ଅନଲାଇନ୍ ସପିଂ ବେଳେ ଆପଣ  କେମିତି ପେମେଣ୍ଟ୍ କରନ୍ତି ? କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି ? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସକୁ ତ୍ୟାଗ କରନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ- ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ ପିପିଏଫ୍...
ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କରିବାକୁ ଯାଉଛି। ଏହାର ନାଁ ହେଉଛି Vivo V17। ଆସନ୍ତା ଡିସେମ୍ବର ୯ରେ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରାଯିବ। ଗତ ସେପ୍ଟେମ୍ବର ମାସରେ ୬ଟି କ୍ୟାମେରା ବିଶିଷ୍ଟ Vivo V17 Pro ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଥିଲା। ଏବେ ଏହାର ତଳ ଭାରିଏଣ୍ଟ Vivo V17 ଲଞ୍ଚ୍‌ ହେବାକୁ ଯାଉଛି। Vivo V17 ସ୍ମାର୍ଟଫୋନରେ ପପ୍‌...
ବ୍ୟାଙ୍କିଙ୍ଗ ଓମ୍ବୁଡସମ୍ୟାନ ପୋର୍ଟାଲରେ ଉପଲବ୍ଧ ଫର୍ମ ଡାଉନଲୋଡ୍ କରି ଅଭିଯୋଗ କରିପାରିବେ ଆପଣ ବ୍ୟାଙ୍କ କିମ୍ବା ବୀମା କମ୍ପାନୀଙ୍କ ସେବାକୁ ନେଇ ସନ୍ତୁଷ୍ଟ ନାହାନ୍ତି କି? ଅଭିଯୋଗ ପରେ ମଧ୍ୟ ସେମାନେ ଆପଣଙ୍କ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି କି? ଯଦି ଏଭଳି କିଛି ଆପଣଙ୍କ ସହ ଘଟିଛି ତେବେ ଆପଣ ବ୍ୟାଙ୍କି ଓମ୍ବୁଡସମ୍ୟାନଙ୍କ ନିକଟରେ ଅଭିଯୋଗ କରିପାରିବେ। ସେହିଭଳି କୌଣସି ରିୟଲ ଇଷ୍ଟେଟ୍ କମ୍ପାନୀ ବିରୋଧରେ...
କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ବନ୍ଦ ହେବ ବିଏସ୍‌-୪ ଇଞ୍ଜିନ୍‌ଯୁକ୍ତ ଗାଡ଼ି। ଜାଣନ୍ତୁ କ’ଣ ଏହି ବିଏସ୍‌ ଇଞ୍ଜିନ? ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସ୍‌(ଭାରତ ଷ୍ଟେଜ୍‌ ଏମିସନ ଷ୍ଟାଣ୍ଡାର୍ଡ) ବ୍ୟବସ୍ଥା ଲାଗୁ କରାଯାଇଛି। ୨୦୦୦ ମସିହାରେ ଭାରତରେ ପ୍ରଥମଥର ପାଇଁ ବିଏସ୍‌ ବ୍ୟବସ୍ଥା ଅଣାଯାଇଥିଲା।ସମୟ ଅନୁସାରେ ବିଏସ୍‌କୁ ଅପଡେଟ୍‌ କରାଯାଇଛି। ବର୍ତ୍ତମାନ ଭାରତରେ ବିଏସ୍‌-୪...
ଏଲ୍ଆଇସି ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନଭେମ୍ବର ୩୦ ତାରିଖରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ତାର ଅନେକ ପ୍ଲାନ ଓ ପଲିସି ବନ୍ଦ କରିବାକୁ ଯାଉଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥରିଟି (ଆଇଆରଡିଏ)ର ନୂଆ ଗାଇଡଲାଇନ୍ ଅନୁସାରେ ଏଲ୍ଆଇସି କମ୍ପାନି ତା’ର ଜୀବନ ଆନନ୍ଦ, ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଓ ଜୀବନ ଲାଭ ଭଳି କେତେକ ପଲିସି ବନ୍ଦ କରିବାକୁ ଯାଉଛି। ତେବେ...
ଭାରତୀୟ ଡାକରେ ୫ ହଜାର ୪୪୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ନଭେମ୍ଵର ସୁଦ୍ଧା କରିପାରିବେ ଆବଦେନ। ଭାରତୀୟ ଡାକରେ ବାହାରିଲା ଚାକିରି ସୁଯୋଗ। ଗ୍ରାମୀଣ ଡାକ ସେବକ ପାଇଁ ୫ହଜାର ୪୪୭ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ପାଇଁ ବାହାରି ଥିବା ବେଳେ ଏହି ପଦବୀରେ ସମସ୍ତେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୪ ନଭେମ୍ଵର ୨୦୧୯...
ଭାରତର ସରକାରୀ ବ୍ୟାଙ୍କ କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳରେ ସରକାରୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଘଟୁଛି। ହେଲେ ଘରୋଇ କ୍ଷେତ୍ରରେ ନୂଆ ବ୍ୟାଙ୍କ ଖୋଲିବା ସହିତ ଏହାର ସମ୍ପ୍ରସାରଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଏହାର ସଦ୍ୟ ଉଦାହରଣ ହେଉଛି ବନ୍ଧନ ବ୍ୟାଙ୍କ। ଭାରତର ଏକ ଘରୋଇ ‘ବନ୍ଧନ ବ୍ୟାଙ୍କ’ ଗତ ୫ ବର୍ଷରୁ କମ୍‌ ସମୟ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର...
ଲଙ୍ଗଟର୍ମ କ୍ୟାପିଟାଲ ଗେନକୁ ଏଭଳି ଭାବେ ବିନିଯୋଗ କରି ପାଆନ୍ତୁ ଟ୍ୟାକ୍ସରେ ରିହାତି  କ୍ୟାପିଟାଲ ଗେନ ଟ୍ୟାକ୍ସ ବା ଅର୍ଥ ଲାଭାଂଶ ଉପରେ ଟିକସ ସାଧାରଣତଃ କୌଣସି ସମ୍ପତ୍ତି ବିକ୍ରି ଉପରେ ଆମକୁ ଯେଉଁ ଅର୍ଥ ଲାଭ ହୋଇଥାଏ ତାହାକୁ କ୍ୟାପିଟାଲ ଗେନ୍ କୁହାଯାଇଥାଏ। କ୍ୟାପିଟାଲ ଗେନ ସମ୍ପର୍କରେ ଅଧିକ ଭଲ ଭାବେ ଜାଣିବାକୁ ହେଲେ ଆମକୁ ପ୍ରଥମେ କ୍ୟାପିଟାଲ ଆସେଟକୁ ବୁଝିବାକୁ ପଡ଼ିବ। ବିଭିନ୍ନ ପ୍ରକାର ଜମି, ବିଲ୍ଡିଂ,...