ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ?  ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ...
ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଧନ ଯୋଜନାରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ। PMVVY କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ...
ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ’ଣ ଅଛି? କଣ ବିକଳ୍ପ...
ଟ୍ୟାକ୍ସ ପରେ ବଳୁଥିବା ଅର୍ଥର ୫୦ ପ୍ରତିଶତ ଜରୁରୀ ଖର୍ଚ୍ଚ ପାଇଁ ରଖନ୍ତୁ। ହୋମ୍ ବଜେଟ୍ ଉଣାଅଧିକେ ଆମ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧା। କେଉଁଥିରେ ଆଗ ଖର୍ଚ୍ଚ କରାଯିବ, କେଉଁ ଖର୍ଚ୍ଚକୁ ଟଳା ଯାଇପାରିବ, ଏହାକୁ ନେଇ ଆମେ ସବୁବେଳେ ଚିନ୍ତାରେ ଥାଉ। କହିବାକୁ ଗଲେ ଏହା ହେଉଛି ପ୍ରତି ଘରର କାହାଣୀ। ନିମ୍ନମଧ୍ୟବିତ ହୁଅନ୍ତୁ କି ମଧ୍ୟବିତ କିମ୍ବା ଧନୀକ, ସମସ୍ତଙ୍କ ପାଇଁ ହୋମ ବଜେଟ୍ ଗୋଟିଏ...
ପର୍ସନାଲ ଲୋନ୍ ଆଚାନକ ଆସୁଥିବା ଖର୍ଚ୍ଚର ବୋଝକୁ ହାଲୁକା କରେ କିନ୍ତୁ ପର୍ସନାଲ ଲୋନ୍ ପାଇବା ପାଇଁ କାଗଜପତ୍ର ଦୋରସ୍ତ ହୋଇଥିବା ଜରୁରୀ… ପର୍ସନାଲ ଲୋନ୍ ଖୁବ୍ କମ ସମୟରେ ମିଳିଥାଏ। ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ଏଭଳି ଲୋନ୍ ବେଶ ସହାୟକ ହୋଇଥାଏ। କିନ୍ତୁ ପର୍ସନାଲ ଲୋନ୍ ପାଇବା ବେସ କାଠିକର ପାଠ। କାରଣ ହୋମ୍ ଲୋନ୍ କିମ୍ବା କାର ଲୋନ୍ ତୁଳନାରେ ଏହା ବ୍ୟାଙ୍କ ପାଇଁ ଟିକେ୍...
ନିବେଶ ନିଷ୍ପତି ସହଜ ହୋଇନଥାଏ, କେତେ ନିବେଶ କରିବେ,କେମିତି କରିବେ ଏବଂ ସବୁଠୁ ବଡ ପ୍ରଶ୍ନ ହେଲା ନିବେଶ ପାଇଁ ସଠିକ ସୁଯୋଗର ସନ୍ଧାନ.. ସଠିକ ନିବେଶ ସୁଯୋଗ ଖୋଜି ପାରିବା ଯଦି କଳା ତେବେ ନିବେଶର ସଠିକ ରଣନୈତିକ ବ୍ୟବହାର ହେଉଛି ବିଜ୍ଞାନ। ତେଣୁ ପୁଞ୍ଜି ନିବେଶ କରିବା ପୂର୍ବରୁ ଆପଣଙ୍କୁ ପାଂଚଟି ପ୍ରସଙ୍ଗ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ପଡିବ। ନିବେଶ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ : ଆପଣ କେତେ...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ ଋଣବୋଝ...
ବ୍ୟାଙ୍କ ଆକାଉଣ୍ଟ୍ କିମ୍ବା ଆର୍‌ଡି ଖୋଲି କରି ଯଦି ଆପଣ ସଂଚୟ କରୁଛନ୍ତି ବୋଲି ଭାବୁଛନ୍ତି ତେବେ ଏହା ଆପଣଙ୍କ ଭୁଲ ଧାରଣା.. ବଡ଼ ସଂଚୟ କରି ନପାରିବାର କାରଣ କମ ଦରମା ନୁହେଁ କାରଣ ଆପଣଙ୍କ ଆଖପାଖରେ ଏମିତି ଅନେକ ଲୋକଙ୍କୁ ଆପଣ ପାଇବେ ଯେଉଁମାନେ ମୋଟା ଦରମା ପାଆନ୍ତି କିନ୍ତୁ ଫଟା ପାହୁଲା ମଧ୍ୟ ସଂଚୟ କରି ପାରନ୍ତି ନାହିଁ। ଆମେ ଏଠାରେ ଆପଣଙ୍କୁ ଏମିତି ୯ଟି...
ଦରମାରୁ ଜାଣନ୍ତୁ ନୂଆରେ କେତେ ଦେବେ, ପୁରୁଣାରେ କେତେ ଦେବେ। ନୂଆ ଟ୍ୟାକ୍ସ ପ୍ଲାନ୍ ସେମାନଙ୍କ ପାଇଁ ଲାଭକାରୀ ଯେଉଁମାନେ କୌଣସି ପ୍ରକାରର କର ସଞ୍ଚୟକାରୀ ପ୍ଲାନରେ ନିବେଶ କରି ନାହାନ୍ତି। ସରକାର ଚାହାନ୍ତି ଯେ, ଆୟକର ବ୍ୟବସ୍ଥାର ସରଳୀକରଣ ହେଉ। ଯେଉଁମାନେ କୌଣସି ପ୍ରକାରର ନିବେଶ କରି ନାହାନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳୁ। ବିଶେଷଜ୍ଞଙ୍କ ଅନୁସାରେ ନୂଆ ସ୍ଲାବ ଏଭଳି ଚାକିରିଆଙ୍କ ପାଇଁ ଲାଭ ଜନକ ନୁହେଁ ଯେଉଁମାନେ...
ନୂଆ ଆୟକର ନିୟମ ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଆୟକର ବ୍ୟବସ୍ଥାରେ ଆଗରୁ ଯେଉଁ ସବୁ ଛାଡ଼ ରହିଥିଲା ତାହା ନୂଆ ନିୟମରେ ହଟାଇ ଦିଆଯାଇଛି। ବଜେଟ ୨୦୨୦ ଆୟକରଦାତାଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। କାରଣ ଆୟକର ପୈଠ ପାଇଁ ପୁରୁଣା ଓ ନୂଆ - ଏଭଳି ଦୁଇଟି ବ୍ୟବସ୍ଥା ସେମାନଙ୍କ ସାମ୍ନାରେ ଅର୍ଥମନ୍ତ୍ରୀ ରଖିଛନ୍ତି। ସରକାରଙ୍କ କହିବା କଥା ଯେ, ଆୟକରଦାତା ନିଜ ଇଚ୍ଛା ଅନୁଯାୟୀ...