ଡକ୍ଟର ଗୌରହରି ଦାସ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ଓଡ଼ିଶାର ଅନେକ ଅଭାବ ଭିତରୁ ଗୋଟିଏ ଅଭାବ ହେଉଛି ସଫଳ କାହାଣୀର ଅଭାବ। ଏଠି ସଫଳ କାହାଣୀର ଅର୍ଥ ସଫଳ ଉଦ୍‌ଯୋଗୀ ଓଡ଼ିଆମାନଙ୍କର କାହାଣୀ। ଏଭଳି ସଫଳ ଲୋକଙ୍କ ସଂଖ୍ୟା ହାତଗଣତି ହେବ, ଯେଉଁମାନେ...
ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓମ୍‌ ପ୍ରକାଶ ଜଗତିଙ୍କ ପରାମର୍ଶ। ଅନ୍ତତଃ ୬ ମାସ ପାଇଁ ଆମକୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଭିଜ୍ଞ କର୍ମଚାରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଛଟେଇ କରିବା ଠିକ୍‌ ହେବ ନାହିଁ। କିଭଳି ବ୍ୟାପକ ଛଟେଇ ନହେବ ସେ ଦିଗରେ ଘରୋଇ ସଂସ୍ଥାମାନଙ୍କ ପ୍ରତି ସରକାରଙ୍କର...