ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର। ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ...
80-c
ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ କରିଥାଏ। ତେବେ ସବୁ...
ଆଇଟି ରିଟର୍ଣ୍ଣ ଫାଇଲର କିଛି ଟିପ୍‌ସ ଯାହା ଆପଣଙ୍କ କାମରେ ଆସିପାରେ..।  ଆୟକର ରିଟର୍ଣ୍ଣ ଫାଇଲ ତାରିଖ ପାଖେଇ ଆସିବା ସହ ଅନେକଙ୍କର ହାର୍ଟବିଟ୍ ବଢିଯାଇଥାଏ। ତରବରରେ ରିଟର୍ଣ୍ଣ ଫାଇଲ କରିବା ଚକ୍କରରେ ଅନେକ ଭୁଲ ହୁଏ। ଯାହା ଆଗକୁ ଚାଲି ମହଙ୍ଗା ପଡ଼ିପାରେ। ତେଣୁ ଆୟକର ରିଟର୍ଣ୍ଣ ଫାଇଲ କରିବା କାମ ଡେଡ୍ ଲାଇନ୍ ପୂର୍ବରୁ ସାରିଦିଅନ୍ତୁ। ଆଉ ଧିରେସୁସ୍ଥେ ଡାଟା ଦିଅନ୍ତୁ ଯେମିତି ଆଗକୁ ଭୁଲ ତଥ୍ୟ...
ଜିଏସ୍‌ଟି ମାନେ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଉତ୍ପାଦ ଓ ସେବା ପାଇଁ ଅସୁଲ ହେଉଥିବା ଏହି ଟ୍ୟାକ୍ସ ସଂପୂର୍ଣ୍ଣ ଦେଶ ପାଇଁ ଏକ ପ୍ରକାରର। ଅର୍ଥାତ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ଯେଉଁ ଟ୍ୟାକ୍ସ ଆପଣ ଜିଏସଟି ଭାବେ ଦେଉଛନ୍ତି ତାକୁ ସରକାର କେମିତି ଅସୁଲ କରନ୍ତି। ଉଦାହରଣ ଦ୍ୱାରା ବୁଝନ୍ତୁ ଗୋଟିଏ ପ୍ୟାଣ୍ଟ କପଡାକୁ ଉଦାହରଣ ଭାବେ ଧରନ୍ତୁ। ଏହା ଉତ୍ପାଦକ(କମ୍ପାନି)ଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ।...
ଆପଣଙ୍କୁ ଆୟକର ଦେବାକୁ ପଡ଼ିବ କି ନାହିଁ ଯଦି ଜାଣିନାହାନ୍ତି ତେବେ ଏହାକୁ ପଢ଼ନ୍ତୁ। ଆୟକର ସ୍ଲାବ ଭିତରେ ଆପଣ ଯାଉଛନ୍ତି କି ନାହିଁ? ଆଉ ଯଦି ଯାଉଛନ୍ତି ତେବେ ଆପଣଙ୍କୁ କେତେ ଆୟକର ଦେବାକୁ ପଡ଼ିବ? ଏସବୁ ପ୍ରଶ୍ନ ଯଦି ଆପଣଙ୍କୁ ବିଚଳିତ କରୁଛି, ତେବେ ଆସନ୍ତୁ ଜାଣିବା ଆୟକରର କେଉଁ ସ୍ଲାବ ଭିତରେ ଆପଣ ଆସୁଛନ୍ତି .. ବଜେଟ୍ ୨୦୧୯ ଅନୁଯାୟୀ ଆସେସମେଣ୍ଟ ଇୟର ୨୦୨୦-୨୧ର ଆୟକର ସ୍ଲାବ୍ ଯଦି...
କ’ଣ ମୁଁ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ବା ଆୟକର ଦାଖଲ କରିବା ଆବଶ୍ୟକ କି। ଆୟକର ଦାଖଲରେ କ’ଣ ମିଳିପାରିବ ଫାଇଦା। ଅଳ୍ପ ରୋଜଗାରରେ କ’ଣ ମୁଁ ଆୟକର ଦାଖଲ କରିବାକୁ ବାଧ୍ୟ କି। ଏଭଳି ଅନେକ ପ୍ରଶ୍ନ ଆମ ମନରେ ସୃଷ୍ଟି ହେବା ସ୍ବାଭାବିକ। କାରଣ ଭାରତରେ ସାଧାରଣତଃ ଅଧିକାଂଶ ଲୋକ ଏ ସମ୍ପର୍କରେ ଜାଣନ୍ତି ନାହିଁ। ତେଣୁ ସେମାନେ ଆୟକର ଦାଖଲ କରନ୍ତି ନାହିଁ।...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ ଚଳିତବର୍ଷ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ...
TAX
ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା...
କିଛି ସାଧାରଣ ଦ୍ରବ୍ୟ ପାଇଁ ଜିଏସଟି ଦର ବାବଦରେ ଜାଣନ୍ତୁ GST ସମ୍ଭବତଃ ଭାରତୀୟ ଇତିହାସର ସବୁଠାରୁ ବଡ ଅର୍ଥନୈତିକ ସଂସ୍କାର। ଜିଏସଟି କେତେ ପ୍ରକାରର ଆମେ ଜାଣିଛେ। ତେବେ ଏହାକୁ ବୁଝିବା ପାଇଁ ପୁଣିଥରେ ଜିଏସଟିର ପ୍ରକାର ସଂପର୍କରେ ଜାଣିବ। CGST –Central GST(କେନ୍ଦ୍ର ଖାତାକୁ ଯାଉଥିବା କର) SGST –State GST (ରାଜ୍ୟ ଖାତାକୁ ଯାଉଥିବା କର) IGST –Integrated GST(ଉଭୟ କେନ୍ଦ୍ର ଓ ରାଜ୍ୟ ନେଉଥିବା କର) କିଛି...
ହିସାବ କହୁଛି ଯେ ଆୟକର ନିୟମ ଅନୁଯାୟୀ ବିଭିନ୍ନ କର ରିହାତି ପାଉଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହିଁ ଲାଭକାରୀ। ତେବେ ନୂଆ ବ୍ୟବସ୍ଥା କାହା ପାଇଁ ଦେବ ଫାଇଦା? ଆୟକରର ନୂଆ ଟ୍ୟାକ୍ସ ସ୍ଲାବ୍‌କୁ ନେଇ ସାରା ଦେଶରେ ଚାଲିଛି ହିସାବ କିତାବ। ବିଶେଷଜ୍ଞଙ୍କ ପ୍ରଥମ ପରାମର୍ଶ ହେଉଛି ଯେ, ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବନିମ୍ନ ଧାରା...