ପାନ୍ କାର୍ଡ ହଜିଗଲେ ଚିନ୍ତା ନାହିଁ,ଅନଲାଇନରୁ ମିଳିପାରିବ ଡୁପ୍ଲିକେଟ୍ କାର୍ଡ୍ ପାନ୍ କାର୍ଡ ଏକ ଜରୁରୀ କାଗଜପତ୍ର। ଆର୍ଥିକ ଦେଣ ନେଣ ପାଇଁ ଏହା ଜରୁରୀ। ପାନ୍ କାର୍ଡ ନମ୍ବର ଥିଲେ ହିଁ ଆକାଉଣ୍ଟକୁ ଦରମା କ୍ରେଡିଟ୍ ହୋଇପାରିବ। ମୋଟାମୋଟି ଭାବେ ସବୁ ପ୍ରକାରର ବ୍ୟାଙ୍କି ପାଇଁ ପାନ୍ ଜରୁରୀ। ଏମିତିରେ ପାନ୍ କାର୍ଡ ହଜିଯିବା ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ତେବେ ଚିନ୍ତା କରନ୍ତୁ ନାହିଁ। ଅନଲାଇନରେ ଆପଣ...
ଚୀନ ସ୍ମାର୍ଟଫୋନ ନିର୍ମାତା ରିଅଲମି ନିକଟରେ ଭାରତରେ ଲଞ୍ଚ୍‌ କରିଛି ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ Realme X2। କମ୍ପାନି ଏହାକୁ ୧୫ ହଜାରରୁ ୨୦ ହଜାର ସ୍ମାର୍ଟଫୋନ୍‌ ସେଗ୍‌ମେଣ୍ଟେରେ ପ୍ରତିଯୋଗିତା ପାଇଁ ଆଣିଛି। ଏହାକୁ ଟକ୍କର ଦେବାକୁ ବଜାରରେ ଆଗରୁ ରହିଛି ସାଓମିର Redmi K20 ସ୍ମାର୍ଟଫୋନ୍‌। ଆସନ୍ତୁ ଜାଣିବା ଏହି ଦୁଇଟି ସ୍ମାର୍ଟଫୋନ୍‌ ମଧ୍ୟରେ କ’ଣ ରହିଛି ଫରକ୍‌? Realme X2 ସ୍ମାର୍ଟଫୋନ୍‌ ବଜାରରେ Realme X2 ସ୍ମାର୍ଟଫୋନ୍‌ର ୩ଟି...
ପିପିଏଫ୍ ଖାତାକୁ ୧୫ ବର୍ଷ ପରେ ମଧ୍ୟ ପୁନଃଚାଲୁ କରାଯାଇପାରିବ ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୋଇଥାଏ। ଯଦି ଆପଣଙ୍କର ପିପିଏଫ୍ ଆକାଉଣ୍ଟ୍ ଅଛି ଏବଂ ଏହା ଆଗାମୀ ୫ ବର୍ଷରେ ମ୍ୟାଚୁର ହେବାକୁ ଯାଉଛି ତେବେ ଏହି ୫ଟି କଥାର ତଥ୍ୟ ଆପଣଙ୍କ ପାଖରେ ରହିବା ଜରୁରୀ। ପିପିଏଫ୍ ନିବେଶ ପାଇଁ ଉପଲବ୍ଧ ସବୁଠୁ ଭଲ ସ୍କିମ୍ ମଧ୍ୟରୁ ଗୋଟିଏ ପିପିଏଫରେ ନିବେଶ ହୋଇଥିବା ପ୍ରିନସିପାଲ ଆମାଉଣ୍ଟ୍...
ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଏନ୍‌ଇଏଫ୍‌ଟି (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ। NEFT ଜରିଆରେ କେବଳ ବ୍ୟାଙ୍କିଙ୍ଗ୍‌ ସମୟ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। କିନ୍ତୁ ଏବେଠାରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜାକ୍ସନରେ ୨୪ ଘଣ୍ଟିଆ ସୁବିଧା ମିଳିବ। ଏନ୍ଇଏଫ୍‌ଟି ଜରିଆରେ...
ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ'ଣ ଅଛି? କଣ ବିକଳ୍ପ...
