ଚାଇନାର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ହୁଆୱେ ୨୫ ମେ ରେ ଲଞ୍ଚ କରିଛି ନୂଆ ୫ ଜି ସ୍ମାର୍ଟଫୋନ୍ (Huawei Enjoy Z 5G)। ଏହି ହ୍ୟାଣ୍ଡସେଟର ବଜାର ଦର ରହିଛି ୧୬୯୯ ୟୁଆନ୍ (ପ୍ରାୟ ୧୮,୦୦୦ ଟଙ୍କା)। ବର୍ତ୍ତମାନ ପାଇଁ ଏହା କେବଳ ଚାଇନାର ଘରୋଇ ବଜାରରେ ବିକ୍ରି ହେବ। ହୁଆୱେ ଏନ୍ଞ୍ଜଏ ଜେଡ୍ ୫ ଜିରେ କ’ଣ ରହିଛି ସୁବିଧା: ଏହି ସ୍ମାର୍ଟଫୋନ୍ ମିଡନାଇଟ୍ ବ୍ଲାକ୍, ସ୍କାଏ ବ୍ଲୁ...
ମେ ୨୧ରୁ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା। ମେ ୨୫ରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେବାକୁ ଯାଉଛି। ଏନେଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ବୁଧବାର ଦିନ ଏକ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଯାତ୍ରୀମାନଙ୍କ ଗତିବିଧି ପାଇଁ ଏକ ପୃଥକ ଏସଓପି ମଧ୍ୟ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ବୁଧବାରଠାରୁ ଟିକେଟ୍...
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟ୍ରେନ୍ ସେବା। ଜୁନ୍ ୧ରୁ ୨୦୦ଟି ଯାତ୍ରୀବାହି ଟ୍ରେନ୍ ସେବା (ଉଭୟ ଏସି/ନନ୍ ଏସି) ଆରମ୍ଭ ହେବ ବୋଲି ବୁଧବାର ଏକ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ଭାରତୀୟ ରେଳ ବିଭାଗ। ୨୧ ମେ ଅର୍ଥାତ୍ ଆଜି ସକାଳ ୧୦ ଟାରୁ ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି। ଏହି ବୁକିଂ ପ୍ରକ୍ରିୟା କେବଳ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ହିଁ...
ପଇସା ପ୍ଲସ୍ ବ୍ୟୁରୋ ଆନ୍ତର୍ଜାତିକ ଶ୍ରମ ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ଯୋଗୁଁ ଆଗାମୀ ଦିନରେ କୋଟି କୋଟି ଲୋକ ବେରୋଜଗାର ହେବେ। ସଂଗଠନର କହିବା ଅନୁଯାୟୀ ଏପ୍ରିଲରୁ ଜୁନ ମାସ ମଧ୍ୟରେ ପ୍ରାୟ ୩୦ କୋଟି ଲୋକମାନଙ୍କର ଚାକିରି ସଂପୂର୍ଣ୍ଣ ଭାବେ ଚାଲିଯିବା ଆଶଙ୍କା କରାଯାଉଛି। ଆଇଏଲଓ ପୂର୍ବରୁ ଅନୁମାନ କରିଥିଲା ଯେ ସପ୍ତାହକୁ ୪୮ ଘଣ୍ଟା କାମ କରୁଥିବା ପ୍ରାୟ ୨୦ କୋଟି ଲୋକ ଜୀବିକା...
ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଗୋଟିଏ ଲୋନ୍ ସ୍କିମ୍ ନେଇ ଆସିଛି, ଯେଉଁଥିରେ ବାର୍ଷିକ ୯.୪ ପ୍ରତିଶତ ସୁଧରେ ଆପଣ ଲୋନ୍ ନେଇ ପାରିବେ। କରୋନା କାରଣରୁ ଯଦି ଆପଣଙ୍କ ଚାକିରି ଚାଲିଯାଇଛି ଓ ଆପଣ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। ରାଷ୍ଟ୍ରାୟତ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ(ଆଇଓବି) ଏଭଳି ପରିସ୍ଥିତିର ସମ୍ମଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲୋନ୍ ସ୍କିମ୍ ଆଣିଛି। ଯାହାର...
କୌଣସି କୋର୍ସ କରିବା ପାଇଁ ଲୋନ୍ ମିଳୁଛି ବୋଲି ସେହି କୋର୍ସ କରନ୍ତୁ ନାହିଁ କିମ୍ବା ନିଜ ଶିକ୍ଷାଗତ ଯୋଗ୍ୟତାରେ ଅଧିକ ଡିଗ୍ରୀ ଯୋଗ କରିବା ପାଇଁ ଲୋନ୍ ନିଅନ୍ତୁ ନାହିଁ, କାରଣ ଡିଗ୍ରୀ ଚାକିରି ମିଳିବାର ଗ୍ୟାରେଣ୍ଟି ନୁହେଁ। ଆଜିର ସମୟରେ ଶିକ୍ଷା ଖର୍ଚ୍ଚ ବହୁତ ଅଧିକ ହୋଇଗଲାଣି। ସାଧାରଣ ପ୍ରାଇଭେଟ୍ ସ୍କୁଲ ଫି' ମଧ୍ୟ ମାସିକ କେଇ ହଜାର ଟଙ୍କା ହୋଇଥାଏ। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ପୂରା ହେବା...
କରଦାତା ନୂଆ ଆର୍ଥିକ ବର୍ଷ ଆରମ୍ଭରେ ପୁରୁଣା ଟ୍ୟାକ୍ସ ସ୍ଲାବ୍ ଚୟନ କରି ନିଜ ନିଯୁକ୍ତିଦାତାଙ୍କ ସୂଚିତ କରିଥିବେ କିନ୍ତୁ ପରେ  ଯଦି ସେ ଅନୁଭବ କରନ୍ତି ଯେ, ନୂଆ ସିଷ୍ଟମ ତାଙ୍କ ପାଇଁ ଭଲ ତେବେ ସେ ଆଇଟିଆର ଫାଇଲ କରିବା ବେଳେ ନିଜ ଇଛା ମୁତାବକ ସିଷ୍ଟମ ବାଛି ପାରିବେ। ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇ ସାରିଛି। ଆପଣ ନୂଆ କି ପୁରୁଣା କେଉଁ ସିଷ୍ଟମରେ...
ରିଲାଏନ୍ସର ‘ଜିଓମାର୍ଟ’ ଏବଂ ଫେସବୁକ୍‌ର ‘ହ୍ୱାଟ୍ସଆପ୍‌’ ମିଳିତ ଭାବେ ଭାରତର ଲକ୍ଷ ଲକ୍ଷ କିରାନା ଦୋକାନ ଏବଂ ଗ୍ରାହକଙ୍କୁ ନିଜ ସହ ଯୋଡ଼ିବାର ଲକ୍ଷ ରଖିଛନ୍ତି। ଫେସବୁକ୍ ଏବଂ ରିଲାଏନ୍ସ ଜିଓ ମଧ୍ୟରେ ହେଲା ବଡ଼ ଚୁକ୍ତି ଜିଓରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ଫେସବୁକ୍ ଜିଓର ୯.୯ ପ୍ରତିଶତ ସେୟାର କିଣିବ ଫେସବୁକ୍ ‘ଜିଓ ମାର୍ଟ’ରେ ଯୋଡ଼ି ହେବେ କିରାନା ଦୋକାନୀ ହ୍ୱାଟ୍ସଆପ୍‌ ଜରିଆରେ ଦୋକାନୀ-ଗ୍ରାହକଙ୍କୁ ଯୋଡ଼ିବା...
ଆୟକର ବିଭାଗର ସ୍ପଷ୍ଟୀକରଣ ଆପଣଙ୍କ ମନର ସବୁ ସନ୍ଦେହ ଦୂର କରିବ। ଆୟକରର ନୂଆ ସିଷ୍ଟମକୁ ବାଛୁଥିବା କରଦାତାଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯଦି ଆପଣ ନୂଆ ଟ୍ୟାକ୍ସ ବିକଳ୍ପ ବାଛିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ସ୍ଫଷ୍ଟୀକରଣ ବିଷୟରେ ଜାଣିବାକୁ ହେବ। ୨୦୨୦ ବଜେଟରେ ସରକାର କମ ଟ୍ୟାକ୍ସ ଦରର ନୂଆ ବିକଳ୍ପ ଅଣିଛନ୍ତି। ଯାହା ଏପ୍ରିଲ ୧, ୨୦୨୦ରୁ ଲାଗୁ ହୋଇଛି।...
କରୋନା ବିଷୟରେ ସୂଚନା ଦେବ ଆରୋଗ୍ୟ ସେତୁ ଆପ୍‌, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍‌? ଚଳିତ ବର୍ଷ ଜାନୁଆରି ମାସରେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଏହି ମହାମାରୀରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରୋଗ୍ୟ ସେତୁ ମୋବାଇଲ ଆପ୍‌ ଲଞ୍ଚ ହୋଇଥିଲା। ଏହି ଆପ୍‌ ଆପଣଙ୍କ ଆଖପାଖରେ ଥିବା କରୋନା ପିଜିଟିଭଙ୍କ ବିଷୟରେ...