ବ୍ୟବସାୟ ପାଇଁ ଫଣ୍ଡ୍ ଆବଶ୍ୟକ ହୁଏ ଓ ଏହି ଆବଶ୍ୟକତା ଆପଣ ବ୍ୟାଙ୍କରୁ ଋଣ ନେଇ ପୁରଣ କରିପାରିବେ.. ଆମେ ସମସ୍ତେ ଜାଣିଛେ ଯେ, ବ୍ୟବସାୟ ଛୋଟ ହେଉ କି ବଡ଼ ଏଥିପାଇଁ ପାଣ୍ଠି ଆବଶ୍ୟକ ହୋଇଥାଏ। ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଏହି ପାଣ୍ଠି ନିଜ ସଞ୍ଚୟରୁ କିମ୍ବା ବନ୍ଧୁ ବାନ୍ଧବଙ୍କଠାରୁ ଆଣିଥାନ୍ତି। ଅଥବା ସେ ବ୍ୟାଙ୍କରୁ ଲୋନ୍ ନେଇ ବ୍ୟବସାୟରେ ପୁଞ୍ଜି ଲଗାଇଥାନ୍ତି। ତେବେ କେଉଁ ବ୍ୟବସାୟ...
କେନ୍ଦ୍ର ସରକାରଙ୍କ ସିଏସ୍ଆଇଏସ୍ ଯୋଜନାରେ ଶିକ୍ଷାଋଣ ନେଇ ପାଆନ୍ତୁ ରିହାତି ସାଧାରଣତଃ ବର୍ତ୍ତମାନ ଉଚ୍ଚଶିକ୍ଷା ଅଧିକ ବ୍ୟୟବହୁଳ ହୋଇଗଲାଣି। ଅର୍ଥାତ୍ ୧୦ବର୍ଷ କିମ୍ବା ୧୫ ବର୍ଷ ତଳେ ଯେଉଁ କୋର୍ସର ଖର୍ଚ୍ଚ ୫ଲକ୍ଷ ଥିଲା, ଏବେ ତାହା ୧୫ରୁ ୨୦ଲକ୍ଷରୁ ଅଧିକ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ଗରିବ ପରିବାର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଧିରେ ଧିରେ ସ୍ୱପ୍ନ ହେବାରେ ଲାଗିଛି। ଏଥିପାଇଁ କେନ୍ଦ୍ର...
ଅନେକ ଲୋକଙ୍କୁ ଅର୍ଥଚିନ୍ତା ସବୁବେଳେ ଡରାଇଥାଏ, ଆସନ୍ତୁ ଜାଣିବା ଆପଣ କେମିତି ଏହି ଡରକୁ ଦୂରରେ ରଖିବେ... ଟଙ୍କା ଭଗବନା ନୁହେଁ କିନ୍ତୁ ଭଗବାନଙ୍କଠାରୁ କମ୍ ନୁହେଁ। ଆମେ ଅନେକ ସମୟରେ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇଥାଉ। ପିଲାଙ୍କ ପଢ଼ା ପାଇଁ ଅର୍ଥ ହେବ କି ନାହିଁ? ମୁଁ ଯେଉଁଠି ଟଙ୍କା ଲଗାଇଛି ତାହ ବୁଡ଼ି ଯିବ ନାହିଁ ତ? ସ୍ୱାସ୍ଥ୍ୟ ଖରାପ ହେଲେ ଟଙ୍କା କେଉଁଠାରୁ ଆଣିବି? ଏମିତି...
ଭାରତରେ ଲଞ୍ଚ୍‌ ହୋଇଯାଇଛି Redmi 8A Dual ସ୍ମାର୍ଟଫୋନ୍‌। ଗତ ମଙ୍ଗଳବାର ଦିନ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଉଛି। ଏହି ସ୍ମାର୍ଟଫୋନ୍‌ରେ ୫ ହଜାର ଏମ୍‌ଏଏଚ୍‌ର ଦମ୍‌ଦାର ବ୍ୟାଟେରୀ ଦିଆଯାଇଥିବା ବେଳେ ଏହା ଆଣ୍ଡ୍ରଏଡ୍ ୯ରେ ଚାଲିଛି। ଏହାର ଦାମ୍‌ ୬,୪୯୯ ଟଙ୍କାରୁ ଆରମ୍ଭ। କମ୍ପାନି Redmi 8A Dual ସ୍ମାର୍ଟଫୋନ୍‌ର ଦୁଇଟି ମଡେଲରେ ବଜାରକୁ ଛାଡ଼ିଛି। ପ୍ରଥମ ମଡେଲରେ ଫୋନର ୨ ଜିବି ରାମ୍‌ ରହିଛି,...
