ଲକ୍‌ଡାଉନ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମେଡିକାଲ ଇନ୍‌ସୁରାନ୍ସ ବାଧ୍ୟତାମୂଳକ। ସାରା ଦେଶରେ ଲକ୍‌ଡାଉନର ଦ୍ୱିତୀୟ ଫେଜ୍ ଲାଗୁ କରାଯାଇଛି। ଆସନ୍ତା ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ସମସ୍ତ କାମ ବନ୍ଦ ରହିବ। ଏନେଇ ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ହେଲେ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରଠୁ କିଛି ସେକ୍ଟରରେ କାମ...
ୟେସ୍‌ ବ୍ୟାଙ୍କର ୫% ସେୟାର ହୋଲ୍ଡର ହେବ ଆଇସିଆଇସିଆଇ ବ୍ୟାଙ୍କ! ୟେସ୍‌ ବ୍ୟାଙ୍କକୁ ମିଳିଲା ଆଉ ଏକ ସାହାରା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ୭୨୫୦ କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଥିବା ବେଳେ ଏବେ ଆଇସିଆଇସିଆଇ ବ୍ୟାଙ୍କ ଆଗକୁ ଆସିଛି। ଶୁକ୍ରବାର ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ୟେସ୍‌ ବ୍ୟାଙ୍କରେ ୧ ହଜାର କୋଟି ଟଙ୍କା ନିବେଶ କରିବାକୁ ମଞ୍ଜୁରି ଦେଇଛି। ଷ୍ଟକ୍‌ ମାର୍କେଟ୍‌ ମିଳିଥିବା ସୂଚନା ଅନୁଯାୟୀ,...
ପ୍ରତ୍ୟକ୍ଷ ଟିକସରେ ବିବାଦର ସମାଧାନ ପାଇଁ ଏହା ହେଉଛି ମୋଦି ସରକାରଙ୍କ ଯୋଜନା। ଲମ୍ବା ସମୟ ଧରି ପଡ଼ି ରହିଥିବା ପ୍ରତ୍ୟକ୍ଷ କର ମାମଲାର ହେବ ସମାଧାନ। 'ବିବାଦ ସେ ବିଶ୍ୱାସ ସ୍କିମ୍' କେନ୍ଦ୍ର ସରକାରଙ୍କ ଏଭଳି ଏକ ଯୋଜନା, ଯେଉଁଥିରେ ଡାଇରେକ୍ଟ ଟ୍ୟାକ୍ସ(ଆୟକର) ସହ ସଂପର୍କିତ ବିବାଦର ସମାଧାନର ସୁବିଧା କରଦାତା ଉଠାଇ ପାରିବେ। ଗତ ମାର୍ଚ୍ଚ ୪ ତାରିଖରେ ବିବାଦ ସେ ବିଶ୍ୱାସ ବିଲ୍‌ ଲୋକସଭାରେ ପାରିତ...
ଆଉ କେଇଦିନ ଭିତରେ ସରିବ ଚଳିତ ଆର୍ଥିକ ବର୍ଷ କିନ୍ତୁ ଏଯାଏଁ ଯଦି ଟ୍ୟାକ୍ସ ସେଭର କିଣି ନାହାନ୍ତି ତେବେ ଅନଲାଇନ୍ ବିକଳ୍ପ ବାଛନ୍ତୁ। ଆର୍ଥିକ ବର୍ଷ ଶେଷ ହେବାକୁ ଅଳ୍ପ କେଇ ଦିନ ବାକି ଅଛି। ତଥାପି ଯଦି ଆପଣ ଅଧିକ ଟ୍ୟାକ୍ସ ବଞ୍ଚାଇବା ପାଇଁ କୌଣସି ରାସ୍ତା ବାଛି ନାହାନ୍ତି ତେବେ ଏବେ ଗୋଟିଏ ରାସ୍ତା ଅଛି। ଆଉ ତା’ ହେଉଛି ଅନଲାଇନ୍ ବିକଳ୍ପ। ଅନଲାଇଇନ୍ ବିକଳ୍ପ...
ଏମିତିରେ ଆପଣଙ୍କୁ ବଞ୍ଚାଇପାରେ ଧାରା ୮୦ ଜି’। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଯଦି ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷରୁ କମ ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଟଙ୍କାଏ ବି ଅଧିକ ତେବେ ଆପଣଙ୍କୁ ସ୍ଲାବ୍ ହିସାବରେ ପୁରା ଟ୍ୟାକ୍ସ ଦେବାକୁ ପଡ଼ିବ। ଆୟକର ଧାରା ୮୭ ଏ’ ଅନୁସାରେ ଯଦି ଆପଣଙ୍କ ଆୟ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୩୦ ସନ୍ଧ୍ୟା (ଆଇ ଏସ୍ ଟି), ୯ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୩୫,୬୩୪.୯୫   ୧,୯୪୧.୬୭ ହ୍ରାସ  (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ୟେସ୍ ବ୍ୟାଙ୍କ୍: ୩୧.୫୮ % ବୃଦ୍ଧି ଓଏନଜିସି: ୧୬.୨୬ % ହ୍ରାସ ବିପିସିଏଲ୍: ୫.୧୫ % ବୃଦ୍ଧି ରିଲାୟାନ୍ସ: ୧୨.୩୫ % ହ୍ରାସ ଭାରତି ଇନଫ୍ରାଟେଲ୍: ୩.୫୮% ବୃଦ୍ଧି ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ୍: ୧୦.୬୬% ହ୍ରାସ ନିଫ୍ଟି ହାର ୧୦,୪୫୧.୪୫    ୫୩୮...
ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ 'ହ୍ଵାଟ୍ସଆପ୍‌'ରେ ଆସିଲା ଡାର୍କମୋଡ୍‌। ପ୍ରଥମେ ଡେସ୍କଟପ୍‌, ତା'ପରେ ଆଇଓଏସ୍‌ ଆଉ ଏବେ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏହି ଡାର୍କମୋଡ୍‌ର ସୁବିଧା ପାଇପାରିବେ। ବହୁଦିନରୁ ଆଣ୍ଡ୍ରଏଡ୍‌ ୟୁଜର୍ସ ଏହି ଫିଚର ପାଇଁ ଅନେଇ ବସିଥିଲେ। ବର୍ତ୍ତମାନ ଆଣ୍ଡ୍ରଏଡ୍‌ ହ୍ଵାଟ୍ସଆପ୍‌ ଥିମ୍‌ରେ 'ଡାର୍କମୋଡ୍‌' ଫିଚର ଆସିଯାଇଛି। କେମିତି କରିବେ ଆକ୍ଟିଭ୍‌ ଡାର୍କ ମୋଡ୍ ଅନ୍ କରିବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଦେଖିବାକୁ ହେବ ଯେ, ଆପଣଙ୍କ ଫୋନରେ ହ୍ୱାଟ୍ସଆପ୍ ଅପଡେଟ୍ ହୋଇଛି...
ଘୋର ଆର୍ଥିକ ସଙ୍କଟରେ ୟେସ୍ ବ୍ୟାଙ୍କ୍। ଜାଣନ୍ତୁ, କାହିଁକି ହେଲା ଦେବାଳିଆ ହେଲା ବ୍ୟାଙ୍କ? ମୁଣ୍ଡରେ ହାତଦେଇ ବସିଛନ୍ତି ୟେସ୍ ଆକାଉଣ୍ଟଧାରୀ। ସେମାନଙ୍କର କଷ୍ଟ ଅର୍ଜିତ ଧନ ତାଙ୍କୁ ମିଳିବ ନାଁ ପାଣିରେ ପଡ଼ିବ ତାକୁ ନେଇ ଏବେ ସେମାନେ ଆଶା ଆଶଙ୍କା ଭିତରେ। ରିଜର୍ଭ ବ୍ୟାଙ୍କ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ମାସକୁ ୫୦ ହଜାର ଟଙ୍କା ଯାଏଁ ଉଠାଇପାରିବେ ବୋଲି କଟକଣା ଯାଇକରିଛି।...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ମାର୍ଚ୍ଚ ୩୧ରେ ବନ୍ଦ ହୋଇଯିବ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ...
୧୯୩୭ ଡିସେମ୍ବର ୨୭ରେ ସୁରାଟରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କର୍ଣ୍ଣଲେ୍ ବିଶ୍ୱବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍‌ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ପାହାଚ...