ଘର ବିକ୍ରିର ଟାଇମିଂ ଠିକ୍ ନହେଲେ ଦେବାକୁ ପଡ଼ିବ ଅଧିକ ଆୟକର। ଘର କିମ୍ବା ପ୍ଲଟ କିଣିବା କେବଳ ନିବେଶ ନୁହେଁ ଏହା ମଧ୍ୟ ଆୟକର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ପୁରୁଣା ଘର ବିକ୍ରି କରିବା ଓ ନୂଆ ଘର କିଣିବା ମଧ୍ୟରେ ଅଧିକ ସମୟର ଅନ୍ତର ଯେଉଁଠି ଆପଣଙ୍କ ଟ୍ୟାକ୍ସ କମ୍‌ କରିଥାଏ, ସେଇଠି ନୂଆ ଘର କିଣି ସଙ୍ଗେ ସଙ୍ଗେ ବିକ୍ରି କରିବା ଫଳରେ ଆପଣଙ୍କୁ ଅଧିକ...
ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ମଧ୍ୟରେ ବାଛିବାକୁ ପଡ଼େ, ତ’ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଭଳି ପ୍ରଡକ୍ଟ ଅଧିକ ସଂଖ୍ୟାରେ ଚାକିରିଆଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଏହାର କରାଣ ହେଉଛି ଏହି ଲୋନ୍ ସବୁ ସହଜରେ ମିଳିଥାଏ। ଏଥିପାଇଁ କିଛି ମଧ୍ୟ ବନ୍ଧକ ରଖିବାକୁ ପଡ଼ିନଥାଏ। ଏହାସହ ଏଭଳି ଋଣକୁ କିସ୍ତିରେ ଶୁଝା ଯାଇଥାଏ।...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ - ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ...
ଟ୍ୟାକ୍ସ ବି ବଞ୍ଚିବ, ଅଧିକ ସୁଧ ମଧ୍ୟ ମିଳିବ। ଯଦି ଆପଣ ରିଟାୟରମେଣ୍ଟ୍ ପାଖାପାଖି ହୋଇଗଲେଣି କିମ୍ବା ଅବସର ନେଇ ସାରିଛନ୍ତି ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣଙ୍କୁ ଏକ ରଣନୀତି କ୍ରମରେ ନିବେଶ କରିବାକୁ ପଡ଼ିବ। ଆପଣଙ୍କ ରଣନୀତି ଏମିତି ହେବା ଦରକାର ଯାହା ଆପଣଙ୍କ ନିବେଶକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବ। ଟ୍ୟାକ୍ସ ମଧ୍ୟ କମ ଦେବାକୁ ପଡୁଥିବ। ଆସନ୍ତୁ ଜାଣିବା ଏମିତି ପାଞ୍ଚଟି ଉପାୟ ବାବଦରେ ଯାହା...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଏଥିରେ ନିବେଶ କରନ୍ତୁ। ଏଲଆଇସି ଦେଇଥାଏ ଏହି ଯୋଜନା ୨୦୧୭ ମସିହାରେ...
ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ। ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ...
ଇଏଲଏସଏସ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ୍) ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ପ୍ରକାର ସ୍କିମ୍ ବା ଯୋଜନା। ତେବେ ଏହା ଅନ୍ୟ ସମସ୍ତ ସ୍କିମଗୁଡ଼ିକଠାରୁ ବହୁତ ଭିନ୍ନ। କାରଣ ଏହା ଏକପ୍ରକାର ଟିକସମୁକ୍ତ ଓ ନିବେଶକଙ୍କ ପାଇଁ ଅଧିକ ଲାଭଦାୟକ ଯୋଜନା। ଧାରା ୮୦ସି ଅନୁଯାୟୀ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିନଥାଏ ଏବଂ ଏଥିରୁ ଅଧିକ ରିଟର୍ନ ବା ଲାଭ ମିଳିଥାଏ।...
କିଛି ବ୍ୟକ୍ତି ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଖୁବଶୀଘ୍ର ଘର କିଣିବାକୁ ଚାହନ୍ତି। ନିଜ ଘର କିଣିବା ଏକ ବଡ ନିଷ୍ପତି ହୋଇଥାଏ। ଖୁବ୍ କମ ଲୋକ ହିଁ କ୍ୟାରିୟର ଆରମ୍ଭର ନିଜ ଘର ବାବଦରେ ଚିନ୍ତା କରିଥାନ୍ତି। କିନ୍ତୁ ଖୁବ୍ କମ ବୟସ ଅର୍ଥାତ ୨୦ରୁ ୩୦ ବର୍ଷ ବୟସ ଭିତରେ ଘର କିଣିବାର ଲାଭ ବି ଅଛି ଲୋକସାନ ବି ରହିଛି। ଆସନ୍ତୁ ଜାଣିବା ଫାଇଦା କ'ଣ...
ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ?  ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ...
ସଠିକ ରଣନୀତି କରିପାରେ କୋଟିପତି! ସବୁ ପିତାମାତା ନିଜ ସନ୍ତାନଙ୍କ ପାଇଁ ସୁରକ୍ଷିତ ଭବିଷ୍ୟତ ଚାହାନ୍ତି। ପିଲାଙ୍କ ଉଚ୍ଚଶିକ୍ଷା, ସୁରକ୍ଷିତ ଭବିଷ୍ୟତରେ ନିବେଶ ପାଇଁ ସମସ୍ତେ ସବୁବେଳେ ଉଦବିଗ୍ନ ଥା'ନ୍ତି। ଆପଣ ସଠିକ ରଣନୀତି ତିଆରି କରି ନିଜ ପିଲା ପାଇଁ ଅଧିକ ଅର୍ଥ ଯୋଗାଡ଼ କରିପାରିବେ। ପିଲା ଜନ୍ମ ସହ ଆପଣ ଯଦି ପ୍ଲାନିଂ କରନ୍ତି ତେବେ ଆପଣଙ୍କ ସନ୍ତାନକୁ ୧୫ରୁ ୨୦ ବର୍ଷ ହେବା ବେଳକୁ ଆପଣ...