କରେଣ୍ଟ୍ ଆକାଉଣ୍ଟକୁ ଚାଲୁ ଖାତା ବୋଲି ମଧ୍ୟ କୁହାଯାଇଥାଏ। ସାଧାରଣତଃ ବ୍ୟବସାୟୀ କିମ୍ବା କମ୍ପାନି ଏଭଳି ଆକାଉଣ୍ଟର ବ୍ୟବହାର କରିଥାନ୍ତି। କେଉଁମାନେ ଓ କାହିଁକି ଏହାର ବ୍ୟବହାର କରନ୍ତି? ବ୍ୟବସାୟୀ ଓ କମ୍ପାନିଗୁଡ଼ିକ ଏହାର ବ୍ୟବହାର କରିଥାନ୍ତି। କାରଣ ସେମାନଙ୍କୁ ପ୍ରତିଦିନ ଦେଣ ନେଣ କରିବାକୁ ପଡ଼ିଥାଏ। ଯେଉଁଠାରେ ଅଧିକ ଟଙ୍କା ଦେଣନେଣ ହୋଇଥାଏ, ସେଠାରେ କରେଣ୍ଟ୍ ଆକାଉଣ୍ଟ ବ୍ୟବହାର ହୋଇଥାଏ। ଆସନ୍ତୁ ଏହା ବାବଦରେ କିଛି ଅଧିକ ଜାଣିବା। କରେଣ୍ଟ ଆକାଉଣ୍ଟର...
ଅନଲାଇନରେ ପୁରୁଣା ଇନ୍-ଅପରେଟିଭ୍ ପିଏଫ୍ ଆକାଉଣ୍ଟକୁ ଟ୍ରେସ୍‌ କରି ନିଜ ପଇସା ଟ୍ରାନ୍‌ସଫର କରିବା ସହଜ ନହେଲେ ବି ଅସମ୍ଭବ ନୁହେଁ। ଏହା ଆପଣଙ୍କ ସହ ମଧ୍ୟ ହୋଇଥିବ। କାରଣ ଏମିତି ଅନେକ ସମୟରେ ହୁଏ ଯେ, ଆମେ ଅଲଗା ଅଲଗା କମ୍ପାନିରେ କାମ କରିବା ବେଳେ ଆମ ନାମରେ ଅଲଗା ପିଏଫ୍ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ। ତେଣୁ ଚାକିରି ଓ କମ୍ପାନି ବଦଳିବା ସହ ଆମ ପୁରୁଣା...
ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ମଧ୍ୟରେ ବାଛିବାକୁ ପଡ଼େ, ତ’ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଭଳି ପ୍ରଡକ୍ଟ ଅଧିକ ସଂଖ୍ୟାରେ ଚାକିରିଆଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଏହାର କରାଣ ହେଉଛି ଏହି ଲୋନ୍ ସବୁ ସହଜରେ ମିଳିଥାଏ। ଏଥିପାଇଁ କିଛି ମଧ୍ୟ ବନ୍ଧକ ରଖିବାକୁ ପଡ଼ିନଥାଏ। ଏହାସହ ଏଭଳି ଋଣକୁ କିସ୍ତିରେ ଶୁଝା ଯାଇଥାଏ।...
କର୍ପୋରେଟ୍ କମ୍ପାନି ଜାରି କରୁଥିବା ଏନସିଡି ଫିକ୍ସଡ୍ ଡିପୋଜିଟ୍ ତୁଳନାର ଦେଇଥାଏ ଅଧିକ ରିଟର୍ଣ୍ଣ, ତେବେ  ନିବେଶ ପୂର୍ବରୁ କମ୍ପାନିକୁ ଭଲକରି ଜାଣନ୍ତୁ.. ଯଦି ଆପଣ ଭଲ ରିଟର୍ଣ୍ଣ ପାଇଁ ଭଲ ଫିକ୍ସଡ୍ ଡିପୋଜିଟର ସଂଧାନରେ ଅଛନ୍ତି ତେବେ ଆପଣ ବଜାରରେ ଉପଲବ୍ଧ ଥିବା ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ ହେବ। ଆପଣ NCD ଅର୍ଥାତ ନନ୍-କନଭର୍ଟିବଲ ଡିବେଞ୍ଚର୍ସରେ ନିବେଶ କରିପାରିବେ। ଗତ କିଛି ବର୍ଷ...
ସ୍ୱାସ୍ଥ୍ୟ ବୀମା ଦେଉଥିବା ସବୁ କମ୍ପାନି ଏଣିକି ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦେବାକୁ ବାଧ୍ୟ ହେବେ। ଆଇଆର୍‌ଡିଏ ଏନେଇ ଗାଇଡ୍ ଲାଇନ୍ ଜାରି କରିଛି। ଏହି ଗାଇଡ୍ ଲାଇନ୍ ଅନୁସାରେ ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନି ଆଧାରଭୁତ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ଏକ ଲକ୍ଷ ଟଙ୍କାର ପ୍ରଡକ୍ଟ ଅଫର କରିବେ। ସବୁ କମ୍ପାନି ଏହି...
କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା SCSS କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ (ସିନିୟର ସିଟିଜେନ...