ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୨୦ ଫେବ୍ରୁଆରି, ୨୦୨୦ ସେନସେକ୍ସ ହାର – ୪୧,୧୭୦.୧୨  ୧୫୨.୮୮ ହ୍ରାସ (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଇଣ୍ଡସିଣ୍ଡ ବ୍ୟାଙ୍କ୍: ୩.୫୭ % ବୃଦ୍ଧି ଏସିଆନ୍ ପେଣ୍ଟସ: ୨.୩୦ % ହ୍ରାସ ଟାଟା ଷ୍ଟିଲ୍: ୨.୪୮ % ବୃଦ୍ଧି ଏଚୟୁଏଲ୍: ୧.୮୫ % ହ୍ରାସ ଏସବିଆଇ: ୨.୩୧ % ବୃଦ୍ଧି ଟିସିଏସ୍ : ୧.୭୫ % ହ୍ରାସ ନିଫ୍ଟି...
ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା...
ସୁରକ୍ଷା ଓ ସୁଧ ଦୃଷ୍ଟିରୁ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଭଲ, ମିଳେ ଅଧିକ ରିଟର୍ଣ୍ଣ ଓ ପୂରା ନିବେଶର ସୁରକ୍ଷା ଗ୍ୟାରେଣ୍ଟି। ଆୟରୁ ହୋଇଥାଏ ସଂଚୟ। ସଂଚୟ କରିବା ପଛର କାରଣ ହେଉଛି ସୁରକ୍ଷିତ ଆର୍ଥିକ ଭବିଷ୍ୟତ। ସଂଚୟ କରିବା ବେଳେ ଜଣେ ବ୍ୟକ୍ତି ସବୁବେଳେ ଏହା ଦେଖିଥାନ୍ତି ଯେ, ସେ ନିବେଶକୁ କେତେ ରିଟର୍ଣ୍ଣ ପାଇବେ ଓ ତାଙ୍କ ନିବେଶ କେତେ ସୁରକ୍ଷିତ ରହିବ। ଏମିତିରେ ଅନେକଙ୍କ ପାଇଁ...
ମାନସ ପଣ୍ଡା ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ରାଜ୍ୟ କି ଦେଶ ବାହାରକୁ ଗଲେ ସମସ୍ତଙ୍କ ପରି ସେ ପାହାଡ଼-ଝରଣା ଘୂରି ବୁଲନ୍ତିନି - ନୂଆ ଟେକ୍ନୋଲୋଜି ଖୋଜନ୍ତି ବିଦେଶର କେଉଁ ଭଲ ଜିନିଷଟି ଓଡ଼ିଶା ମାଟିକୁ ଆଣିହେବ ସେ କଥା ଚିନ୍ତା କରନ୍ତି।...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ - ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ...
ଭାରତୀୟ ଷ୍ଟାର୍ଟ-ଅପ୍‍ ଜଗତକୁ ଆମେରିକୀୟ ନିବେଶ ବେଶ୍‍ ପ୍ରଭାବିତ କରିଛି। ଗତ ୭ବର୍ଷ ମଧ୍ୟରେ ଏଭଳି ୮ ଶହରୁ ଅଧିକ ଷ୍ଟାର୍ଟ-ଅପ୍‌ରେ ଆମେରିକାରେ ଥିବା ବିଭିନ୍ନ ପୁଞ୍ଜିଲଗାଣକାରୀ ସଂସ୍ଥା ଟଙ୍କା ଖଟାଇଥିବା ଜଣାପଡ଼ିଛି। ସିଙ୍ଗାପୁର, ହଂକଂ, ଜାପାନ ଏବଂ ଇଂଲଣ୍ଡ ଯଥାକ୍ରମେ ଭାରତୀୟ ଷ୍ଟାର୍ଟ-ଅପ୍‌ରେ ପୁଞ୍ଜି ଲଗାଇବାରେ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ମୁଖ୍ୟତଃ ବିଭିନ୍ନ ଟେକ୍ନୋଲଜି କମ୍ପାନିରେ ଅଧିକ ନିବେଶ କରିବାକୁ ଆଗ୍ରହ ପ୍ରକାଶ...
