ନୀଳାମ୍ବର ରଥ ସାବଧାନ! ଗ୍ରାହକଙ୍କ ସଂସ୍ଥା ଯେତେ ବଡ଼ ହେଉପଛେ, ଏବଂ କାମ ଆରମ୍ଭ କରିବା ପାଇଁ ଯେତେ କମ୍ ସମୟ ଥାଉପଛେ, ଆପଣ ବିନା ପିଓରେ କୌଣସି କାମ କଲେ ଆଗକୁ ଆର୍ଥିକ କ୍ଷତି ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି। ଆପଣଙ୍କର କମ୍ପାନି ବା ବ୍ୟାବସାୟିକ ଅନୁଷ୍ଠାନ ଛୋଟ ହେଉ କି ବଡ଼, କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗ୍ରାହକଙ୍କଠାରୁ ଠିକଣା ପର୍ଚେଜ୍ ଅର୍ଡର ପାଇଁ...
କେନ୍ଦ୍ର ସରକାରଙ୍କ ସିଏସ୍ଆଇଏସ୍ ଯୋଜନାରେ ଶିକ୍ଷାଋଣ ନେଇ ପାଆନ୍ତୁ ରିହାତି ସେଣ୍ଟ୍ରାଲ ସେକ୍ଟର ଇଣ୍ଟରେଷ୍ଟ ସବସିଡି (ସିଏସ୍ଆଇଏସ୍) ଯୋଜନା ସାଧାରଣତଃ ବର୍ତ୍ତମାନ ଉଚ୍ଚଶିକ୍ଷା ଅଧିକ ବ୍ୟୟବହୁଳ ହୋଇଗଲାଣି। ଅର୍ଥାତ୍ ୧୦ବର୍ଷ କିମ୍ବା ୧୫ ବର୍ଷ ତଳେ ଯେଉଁ କୋର୍ସର ଖର୍ଚ୍ଚ ୫ଲକ୍ଷ ଥିଲା, ଏବେ ତାହା ୧୫ରୁ ୨୦ଲକ୍ଷରୁ ଅଧିକ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ଗରିବ ପରିବାର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଧିରେ ଧିରେ...