ଗତ ସପ୍ତାରେ ସେୟାର ବଜାର ନିମ୍ନଗାମୀ ହୋଇଥିଲା। କରୋନା  କାରଣରୁ ବଜାରରେ ଏଭଳି ସ୍ଥିତି ଦେଖା ଦେଇଛି। ସପ୍ତାହ ଆରମ୍ଭରେ ସେନସେକ୍ସ ୪୦,୭୭୨ ଥିଲା ଯାହା ଶୁକ୍ରବାର ଦିନ ୬ ପ୍ରତିଶତ ହ୍ରାସ ସହ ୩୮,୨୯୭ରେ ପହଞ୍ଚିଛି। ଯାହାକୁ ନେଇ ନିବେଶକ ଚିନ୍ତିତ ଅଛନ୍ତି। ଏମିତିରେ ଜଣେ ନିବେଶକ ଭାବେ ଆପଣ କଣ କରିବା ଉଚିତ? ନିଜ ଲକ୍ଷ୍ୟ ଉପରେ ନଜର ରଖନ୍ତୁ ସର୍ବପ୍ରଥମେ ଏହା ସବୁବେଳେ ମନେ ରଖନ୍ତୁ ଯେ,...
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତୀୟ ଘରୋଇ ବ୍ୟାଙ୍କ 'YES Bank'। ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ୟେସ୍‌ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନରେ ରଖିଛି। ଏଥିସହିତ ବ୍ୟାଙ୍କ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରିଛି। ଆଗାମୀ ୩୦ ଦିନ ଯାଏଁ ୟେସ୍‌ ବ୍ୟାଙ୍କ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି। ଅନ୍ୟପକ୍ଷରେ ଗ୍ରାହକଙ୍କ କୌଣସି ଟଙ୍କା ବୁଡ଼ିବ ନାହିଁ...
ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ଓପ୍ପୋ ସୋମବାର ଏକ ଜବରଦସ୍ତ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ୍‌ କରିଛି। ଏହାର ନାଁ ହେଉଛି  Reno 3 Pro। ଏହି ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ୍‌ ଭର୍ସନ ୧୦(Q)ରେ ଚାଲିବ। ଏଥିରେ 64MPର ରିଅର କ୍ୟାମେରା ଦିଆଯାଇଥିବା ବେଳେ 44MP ବିଶିଷ୍ଟ ସେଲ୍‌ଫି କ୍ୟାମେରା ରହିଛି। ଗତ ଡିସେମ୍ବରରେ ଏହାକୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ର ଦାମ୍‌ ହେଉଛି ୨୯,୯୯୦ ଟଙ୍କା। ଆପଣ ଯଦି ଏହି...
ହୋଲି ପୂର୍ବରୁ ମୋଦୀ ସରକାର ଦେଶର କର୍ମଚାରୀଙ୍କୁ ଝଟକା ଦେଇଛନ୍ତି। ୨୦୧୯-୨୦ ବର୍ଷ ପାଇଁ ଏମ୍ପ୍ଲଇଜ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌(ଇପିଏଫ୍‌) ଉପରେ ସରକାର ୦.୧୫ ପ୍ରତିଶତ ସୁଧହାର କମାଇ ଦେଇଛନ୍ତି। ଫଳରେ ବର୍ତ୍ତମାନ ଇପିଏଫ୍‌ ଉପରେ ୮.୫୦ ପ୍ରତିଶତ ସୁଧ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶର ପ୍ରାୟ ୬ କୋଟି କର୍ମଚାରୀମାନେ ପ୍ରଭାବିତ ହେବେ। ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ୍‌ ଉପରେ ସୁଧ ହାର ୮.୬୫ ପ୍ରତିଶତ ଥିଲା। କର୍ମଚାରୀ ଭବିଷ୍ୟତନିଧି...
ଜିଏସଟି ଲାଗୁ ହେବାର ତିନି ବର୍ଷ ପରେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏହା ଅବୁଝା। ଆସନ୍ତୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜାଣିବା କିଛି ଜରୁରୀ କଥା.. ପ୍ରଶ୍ନ ୧. ବସ୍ତୁ ଉପରେ ଜିଏସଟି ଦର କଣ ? ଉତ୍ତର. ବର୍ତ୍ତମାନ ବସ୍ତୁ ଉପରେ ୫ ପ୍ରକାରର ଜିଏସଟି ଲାଗୁ ହେଉଛି। ୦.୨୫% (କଟା ଯାଇଥିବା ଓ ସେମି ପଲିସ୍ ପଥର), ୫% (ଘରୋଇ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ), ୧୨% (କମ୍ପ୍ୟୁଟର), ୧୮%...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫ ମାର୍ଚ୍ଚ ୨୦୨୦, ୫.୦୦ ସନ୍ଧ୍ୟା (ଆଇ ଏସ୍ ଟି) ଜାଣନ୍ତୁ କାହାର ଲାଭ, କାହାର କ୍ଷତି ସେନସେକ୍ସ ହାର – ୩୮,୪୭୦.୬୧  ୬୧.୧୩ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) କୋଟକ ମହିନ୍ଦ୍ରା: ୨.୭୪ % ବୃଦ୍ଧି ରିଲାୟାନସ: ୨.୦୬ % ହ୍ରାସ ଏଚ.ସି.ଏଲ୍ ଟେକ୍: ୨.୧୭ % ବୃଦ୍ଧି ଟେକ୍ ମହିନ୍ଦ୍ରା: ୧.୭୦ % ହ୍ରାସ ଟି.ସି.ଏସ୍: ୨.୦୫...
