ନୀଳାମ୍ବର ରଥ
ସାବଧାନ! ଗ୍ରାହକଙ୍କ ସଂସ୍ଥା ଯେତେ ବଡ଼ ହେଉପଛେ, ଏବଂ କାମ ଆରମ୍ଭ କରିବା ପାଇଁ ଯେତେ କମ୍ ସମୟ ଥାଉପଛେ, ଆପଣ ବିନା ପିଓରେ କୌଣସି କାମ କଲେ ଆଗକୁ ଆର୍ଥିକ କ୍ଷତି ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି।
ଆପଣଙ୍କର କମ୍ପାନି ବା ବ୍ୟାବସାୟିକ ଅନୁଷ୍ଠାନ ଛୋଟ ହେଉ କି ବଡ଼, କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗ୍ରାହକଙ୍କଠାରୁ ଠିକଣା ପର୍ଚେଜ୍ ଅର୍ଡର ପାଇଁ...