ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପିଏମଭିଭିୱାଇ କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର...
ବାର୍ଷିକ ୨.୫ ଲକ୍ଷରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେବାକୁ ପଡ଼ିଥାଏ ଆୟକର କ’ଣ ଆପଣ ଆୟକର ଦେଉଛନ୍ତି କି ? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି ? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି ? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା...
ଟେଲିକମ୍‌ କମ୍ପାନି ଭୋଡାଫୋନ୍‌-ଆଇଡିଆ ଗ୍ରାହକମାନଙ୍କ ପାଇଁ ପୁଣିଥରେ ଆଣଦେଇଛି ପ୍ରିପେଡ୍‌ ଫୁଲ୍ ଟକ୍‌ଟାଇମ୍‌ ପ୍ଲାନ୍‌, ଯାହା ୨୦ ଟଙ୍କାରୁ ଆରମ୍ଭ ହେଉଛି। ଏଣିକି ଗ୍ରାହକମାନେ ୨୦ ଟଙ୍କା ରିଚାର୍ଜ କରି ୨୦ ଟଙ୍କାର ଫୁଲ୍‌ ଟକ୍‌ଟାଇମ୍‌ ସହିତ ପାଇପାରିବେ। ଏହାର ବୈଧତା ୨୮ ଦିନ ପାଇଁ ରହିଥିବା ବେଳେ ଏହି ପ୍ଲାନ୍‌ରେ କୌଣସି ଡାଟା କିମ୍ବା ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବ ନାହିଁ। ସେହିପରି ୩୦ଟଙ୍କା ଏବଂ ୫୦ଟଙ୍କା ରିଚାର୍ଜ ଭାଉଚର୍‌ରେ...
ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି ସୁଯୋଗ। ୧୫ ନଭେମ୍ଵର ୨୦୧୯ ସୁଦ୍ଧା କରି ପାରିବେ ଆବେଦନ। ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ୧୦୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏଥିରେ ବିଭିନ୍ନ ପଦବୀରେ ଆପ୍ରେନଟିସ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ୧୫ ନଭେମ୍ଵର ୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରି ପାରିବେ। ଯୋଗ୍ୟତା ଟ୍ରେଡ୍‌ ଆପ୍ରେନଟିସ/ ଆଟେଣ୍ଡଡାଣ୍ଟ ଅପରେଟର(କେମିକାଲ) – ୧୮ ପଦବୀ – +୩ ବିଜ୍ଞାନ...
ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ଗ୍ରୋସରି ସୁପରମାର୍କେଟର ପ୍ରଥମ ଷ୍ଟୋର। ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍‌ରେ ନିକଟସ୍ଥ ବାଲାଜୀ ଡେଭେଲପରରେ ରିଲାଏନ୍ସ ତା’ର ପ୍ରଥମ ଷ୍ଟୋର ଖୋଲିଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ପର୍ଯ୍ୟନ୍ତ ପ୍ରଡକ୍ଟ ରହିଛି।   ବର୍ଷ ତମାମ ରିଲାଏନ୍ସ ସ୍ମାର୍ଟ ପ୍ରଡକ୍ଟର ପ୍ରାଇସ୍‌ ଉପରେ ସର୍ବନିମ୍ନ ୫% ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ...
ପର୍ସନାଲ ଲୋନ ପାଇଁ ଆବଶ୍ୟକ ଏହି ସବୁ ସର୍ବନିମ୍ନ ପ୍ରମାଣପତ୍ର ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମର ଅର୍ଥ ଆବଶ୍ୟକ ହୋଇଥାଏ। ଯଦି ସେହି ପରିମାଣର ଅର୍ଥ ଆମ ପାଖରେ ନ ଥାଏ, ତେବେ ଆମେ ଋଣ କରିଥାଉ। କେତେକ ଲୋକ ବିଭିନ୍ନ ଋଣ ସୁଝିବାକୁ ପର୍ସନାଲ ଲୋନ କରିଥାନ୍ତି। ସେହିପରି କିଏ ବିଭିନ୍ନ ଜିନିଷ କିଣିବା ପାଇଁ ତ ଆଉ କିଏ ବାହାରକୁ ବୁଲିବାକୁ ଯିବା ପାଇଁ,...
ବିଜ୍ଞାପନ ପକ୍ଷରୁ ବିଭିନ୍ନ ବିଷୟ ଉପରେ ବାର୍ଷିକ ଡାଇରେକ୍ଟୋରି ଗତ କିଛି ବର୍ଷ ହେଲା ପ୍ରକାଶ ପାଇଆସୁଛି। ଏହି ବିଭାଗଗୁଡ଼ିକ ମଧ୍ୟ ରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୀତି ଏବଂ ପର୍ଯ୍ୟଟନ। ପ୍ରତ୍ୟେକ ବିଷୟ ସହିତ ସମ୍ପୃକ୍ତ ଓଡ଼ିଶାର ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଠିକଣା ଓ ଟେଲିଫୋନ୍ ନମ୍ବର ଏହି ପୁସ୍ତକରେ ପ୍ରକାଶ ପାଇଥାଏ। ଓଡ଼ିଶାର ପରିଚିତ ପ୍ରକାଶନୀ ବିଜ୍ଞାପନ ପକ୍ଷରୁ ‘ହେଲ୍‌ଥଲାଇନ୍’ ଏବଂ ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍...
ସିଆଇଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଚାକିରି ସୁଯୋଗ। ଡିସେମ୍ଵର ୯ ଯାଏଁ କରିପାରିବେ ଆବେଦନ। ସିଆଇଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୯ ଯାଏଁ ଆବେଦନ କରିପାରିବେ। ଆବେଦନ ବିଷୟରେ ଅଧିକ ତଥ୍ୟ ପାଇଁ ଓ୍ଵେବସାଇଟ https://www.cisf.gov.in/ କୁ ଯାଇ ପାରିବେ। ବୟସ ସୀମା ସର୍ବାଧିକ ୩୫ ବର୍ଷ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର। ଚୟନ ପ୍ରକ୍ରିୟା ଅଭିଜ୍ଞତା ଲିଖିତ ପରୀକ୍ଷା ଶାରୀରିକ ଦକ୍ଷତା ଡକ୍ତରୀ...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ରିୟଲମି’ ଗତ ଅଗଷ୍ଟ ମାସରେ ଭାରତରେ ଲଞ୍ଚ୍‌ କରିଥିଲା Realme 5 ସ୍ମାର୍ଟଫୋନ। ବର୍ତ୍ତମାନ ଏହି ସ୍ମାର୍ଟଫୋନ ଉପରେ ୧ ହଜାର ଟଙ୍କାର ରିହାତି ମିଳୁଛି। ୪ଟି ରିୟର କ୍ୟାମେରା ଥିବା ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ଦିଆଯାଇଛି। ‘ରିୟଲମି ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ ଉପରେ ଏହି ରିହାତି ମିଳୁଛି। ୩ଜିବି ରାମ୍‌+୩୨ଜିବି ରୋମ୍‌ ଭାରିଏଣ୍ଟର ଦାମ୍‌ ୯,୯୯୯ଟଙ୍କା ଥିବା ବେଳେ...