୍ତୁ। ଏହା ଉତ୍ପାଦକ(କମ୍ପାନି)ଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ।...
GST
ସବୁ ପ୍ରକାର ଲୋନ୍ ହେଉଛି ଏକ ପ୍ରକାର ସେବା, ତେଣୁ ଆପଣଙ୍କୁ ଏହା ଉପରେ ମଧ୍ୟ ଜିଏସ୍‌ଟି ଦେବାକୁ ପଡ଼େ। ପୂର୍ବରୁ ଲୋନ୍ ଉପରେ ସେବା କର ଲାଗୁ ହେଉଥିଲା। ବର୍ତ୍ତମାନ ସେବା କରର ସ୍ଥାନ ନେଇଛି ଜିଏସଟି। ଆଗରୁ ଆପଣଙ୍କୁ ସେବା କର ଭାବେ ୧୫ ପ୍ରତିଶତ ଦେବାକୁ ପଡୁଥିଲା। ଏବେ ଜିଏସଟି ଭାବେ ଦେବାକୁ ପଡୁଛି ୧୮ ପ୍ରତିଶତ।  ଅନେକ ବ୍ୟକ୍ତିଙ୍କ ଧାରଣା ଯେ, ସେବା କର...
ଜିଏସଟି ଅର୍ଥାତ ଗୁଡସ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ। ଜଣେ ଯେତେବେଳେ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି, ଉକ୍ତ ଉତ୍ପାଦ ଉପରେ ଜିଏସ୍‌ଟି ଲାଗୁ ହୋଇଥାଏ। ବିଭିନ୍ନ ଉତ୍ପାଦ ଉପରେ ଭିନ୍ନ ଭିନ୍ନ ଟ୍ୟାକ୍ସ ଲାଗିଥାଏ। ତେବେ ଆପଣ ଜାଣିଛନ୍ତି କି, ଜିଏସ୍‌ଟି କେତେ ପ୍ରକାରର? ଜିଏସ୍‌ଟି ହେଉଛି ୪ ପ୍ରକାରର। ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (CGST), ଷ୍ଟେଟ୍ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ(SGST), ଇଣ୍ଟିଗ୍ରେଟେଡ୍ ଗୁଡସ...
ଉପଭୋକ୍ତାଙ୍କଠାରୁ ବ୍ୟବସାୟୀ ଓ ସରକାର ସମସ୍ତଙ୍କ ପାଇଁ ଜିଏସ୍‌ଟି କେମିତି ଲାଭ ଦାୟକ ଆସନ୍ତୁ ଜାଣିବା।   ଜିଏସଟି ମାଧ୍ୟମରେ କର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବଢିଛି। ଏହା ସରକାରଙ୍କୁ ଲାଭ ତ’ ଦେଉଛି ଏହା ସହିତ ଉପଭୋକ୍ତା ଓ ବ୍ୟବସାୟୀ ମଧ୍ୟ ଏଥିରୁ ଲାଭ ପାଉଛନ୍ତି। ଉପଭୋକ୍ତାଙ୍କ ପାଇଁ କେମିତି ଲାଭଦାୟକ? ଅନେକ ପ୍ରକାରର ଟ୍ୟାକ୍ସ ସମାପ୍ତ ହେବା କାରଣରୁ ଓ ଟ୍ୟାକ୍ସ ଉପରେ ଟ୍ୟାକ୍ସ ନରହିବା କାରଣରୁ ବସ୍ତୁ ମୁଲ୍ୟରେ...
ଜାଣନ୍ତୁ ଜିଏସ୍‌ଟି କ'ଣ? ଜିଏସଟି ଅର୍ଥାତ ଗୁଡସ ଆଣ୍ଟ୍ ସର୍ଭିସ ଟ୍ୟାକ୍ସ। ଏହି ଟ୍ୟାକ୍ସ ସେତେବେଳେ ଲାଗେ ଯେତେବେଳ ଆପଣ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି। ଏହିପରି ଜିଏସଟି ହେଉଛି ଆମ ଉପରେ ଲାଗୁଥିବା ଅପ୍ରତ୍ୟକ୍ଷ କର। କେନ୍ଦ୍ର ସରକାର ୨୦୧୭ ମସିହାରେ ଏହି ଟ୍ୟାକ୍ସକୁ ଲାଗୁ କରିଥିଲେ। ଏହା ପୂର୍ବରୁ ସେଲ୍ ଟ୍ୟାକ୍ସ, ସର୍ଭିସ ଟ୍ୟାକ୍ସ, ଏକ୍ସାଇଜ୍ ଟ୍ୟାକ୍ସ ଭଳି ଅନେକ ଟ୍ୟାକ୍ସ ଥିଲା। ଜିଏସଟି ହେଉଛି...
credit cards
କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଲଗାତାର ଭାବେ ୬ଥର କିମ୍ବା ୬ରୁ ଅଧିକ ଥର ଜିଏସ୍‌ଟି ବିଲ୍‌ ନ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ଉକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ରଦ୍ଦ କରାଯିବ। ଗତ ଦୁଇ ବର୍ଷ ଧରି ଜିଏସଟି ବିଲ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି ସରକାର। ଏଥିଲାଗି କେନ୍ଦ୍ର ସରକାର ବସ୍ତୁ ଏବଂ ସେବା କର (ଜିଏସଟି)...
tax rebate
ଟ୍ୟାକ୍ସ ବଞ୍ଚାଇବାକୁ କିଏ ନ ଚାହେଁ ? ଆପଣ ମଧ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ଟ୍ୟାକ୍ସ ବଞ୍ଚାଇପାରିବେ   ଇନକମ୍ ଟ୍ୟାକ୍ସ (ଆୟ କର) ସ୍ଲାବ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର ନିର୍ଦ୍ଧାରିତ ଆୟକର ସ୍ଲାବ୍ ଅନୁଯାୟୀ ଆପଣଙ୍କୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୨.୫ ଲକ୍ଷରୁ ୫ଲକ୍ଷ ଟଙ୍କା, ତେବେ ଆପଣଙ୍କୁ ୫%,...