ଘର ବିକ୍ରିର ଟାଇମିଂ ଠିକ୍ ନହେଲେ ଦେବାକୁ ପଡ଼ିବ ଅଧିକ ଆୟକର। ଘର କିମ୍ବା ପ୍ଲଟ କିଣିବା କେବଳ ନିବେଶ ନୁହେଁ ଏହା ମଧ୍ୟ ଆୟକର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ପୁରୁଣା ଘର ବିକ୍ରି କରିବା ଓ ନୂଆ ଘର କିଣିବା ମଧ୍ୟରେ ଅଧିକ ସମୟର ଅନ୍ତର ଯେଉଁଠି ଆପଣଙ୍କ ଟ୍ୟାକ୍ସ କମ୍‌ କରିଥାଏ, ସେଇଠି ନୂଆ ଘର କିଣି ସଙ୍ଗେ ସଙ୍ଗେ ବିକ୍ରି କରିବା ଫଳରେ ଆପଣଙ୍କୁ ଅଧିକ...
ଟର୍ମ ପ୍ଲାନ ସହ ଆସୁଥିବ ଅତିରିକ୍ତ ରାଇଡର୍ସକୁ ବୁଝନ୍ତୁ.. ବୀମା ପଲିସିରେ ଥିବା ରାଇଡର୍ସ ଅତିରିକ୍ତ ଲାଭ ଅଫର କରନ୍ତି। ଏହା ଏମିତି ବେନିଫିଟ୍‌(ଲାଭ) ହୋଇଥାଏ ଯାହା ଷ୍ଟାଣ୍ଡାର୍ଡ ବୀମାରେ ଆସିନଥାଏ। ଏଭଳି ଅନେକ ରାଇଡର୍ସ ଜୀବନ ବୀମା, ମୋଟର ବୀମା ଓ ସ୍ୱାସ୍ଥ୍ୟ ବୀମା ସହ ବିକ୍ରି କରାଯାଇଥାଏ। ଏହା ଜରିଆରେ ଗ୍ରାହକଙ୍କୁ ବିଶେଷ ସୁବିଧା ଦିଆଯାଇଥାଏ। ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ରାଇଡର୍ସ କଣ? ବୀମା କମ୍ପାନି ଗତ ୭ରୁ ୮...
ମ୍ୟୁଚୁଆଲ ଫଣ୍ଡ୍‌ର ଫଣ୍ଡା - ୨ ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ୍‌ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଛୋଟ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିଥାନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ୍‌ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ସହ ସେୟାର ମାର୍କେଟଠାରୁ ଏଥିରେ କମ ରିସ୍କ ଥାଏ। ମ୍ୟୁଚୁଆଲ ଫଣ୍ଡ୍‌ ଅନେକ ପ୍ରକାରର ହୋଇଥାଏ। ତେବେ ଜଣେ ନୂଆ ନିବେଶକଙ୍କ କେଉଁ ମ୍ୟୁଚୁଆଲ ଫଣ୍ଡ୍‌ ବାଛିବେ...
ଡାଇରେକ୍ଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ଦେଉଛି ୧ ପ୍ରତିଶତ ଅଧିକ ରିଟର୍ଣ୍ଣ, ଦେବାକୁ ପଡ଼େନି କମିଶନ। ଡାଇରେକ୍ଟ ମ୍ୟୁଚୁଆଲ୍ ଫଣ୍ଡ୍ କ'ଣ ? ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଆଜିର ସମୟରେ ବେଶ୍‌ ଆଦୃତ ହୋଇ ପାରିଛି। ମ୍ୟୁଚୁଆଲ୍ ଫଣ୍ଡ୍ ଆପଣ ଦୁଇଟି ବାଟରେ କିଣି ପାରିବେ। ଗୋଟିଏ ଏଜେଣ୍ଟ ଜରିଆରେ ଅନ୍ୟଟି ସିଧାସଳଖ। ମ୍ୟୁଚୁଆଲ ଫଣ୍ଡ୍‌ କମ୍ପାନି ନିଜର ସବୁ ସ୍କିମ୍‌ରେ ଡାଇରେକ୍ଟ୍ ପ୍ଲାନ୍ ବିକଳ୍ପ ରଖିଥାନ୍ତି। ଡାଇରେକ୍ଟ୍ ପ୍ଲାନ୍ ଆପଣ ସିଧାସଳଖ...
ସଠିକ ରଣନୀତି କରିପାରେ କୋଟିପତି! ସବୁ ପିତାମାତା ନିଜ ସନ୍ତାନଙ୍କ ପାଇଁ ସୁରକ୍ଷିତ ଭବିଷ୍ୟତ ଚାହାନ୍ତି। ପିଲାଙ୍କ ଉଚ୍ଚଶିକ୍ଷା, ସୁରକ୍ଷିତ ଭବିଷ୍ୟତରେ ନିବେଶ ପାଇଁ ସମସ୍ତେ ସବୁବେଳେ ଉଦବିଗ୍ନ ଥା'ନ୍ତି। ଆପଣ ସଠିକ ରଣନୀତି ତିଆରି କରି ନିଜ ପିଲା ପାଇଁ ଅଧିକ ଅର୍ଥ ଯୋଗାଡ଼ କରିପାରିବେ। ପିଲା ଜନ୍ମ ସହ ଆପଣ ଯଦି ପ୍ଲାନିଂ କରନ୍ତି ତେବେ ଆପଣଙ୍କ ସନ୍ତାନକୁ ୧୫ରୁ ୨୦ ବର୍ଷ ହେବା ବେଳକୁ ଆପଣ...