କିଛି ସାଧାରଣ ଦ୍ରବ୍ୟ ପାଇଁ ଜିଏସଟି ଦର ବାବଦରେ ଜାଣନ୍ତୁ GST ସମ୍ଭବତଃ ଭାରତୀୟ ଇତିହାସର ସବୁଠାରୁ ବଡ ଅର୍ଥନୈତିକ ସଂସ୍କାର। ଜିଏସଟି କେତେ ପ୍ରକାରର ଆମେ ଜାଣିଛେ। ତେବେ ଏହାକୁ ବୁଝିବା ପାଇଁ ପୁଣିଥରେ ଜିଏସଟିର ପ୍ରକାର ସଂପର୍କରେ ଜାଣିବ। CGST –Central GST(କେନ୍ଦ୍ର ଖାତାକୁ ଯାଉଥିବା କର) SGST –State GST (ରାଜ୍ୟ ଖାତାକୁ ଯାଉଥିବା କର) IGST –Integrated GST(ଉଭୟ କେନ୍ଦ୍ର ଓ ରାଜ୍ୟ ନେଉଥିବା କର) କିଛି...
ଦେଶର ସର୍ବ ବୃହତ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ 'ପେଟିଏମ୍'ର ମୂଳ କମ୍ପାନି ୱାନ୍ 97 କମ୍ୟୁନିକେସନ୍ ଲିମିଟେଡ୍‌କୁ ବୀମା ଉତ୍ପାଦ ବିକ୍ରୟ ପାଇଁ ଲାଇସେନ୍ସ ମିଳିଛି। ଏଣିକି ଗ୍ରାହକମାନେ ମୋବାଇଲରେ ବୀମା ଉତ୍ପାଦ କିଣିବାର ସୁଯୋଗ ପାଇବେ। ଏନେଇ କମ୍ପାନି କୁହିଛି ଯେ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDA) ପକ୍ଷରୁ ପେଟିଏମ୍ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ ଲିମିଟେଡ୍ (PIBPL)କୁ ଜୀବନ ଏବଂ ଅଣ-ଜୀବନ ବୀମା ବିକ୍ରୟ ପାଇଁ...
ନିକଟରେ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନିମାନେ ଭାରତରେ ବିଭିନ୍ନ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛନ୍ତି। ଏହି ସ୍ମାର୍ଟଫୋନ୍‌ଗୁଡ଼ିକର ଯେତେ ଅଧିକା ଦାମ୍‌ ରହିଛି, ସେଥିରେ ସେତେ ଭଲ ଫିଚର ଦିଆଯାଉଛି। ତେବେ ଆସନ୍ତୁ ୧୦ ହଜାର ଟଙ୍କା ମଧ୍ୟରେ ଥିବା ୫ଟି ଶ୍ରେଷ୍ଠ ସ୍ମାର୍ଟଫୋନ୍‌ ବିଷୟରେ ଜାଣିବା। Redmi Note 8 ୧୦ ହଜାର ଟଙ୍କା ଦାମ୍‌ରେ ମିଳୁଥିବା 'ରେଡ୍‌ମି ନୋଟ୍‌ ୮ ପ୍ରୋ' ସ୍ମାର୍ଟଫୋନ୍‌ ଏହି କ୍ରମରେ ପ୍ରଥମ ସ୍ଥାନରେ ରହିଛି।...
ଆସନ୍ତାକାଲିଠାରୁ ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୧ରୁ ସାରା ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନିୟମଗୁଡ଼ିକ ଆପଣଙ୍କ ଯାନବାହନଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ। ତେବେ ଆସନ୍ତୁ ଜାଣିବା, ଆସନ୍ତାକାଲିଠୁ ଦେଶରେ କେଉଁ ନିୟମରେ ପରିବର୍ତ୍ତନ ହେବ ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ। SBI ଗ୍ରାହକଙ୍କ...