ଅନ୍ତର୍ଜାତୀୟ ବଜାରରେ ଗତ ନଭେମ୍ବର ମାସରେ ଲଞ୍ଚ୍‌ ହୋଇଥିଲା ନୂଆ Moto Razr 2019 ସ୍ମାର୍ଟଫୋନ। ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ୍‌ କରାଯିବ। ଏନେଇ କମ୍ପାନି ପକ୍ଷରୁ ଟିଜର ଜାରି କରାଯାଇଛି। ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ଏହାକୁ ନୂଆ ରୂପରେ ପୁଣିଥରେ ବଜାରକୁ ଛଡ଼ାଯାଇଛି। ଏହି ନୂଆ Razr 2019 ସ୍ମାର୍ଟଫୋନରେ ଫୋଲ୍‌ଡ ଡିସ୍‌ପ୍ଲେ ରହିଛି। ମୋଟରୋଲା...
ପାର୍ଟି ସହ ସ୍ମାର୍ଟ୍ ପ୍ଲାନିଂ ବି କରନ୍ତୁ ଯେମିତି ହେବେ କରଜ ମୁକ୍ତ ପ୍ରଥମେ ଜାଣନ୍ତୁ ଆପଙ୍କ ଉପରେ କେତେ କରଜ ଅଛି ଏକରୁ ଅଧିକ କରଜ ନେଇଥିଲେ ତାକୁ ଗୋଟିଏ ସ୍ଥାନକୁ ସିଫ୍ଟ କରନ୍ତୁ ଯଦି କାହାକୁ ଟଙ୍କା ଫେରାଇବାର ଅଛି ତେବେ ରେଗୁଲାର ରିପେମେଣ୍ଟ୍ କରିବାକୁ, ଅଦରକାରୀ ଖର୍ଚ୍ଚ କାଟ୍ କରନ୍ତୁ ନୂଆ ଲଗଜରି ସାମଗ୍ରୀ କିଣନ୍ତୁ ନାହିଁ ,ଯଦି କିଛି ଅଦରକାରୀ ସାମଗ୍ରୀ ଅଛି...
ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର? ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ'ଣ କରିବା ଠିକ୍ ହେବ?...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଆସସ୍‌ ଭାରତରେ ଏହାର ୩ଟି ସ୍ମାର୍ଟଫୋନର ଦାମ୍‌ କମ୍‌ କରିଦେଇଛି। ମ୍ୟାକ୍ସ୍‌ ପ୍ରୋ ଏମ୍‌୧, ମ୍ୟାକ୍ସ ଏମ୍‌୨, ମ୍ୟାକ୍ସ ଏମ୍‌ ୧ ସ୍ମାର୍ଟଫୋନର ଦାମ୍‌ ଶସ୍ତା ହୋଇଛି। ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ ଗ୍ରାହକ ନୂଆ ଦାମ୍‌ରେ ଏହି ସ୍ମାର୍ଟଫୋନଗୁଡ଼ିକୁ କିଣି ପାରିବେ। ଲୋକପ୍ରିୟ ଆସସ୍‌ ମ୍ୟାକ୍ସ୍‌ ପ୍ରୋ ଏମ୍‌୧ ସ୍ମାର୍ଟଫୋନ୍‌ର ଦାମ୍‌ ୫୦୦ ଟଙ୍କା ଶସ୍ତା ହୋଇଛି। ଗ୍ରାହକ ବର୍ତ୍ତମାନ ଏହି ସ୍ମାର୍ଟଫୋନର 3GB+32GB ଭାରିଏଣ୍ଟକୁ...
ମାଇକ୍ରୋସଫ୍ଟ ଲଞ୍ଚ୍‌ କରିଛି ଏକ ନୂଆ ଆପ୍‌। Windows Insider ପ୍ରୋଗ୍ରାମ ଜରିଆରେ ବର୍ତ୍ତମାନ ଏହି ଆପ୍‌ର ଟେଷ୍ଟିଂ ଚାଲିଛି। ଏହି ଆପ୍‌ ଜରିଆରେ ଏଣିକି Windows କମ୍ପ୍ୟୁଟରରେ ଫୋନ୍‌ ଭଳି ମିଳିବ କଲିଂ ସୁବିଧା। ଏହି ଆପ୍‌ ଜରିଆରେ କମ୍ପ୍ୟୁଟରରେ ଆପଣ କଲ୍‌ କରିବା ସହିତ କଲ୍‌ ରିସିଭ୍‌ ମଧ୍ୟ କରିପାରିବେ। ଏହି ଆପ୍‌ର ନାଁ ହେଉଛି Your Phone। ଏହି ଆପ୍‌କୁ ଆପଣଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ କରିବାକୁ...