ନିବେଶ ନିଷ୍ପତି ସହଜ ହୋଇନଥାଏ, କେତେ ନିବେଶ କରିବେ,କେମିତି କରିବେ ଏବଂ ସବୁଠୁ ବଡ ପ୍ରଶ୍ନ ହେଲା ନିବେଶ ପାଇଁ ସଠିକ ସୁଯୋଗର ସନ୍ଧାନ.. ସଠିକ ନିବେଶ ସୁଯୋଗ ଖୋଜି ପାରିବା ଯଦି କଳା ତେବେ ନିବେଶର ସଠିକ ରଣନୈତିକ ବ୍ୟବହାର ହେଉଛି ବିଜ୍ଞାନ। ତେଣୁ ପୁଂଜି ନିବେଶ କରିବା ପୂର୍ବରୁ ଆପଣଙ୍କୁ ପାଂଚଟି ପ୍ରସଙ୍ଗ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ପଡିବ। ନିବେଶ ଲକ୍ଷ୍ୟ ନିର୍ଧାରଣ କରନ୍ତୁ : ଆପଣ...
ପର୍ସନାଲ ଲୋନ୍ ଆଚାନକ ଆସୁଥିବା ଖର୍ଚ୍ଚର ବୋଝକୁ ହାଲୁକା କରେ କିନ୍ତୁ ପର୍ସନାଲ ଲୋନ୍ ପାଇବା ପାଇଁ କାଗଜପତ୍ର ଦୋରସ୍ତ ହୋଇଥିବା ଜରୁରୀ... ପର୍ସନାଲ ଲୋନ୍ ଖୁବ୍ କମ ସମୟରେ ମିଳିଥାଏ। ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ଏଭଳି ଲୋନ୍ ବେସ ସହାୟକ ହୋଇଥାଏ। କିନ୍ତୁ ପର୍ସନାଲ ଲୋନ୍ ପାଇବା ବେସ କାଠିକର ପାଠ। କାରଣ ହୋମ୍ ଲୋନ୍ କିମ୍ବା କାର ଲୋନ୍ ତୁଳନାରେ ଏହା ବ୍ୟାଙ୍କ ପାଇଁ ଟିକେ୍...
ଭୁବନେଶ୍ୱରରେ ଫ୍ରାଞ୍ଚାଇଜି ଖୋଜୁଛି କମ୍ପାନି ଡିଜିଟାଲ୍‌ ମାର୍କେଟିଂରେ ଛଅ ମାସିଆ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ବର୍ଷିକିଆ ମାଷ୍ଟର ପାଠ୍ୟକ୍ରମ ମଧ୍ୟ ରହିଛି ମୁମ୍ବାଇ, ହାଇଦ୍ରାବାଦ, ଜୟପୁର ଓ ଅହମ୍ମଦାବାଦରେ ଖୋଲିବ ଡିଜିଟାଲ୍‌ ମାର୍କେଟିଂରେ ଆଗକୁ ଆସୁଛି ଭଲ ନିଯୁକ୍ତି ସୁଯୋଗ କୋଲକାତାସ୍ଥିତ ଡିଜିଟାଲ୍‌ ମାର୍କେଟିଂ ତାଲିମ ଶିକ୍ଷାନୁଷ୍ଠାନ ଏନ୍‌ଆଇଏଚ୍‌ଟି ଏବେ ଭୁବନେଶ୍ୱରରେ ଖୋଲିବାକୁ ଯାଉଛି। ଏଥିପାଇଁ କମ୍ପାନି ଫ୍ରାଞ୍ଚାଇଜି ଖୋଜୁଛି। ଏହି ସଂସ୍ଥା ଡିଜିଟାଲ୍ ମାର୍କେଟିଂରେ ଛଅ ମାସିଆ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ଏବଂ...
ଜୀବନ ବୀମା ପଲିସି କିଣିବା ସହଜ। କିନ୍ତୁ ବୀମାକାରୀଙ୍କ ମୃତ୍ୟୁ ପରେ ପରିବାର ବର୍ଗ ବୀମାରାଶି ଫେରିପାଇବା କ’ଣ ସେତିକି ସହଜ? ଉତ୍ତର ହେଉଛି ନା। ନୋମିନୀଙ୍କୁ ବୀମାରାଶି ପାଇବା ପାଇଁ ଅନେକ କାଗଜପତ୍ର କାମ କରିବାକୁ ପଡ଼ିଥାଏ। ତେବେ ବୀମାରାଶି ପାଇବା ପାଇଁ କେଉଁ କେଉଁ କାଗଜପତ୍ର ଆବଶ୍ୟକ ପଡ଼ିଥାଏ, କ’ଣ କଲେ ଆପଣଙ୍କ ସେଟେଲମେଣ୍ଟ୍ ସହଜରେ ହୋଇପାରିବ ସେ ବିଷୟରେ ଆସନ୍ତୁ ଜାଣିବା। କ୍ଲେମ୍ ସେଟେଲମେଣ୍ଟ୍ ଫର୍ମ: ପ୍ରଥମେ...
ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା ଏକାଧିକ ସୋସିଆଲ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ତା’ ସାଙ୍ଗକୁ ଅତ୍ୟାଧୁନିକ ଭିଡିଓ ପ୍ରଡକ୍ସନ ଓଡ଼ିଶାର ଆଗଧାଡ଼ିର ମିଡିଆ ଏଜେନ୍ସି ‘ଓଏଲ୍ ଡିଜିଟାଲ୍‌’ (ଓଡ଼ିଶାଲାଇଭ୍ ମିଡିଆର ଏକ ଅଂଶ) ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନି ଏହି ଡିଜିଟାଲ୍ ସେବା ଦେଉଛି। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ ଏକ ନୂଆ ଧାରାରେ ପରିଣତ ହୋଇଛି। ବିଶେଷକରି ବଡ଼ ବଡ଼ ଇଭେଣ୍ଟ...
IBPSରେ ୧,୧୬୩ ସ୍ପେଶାଲିଷ୍ଟ ଅଫିସର ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ନଭେମ୍ଵର ୨୬।   ଇନଷ୍ଟିଚ୍ୟୁଟ ଅଫ୍‌ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ(ଆଇବିପିଏସ୍‌)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲିଥିବା ୧,୧୬୩ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୬ ଯାଏଁ ଅନଲାଇନେର ଆବେଦନ କରିପାରିବେ। ଆଇ.ଟି ଅଫିସର ପଦବୀ – ୭୬ ଶିକ୍ଷାଗତ ଯୋଗ୍ୟତା...
ଡିସେମ୍ବର ୧ରୁ ଦେଶରେ ମୋବାଇଲ୍ କଲ୍ ଶୁଳ୍କ ମହଙ୍ଗା ହେବ। ଟେଲିକମ୍ ଜଗତରେ ଦେଖାଦେଇଥିବା ଆର୍ଥିକ ସମସ୍ୟା କାରଣରୁ ଭୋଡାଫୋନ୍-ଆଇଡିଆ ଓ ଏୟାରଟେଲ୍ କମ୍ପାନି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି କମ୍ପାନି ତା’ର ଟାରିଫ୍ ପ୍ଲାନ ମୂଲ୍ୟକୁ ବଢ଼ାଇବାକୁ ଯାଉଛନ୍ତି। ଯାହା ଫଳରେ ଲୋକମାନେ କଲ୍‌ କରିବା ପାଇଁ ଅଧିକ ଟଙ୍କା ଗଣିବାକୁ ହେବ। ଏହାର ପ୍ରଭାବ କମ୍ପାନିର ୩୨ କୋଟି ଗ୍ରାହକଙ୍କ ଉପରେ ପଡ଼ିବ। କିଛିଦିନ ଧରି ଟେଲିକମ୍ ଜଗତରେ...
କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଲଗାତାର ଭାବେ ୬ଥର କିମ୍ବା ୬ରୁ ଅଧିକ ଥର ଜିଏସ୍‌ଟି ବିଲ୍‌ ନ ଦିଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହିତ ଉକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ରଦ୍ଦ କରାଯିବ। ଗତ ଦୁଇ ବର୍ଷ ଧରି ଜିଏସଟି ବିଲ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି ସରକାର। ଏଥିଲାଗି କେନ୍ଦ୍ର ସରକାର ବସ୍ତୁ ଏବଂ ସେବା କର (ଜିଏସଟି)...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟରୋଲା ଏହାର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Razr 2019 ଲଞ୍ଚ୍‌ କରିଦେଇଛି। ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ଏହାକୁ ନୂଆ ରୂପରେ ପୁଣିଥରେ ବଜାରକୁ ଛଡ଼ାଯାଇଛି। ଏହି ନୂଆ Razr 2019 ସ୍ମାର୍ଟଫୋନରେ ଫୋଲ୍‌ଡ ଡିସ୍‌ପ୍ଲେ ରହିଛି। ଆସନ୍ତା ବର୍ଷ ଜାନୁଆରି ୯ରେ Moto Razr 2019 ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଆଗାମୀ...
ନୀଳାମ୍ବର ରଥ ସାବଧାନ! ଗ୍ରାହକଙ୍କ ସଂସ୍ଥା ଯେତେ ବଡ଼ ହେଉପଛେ, ଏବଂ କାମ ଆରମ୍ଭ କରିବା ପାଇଁ ଯେତେ କମ୍ ସମୟ ଥାଉପଛେ, ଆପଣ ବିନା ପିଓରେ କୌଣସି କାମ କଲେ ଆଗକୁ ଆର୍ଥିକ କ୍ଷତି ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି। ଆପଣଙ୍କର କମ୍ପାନି ବା ବ୍ୟାବସାୟିକ ଅନୁଷ୍ଠାନ ଛୋଟ ହେଉ କି ବଡ଼, କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗ୍ରାହକଙ୍କଠାରୁ ଠିକଣା ପର୍ଚେଜ୍ ଅର୍ଡର ପାଇଁ...