ରିଭର୍ସ ମର୍ଟଗେଜ୍ ଲୋନ ସ୍କିମର ଅନ୍ତର୍ଗତରେ ଆବେଦକଙ୍କୁ ବ୍ୟାଙ୍କ ଲୋନ୍ ଫେରସ୍ତ କରିବାକୁ ପଡ଼େନି। ଏମିତିରେ ଆପଣ ଅନେକ ଲୋନ୍ ବାବଦରେ ଶୁଣିଥିବେ କିନ୍ତୁ କେବେ କ'ଣ ରିଭର୍ସ ମର୍ଟଗେଜ୍ ବାବଦରେ ଶୁଣିଛନ୍ତି କି? ଆପଣ ଯଦି ନିଃସନ୍ତାନ ଏବଂ ଆପଣଙ୍କର ନିଜର ବୋଲି କେହି ନାହାନ୍ତି କିମ୍ବା ଆପଣଙ୍କ ପିଲା ଆପଣଙ୍କୁ ଆର୍ଥିକ ସାହାଯ୍ୟ କରୁନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତି ନାହିଁ। ଏଭଳି ପରିସ୍ଥିତିରେ ଆପଣ ରିଭର୍ସ ମର୍ଟଗେଜ୍ ଲୋନ୍‌ର...
ଟ୍ୟାକ୍ସ ବି ବଞ୍ଚିବ, ଅଧିକ ସୁଧ ମଧ୍ୟ ମିଳିବ। ଯଦି ଆପଣ ରିଟାୟରମେଣ୍ଟ୍ ପାଖାପାଖି ହୋଇଗଲେଣି କିମ୍ବା ଅବସର ନେଇ ସାରିଛନ୍ତି ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣଙ୍କୁ ଏକ ରଣନୀତି କ୍ରମରେ ନିବେଶ କରିବାକୁ ପଡ଼ିବ। ଆପଣଙ୍କ ରଣନୀତି ଏମିତି ହେବା ଦରକାର ଯାହା ଆପଣଙ୍କ ନିବେଶକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବ। ଟ୍ୟାକ୍ସ ମଧ୍ୟ କମ ଦେବାକୁ ପଡୁଥିବ। ଆସନ୍ତୁ ଜାଣିବା ଏମିତି ପାଞ୍ଚଟି ଉପାୟ ବାବଦରେ ଯାହା...
କିଛି ବ୍ୟକ୍ତି ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଖୁବଶୀଘ୍ର ଘର କିଣିବାକୁ ଚାହନ୍ତି। ନିଜ ଘର କିଣିବା ଏକ ବଡ ନିଷ୍ପତି ହୋଇଥାଏ। ଖୁବ୍ କମ ଲୋକ ହିଁ କ୍ୟାରିୟର ଆରମ୍ଭର ନିଜ ଘର ବାବଦରେ ଚିନ୍ତା କରିଥାନ୍ତି। କିନ୍ତୁ ଖୁବ୍ କମ ବୟସ ଅର୍ଥାତ ୨୦ରୁ ୩୦ ବର୍ଷ ବୟସ ଭିତରେ ଘର କିଣିବାର ଲାଭ ବି ଅଛି ଲୋକସାନ ବି ରହିଛି। ଆସନ୍ତୁ ଜାଣିବା ଫାଇଦା କ'ଣ...
ଆପଣଙ୍କ ସାଲେରି ସ୍ଲିପ ଆପଣଙ୍କ ଟ୍ୟାକ୍ସ ଗୁରୁ, ଭଲକି ପଢ଼ନ୍ତୁ ଜାଣିଯିବେ ଆପଣଙ୍କୁ କର ଦେବାକୁ ପଡ଼ିବ କି ନାହିଁ? ଉଦାହରଣ ଦ୍ୱାରା ବୁଝନ୍ତୁ ଦରମା ଟିଡିଏସ ଧରିନିଅନ୍ତୁ ଆପଣଙ୍କ ବୟସ ୨୪। ଆପଣଙ୍କ ଜୀବନର ପ୍ରଥମ ଚାକିରିକୁ ବର୍ଷଟିଏ ମଧ୍ୟ ପୁରିନି। ଏହା ଭିତରେ ଜାନୁଆରି ସରିବାକୁ ବସିଲାଣି। ଆପଣଙ୍କ ସହକର୍ମୀମାନେ ଏବେ ୮୦ସି, ୮୦ସିସିଡି ବିଷୟରେ କଥା ହେଉଛନ୍ତି। କିନ୍ତୁ ଆପଣ ଏସବୁ କ'ଣ କିଛି ମଧ୍ୟ ଜାଣିନାହାନ୍ତି।...
ଟ୍ୟାକ୍ସ ପରେ ବଳୁଥିବା ଅର୍ଥର ୫୦ ପ୍ରତିଶତ ଜରୁରୀ ଖର୍ଚ୍ଚ ପାଇଁ ରଖନ୍ତୁ। ହୋମ୍ ବଜେଟ୍ ଉଣାଅଧିକେ ଆମ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧା। କେଉଁଥିରେ ଆଗ ଖର୍ଚ୍ଚ କରାଯିବ, କେଉଁ ଖର୍ଚ୍ଚକୁ ଟଳା ଯାଇପାରିବ, ଏହାକୁ ନେଇ ଆମେ ସବୁବେଳେ ଚିନ୍ତାରେ ଥାଉ। କହିବାକୁ ଗଲେ ଏହା ହେଉଛି ପ୍ରତି ଘରର କାହାଣୀ। ନିମ୍ନମଧ୍ୟବିତ ହୁଅନ୍ତୁ କି ମଧ୍ୟବିତ କିମ୍ବା ଧନୀକ, ସମସ୍ତଙ୍କ ପାଇଁ ହୋମ ବଜେଟ୍ ଗୋଟିଏ...