ଲମ୍ବା ଅବଧିରେ ହିଁ ଏସ୍‌ଆଇପି ଜରିଆରେ ନିବେଶ ଦେଇଥାଏ ଲାଭ, ତେଣୁ ଅଳ୍ପଦିନରେ ବନ୍ଦ କରନ୍ତୁ ନାହିଁ ନିବେଶ। ଆପଣ ଏସ୍‌ଆଇପି ଜରିଆରେ ନିବେଶ କରୁଛନ୍ତି। ନିୟମିତ ନିବେଶର ଏହା ଗୋଟିଏ ଭଲ ଅଭ୍ୟାସ। ତେବେ ଯଦି ଏକରୁ ଦୁଇ ବର୍ଷ ଭିତରେ ସିପ ଖରାପ ପ୍ରଦର୍ଶନ କରେ ତେବେ କଣ କରିବେ? ସବୁ ନିବେଶକାରୀ କେବେ ନା କେବେ ଏଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାନ୍ତି। ଆପଣ ମଧ୍ୟ କେବେ...
ଟ୍ୟାକ୍ସ ବଞ୍ଚାଇବା ପାଇଁ ଡିଭିଡେଣ୍ଡ୍ ମ୍ୟୁଚୁଆଲ ଫଣ୍ଡ୍‌ ବଦଳରେ ନିଅନ୍ତୁ ଗ୍ରୋଥ୍ ଅପସନ୍। ଆପଣଙ୍କ ଆୟ ଯଦି ଟ୍ୟାକ୍ସ ପରିସର ଭିତରକୁ ଆସୁଛି ଓ ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରୁଛନ୍ତି ତେବେ କଣ କରିବେ? ବିଶେଷଜ୍ଞଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଆପଣ ଇକ୍ୱଟି ମ୍ୟୁଚୁଆଲ ଫଣ୍ଡରେ ଡିଭିଡେଣ୍ଡ୍ ବଦଳରେ ଗ୍ରୋଥ୍ ଅପସନକୁ ବାଛିବା ବୁଦ୍ଧିମାନର କାମ ହେବ। ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ ସିତାରମଣ ଡିଭିଡେଣ୍ଡ୍‌ରୁ ହେଉଥିବା ଆୟ...
ନିବେଶ ପାଇଁ ଅନଲାଇନରେ ଅନେକ ସୁଯୋଗ ରହିଛି ତାରି ଭିତରୁ ଗୋଟିଏ ହେଉଛି ଇଣ୍ଡିଆ ପୋଷ୍ଟ୍ ଆପ୍। ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ସ ବ୍ୟାଙ୍କ (ଆଇପିପିବି)ର ସେବା ଦେଶବ୍ୟାପି ଆରମ୍ଭ ହୋଇ ସାରିଲାଣି। ବର୍ତ୍ତମାନ ଏହା ମୋବାଇଲ୍‌ ଆପ୍‌ରେ ଉପଲବ୍ଧ। ଏହା ଜରିଆରେ ଆପଣ ସେଇ ସବୁ ଆର୍ଥିକ ଉତ୍ପାଦରେ ନିବେଶ କରିପାରିବେ, ଯାହା ପୋଷ୍ଟ ଅଫିସରେ ମିଳିଥାଏ। ଏଥିରେ ସେଭିଂ ଆକାଉଣ୍ଟ୍, ରିକରିଂ ଡିପୋଜିଟ୍ (ଆରଡି) ଆାକାଉଣ୍ଟ, ପିପିଏଫ୍(ପବ୍ଲିକ୍ ପ୍ରୋଭିଡେଣ୍ଟ୍...
ଅନଲାଇନରେ ପୁରୁଣା ଇନ୍-ଅପରେଟିଭ୍ ପିଏଫ୍ ଆକାଉଣ୍ଟକୁ ଟ୍ରେସ୍‌ କରି ନିଜ ପଇସା ଟ୍ରାନ୍‌ସଫର କରିବା ସହଜ ନହେଲେ ବି ଅସମ୍ଭବ ନୁହେଁ। ଏହା ଆପଣଙ୍କ ସହ ମଧ୍ୟ ହୋଇଥିବ। କାରଣ ଏମିତି ଅନେକ ସମୟରେ ହୁଏ ଯେ, ଆମେ ଅଲଗା ଅଲଗା କମ୍ପାନିରେ କାମ କରିବା ବେଳେ ଆମ ନାମରେ ଅଲଗା ପିଏଫ୍ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ। ତେଣୁ ଚାକିରି ଓ କମ୍ପାନି ବଦଳିବା ସହ ଆମ ପୁରୁଣା...