ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...
ବଜେଟ୍‌-୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ। ନୂଆ ଆର୍ଥିକ ବର୍ଷଠାରୁ ଟିକସଦାତାମାନେ ନୂଆ ଏବଂ ପୁରୁଣା ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ହେବ। କେଉଁଟି ନେବାକୁ ହେବ, ତାହା ଆପଣଙ୍କୁ ବିଚାର କରିବାକୁ ପଡ଼ିବ। ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ଭଳି ସମସ୍ତ ରିହାତିର ଲାଭ ଉଠାଇପାରିବେ କିନ୍ତୁ ଟିକସ ହାର ଅଧିକ ରହିବ।...
ଆର୍ଥିକ ବୋଝ ନଥିବା ସମୟ ହିଁ ନିବେଶର ସୁବର୍ଣ୍ଣ କାଳ। ଆପଣଙ୍କ ବୟସ ୪୫। ଏବେ ଆପଣଙ୍କୁ ଭବିଷ୍ୟତ ଚିନ୍ତା ଘାରିବାରେ ଲାଗିଲାଣି। ଅବସର ପରେ ଚଳିବା ପାଇଁ ଆପଣ ୧ କୋଟିର ନିବେଶ ଚାହୁଁଛନ୍ତି। କାରଣ ଆପଣ ଭାବୁଛନ୍ତି ଏତିକି ଜମାରାଶି ଜୀବନଶୈଳି ବଜାୟ ରଖିବାକୁ ଯଥେଷ୍ଟ। କିଛି ସଞ୍ଚୟ କରି ଆପଣ ସେହି ଲକ୍ଷ୍ୟ ଛୁଇଁବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣ ଜଣେ ଫାଇନାନ୍ସିଆଲ ପ୍ଲାନରଙ୍କ ପାଖକୁ ପରାମର୍ଶ...
ସଞ୍ଚୟ ଭଲ ଅଭ୍ୟାସ। ସଞ୍ଚୟ ଅସମୟରେ ଆପଣଙ୍କୁ ସାହରା ଦେଇଥାଏ। ପ୍ରତିମାସରେ ବିନା ରିସ୍କରେ ଏକ ନିଶ୍ଚିତ ରିଟର୍ଣ୍ଣ ପାଇଁ ରିକରିଂ ଡିପୋଜିଟ୍ (ଆର୍‌ଡି) ଗୋଟିଏ ଭଲ ବିକଳ୍ପ। ଆପଣ ଯଦି ପ୍ରତି ମାସରେ ଗୋଟିଏ ନିଶ୍ଚିତ ରାଶି ବଞ୍ଚାଇବେ ତେବେ କିଛି ସମୟ ପରେ ଆପଣଙ୍କ ପାଖରେ ଗୋଟିଏ ବଡ ରାଶି ଜମା ହୋଇ ପାରିବ। ଆପଣ କୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ରିକରିଂ ଡିପୋଜିଟ୍...
ପର୍ସନାଲ ଲୋନ ପାଇଁ ଆବଶ୍ୟକ ଏହି ସବୁ ସର୍ବନିମ୍ନ ପ୍ରମାଣପତ୍ର ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମର ଅର୍ଥ ଆବଶ୍ୟକ ହୋଇଥାଏ। ଯଦି ସେହି ପରିମାଣର ଅର୍ଥ ଆମ ପାଖରେ ନ ଥାଏ, ତେବେ ଆମେ ଋଣ କରିଥାଉ। କେତେକ ଲୋକ ବିଭିନ୍ନ ଋଣ ସୁଝିବାକୁ ପର୍ସନାଲ ଲୋନ କରିଥାନ୍ତି। ସେହିପରି କିଏ ବିଭିନ୍ନ ଜିନିଷ କିଣିବା ପାଇଁ ତ ଆଉ କିଏ ବାହାରକୁ ବୁଲିବାକୁ ଯିବା ପାଇଁ, ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏଭଳି...
କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି.. କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା ସ୍ୱଭାବିକ। ସାଧାରଣତଃ ଇନକମ୍ ଟ୍ୟାକ୍ସ ଆକ୍ଟ-୧୯୬୧ ଅନୁଯାୟୀ,...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଏଥିରେ ନିବେଶ କରନ୍ତୁ। ଏଲଆଇସି ଦେଇଥାଏ ଏହି ଯୋଜନା ୨୦୧୭ ମସିହାରେ...
ଶିକ୍ଷାଋଣ ପାଇବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ସର୍ତ୍ତ? ଶିକ୍ଷାଋଣ ନେବା ପୂର୍ବରୁ କ’ଣ କରିବେ କୌଣସି ପ୍ରକାର ଶିକ୍ଷାଋଣ କରିବା ପୂର୍ବରୁ ଆପଣ ଯେଉଁ କୋର୍ସ ବା ପାଠ୍ୟକ୍ରମ ପଢିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଭଲ ଭାବେ ଜାଣିରଖିବା ଆବଶ୍ୟକ। ଏହି ପାଠ୍ୟକ୍ରମରେ ଆପଣ ଭବିଷ୍ୟତରେ କି ପ୍ରକାର ଲାଭ ପାଇବେ ତାହା ଜାଣନ୍ତୁ। ସେହିପରି ଆପଣ ଯେଉଁ ଶିକ୍ଷାନୁଷ୍ଠାନରେ ପଢିବେ, ଉକ୍ତ ଶିକ୍ଷାନୁଷ୍ଠାନ ଏହି ପାଠ୍ୟକ୍ରମ ଉପରେ କିଭଳି...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ - ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ...
ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ, ପ୍ରଶ୍ନ ପଚାରନ୍ତୁ ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ...