କର୍ପୋରେଟ୍ କମ୍ପାନି ଜାରି କରୁଥିବା ଏନସିଡି ଫିକ୍ସଡ୍ ଡିପୋଜିଟ୍ ତୁଳନାର ଦେଇଥାଏ ଅଧିକ ରିଟର୍ଣ୍ଣ, ତେବେ  ନିବେଶ ପୂର୍ବରୁ କମ୍ପାନିକୁ ଭଲକରି ଜାଣନ୍ତୁ.. ଯଦି ଆପଣ ଭଲ ରିଟର୍ଣ୍ଣ ପାଇଁ ଭଲ ଫିକ୍ସଡ୍ ଡିପୋଜିଟର ସଂଧାନରେ ଅଛନ୍ତି ତେବେ ଆପଣ ବଜାରରେ ଉପଲବ୍ଧ ଥିବା ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ ହେବ। ଆପଣ NCD ଅର୍ଥାତ ନନ୍-କନଭର୍ଟିବଲ ଡିବେଞ୍ଚର୍ସରେ ନିବେଶ କରିପାରିବେ। ଗତ କିଛି ବର୍ଷ...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ କରିବେ...
କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା SCSS କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ (ସିନିୟର ସିଟିଜେନ...
ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଲାଭ ଓ କ୍ଷତି ବିଷୟରେ.. ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ...
ୟୁଏଲ୍‌ଆଇପି ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ହୋଇଛି ନୂଆ ଗାଇଡ୍ ଲାଇନ୍, ପ୍ରିମିୟମ ପ୍ରଥମ ଥର ବନ୍ଦ ହେବାର ତିନି ବର୍ଷ ଭିତରେ ପୁଣିଥରେ କରିହେବ ରିଭାଇଭ୍।  ୟୁନିଟ୍ ଲିଙ୍କଡ୍ ଇନ୍‌ସୁରାନ୍ସ ପ୍ଲାନ (ULIP) ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ନୂଆ ଗାଇଡ୍ ଲାଇନ୍ ୧ ଫେବ୍ରୁଆରିରୁ ଲାଗୁ ହୋଇ ସାରିଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ୍‌ ଡେଭେଲୋପ୍‌ମେଣ୍ଟ ଅଥରିଟି...
ନିବେଶ ନିଷ୍ପତି ସହଜ ହୋଇନଥାଏ, କେତେ ନିବେଶ କରିବେ,କେମିତି କରିବେ ଏବଂ ସବୁଠୁ ବଡ ପ୍ରଶ୍ନ ହେଲା ନିବେଶ ପାଇଁ ସଠିକ ସୁଯୋଗର ସନ୍ଧାନ.. ସଠିକ ନିବେଶ ସୁଯୋଗ ଖୋଜି ପାରିବା ଯଦି କଳା ତେବେ ନିବେଶର ସଠିକ ରଣନୈତିକ ବ୍ୟବହାର ହେଉଛି ବିଜ୍ଞାନ। ତେଣୁ ପୁଞ୍ଜି ନିବେଶ କରିବା ପୂର୍ବରୁ ଆପଣଙ୍କୁ ପାଂଚଟି ପ୍ରସଙ୍ଗ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ପଡିବ। ନିବେଶ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ : ଆପଣ କେତେ...
ଇନକମ୍ ଷ୍ଟେଜରେ ରିସ୍କ ନିଅନ୍ତୁ, ଫ୍ୟାମିଲି ଷ୍ଚେଜରେ ଟିକେ ସମ୍ଭାଳିକି ନିବେଶ କରନ୍ତୁ … ଜୀବନର ଅଲଗା ଅଲଗା ଷ୍ଟେଜରେ ବଦଳୁଥିବା ଳକ୍ଷ୍ୟ ଅନୁସାରେ ନିବେଶରେ ପରିବର୍ତ୍ତନ ଆବଶ୍ୟକ। ଫାଇନାନସିଆଲ ପ୍ଲାନର ମାନେ ଜୀବନକୁ ତିନୋଟି ଭାଗରେ ବିଭକ୍ତ କରନ୍ତି। ପ୍ରଥମ ଷ୍ଟେଜ୍ ୨୧ରୁ ୪୦ ବର୍ଷ। ପ୍ରଥମ ଷ୍ଟେଜ ହାଇ ଇନକମ, ଗ୍ରୋଥର ସମୟ। ଦ୍ୱିତୀୟ ଷ୍ଟେଜ୍ ୪୧ରୁ ୫୫ ବର୍ଷ। ଦ୍ୱିତୀୟ ଷ୍ଟେଜ ମଧ୍ୟମ ଗ୍ରୋଥ୍ ଫ୍ୟାମିଲି...
ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି ଏଭଳି ବି ଲୋକ ଅଛନ୍ତି, ଯେଉଁମାନେ ନିଜ ଅର୍ଥ...
ୟୁନିଟ୍ ହୋଲ୍ଡରଙ୍କ ଅଚାନକ ମୃତ୍ୟୁ ପରେ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟର ଟ୍ରାନ୍ସଫର ପାଇଁ ନୋମିନେସନ୍ ସୁବିଧା ଦିଅଯାଇଥାଏ, ନୋମିନିଙ୍କ ନାମ ଥିଲେ ତାଙ୍କୁ ନିବେଶ ରାଶି ମିଳିଥାଏ... ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମୟରେ ଫର୍ମରେ ନୋମିନିଙ୍କ ନାମ ପୁରଣ କରିବାକୁ ପଡ଼ିଥାଏ। କାରଣ ହେଉଛି ୟୁନିଟ୍ ହୋଲ୍ଡରଙ୍କ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ତାଙ୍କ ଦ୍ୱାରା ଚୟିତ ବ୍ୟକ୍ତିଙ୍କ ନାମରେ ୟୁନିଟକୁ ଟ୍ରାନ୍ସଫର କରାଯାଇଥାଏ। ଆସନ୍ତୁ ଜାଣିବା ନୋମିନି ଚୟନ...
ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ସମସ୍ତ ସୂଚନା ଜାଣନ୍ତୁ ପଇସା ପ୍ଲସ୍‌ରେ। ମ୍ୟୁଚୁଆଲ ଫଣ୍ଡ୍‌ କ'ଣ, ଜାଣନ୍ତୁ କିପରି କରିବେ ପୁଞ୍ଜି ନିବେଶ? ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ...