କୋରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହା ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ସୋମବାର ଭାରତୀୟ ସେୟାର ବଜାରରେ ସୂଚକାଙ୍କ ଭାରି ମାତ୍ରାରେ ହ୍ରାସ ପାଇଛି। ସେନ୍‌ସେକ୍ସ ୨୧ ଶହ ପଏଣ୍ଟ କମି ଯାଇଥିବା ବେଳେ ନିଫ୍ଟି ମଧ୍ୟ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହା ଗତ ୫ବର୍ଷ ମଧ୍ୟରେ ସେୟାର ମାର୍କେଟକୁ ଲାଗିଥିବା ସବୁଠାରୁ ବଡ଼ ଝଟକା। ମାର୍କେଟର ଏଭଳି ସ୍ଥିତି...
କମ ବୟସରୁ ନିବେଶ କରିବା ଆପଣଙ୍କ ଭବିଷ୍ୟତ ସୁଧାରି ପାରିବ। ପ୍ରଥମ ଚାକିରି ଓ ପ୍ରଥମ ଦରମା। ସବୁବେଳେ ମନେ ରୁହେ। ଆଉ ଏହା ସହ ମନେ ରହେ, ପ୍ରଥମ ଦରମା ସହ ଆମେ ଆରମ୍ଭ କରିଥିବା ଭୁଲ। ପ୍ରଥମ ଦରମା ମିଳିବା ସହ ଆମେ ନିଜ ପସନ୍ଦର ଗ୍ୟାଡେଟ୍ କିମ୍ବା ଅନ୍ୟ ଖର୍ଚ୍ଚ କରିଥାଉ। ଆମ ଭିତରୁ ହୁଏତ ଖୁବ କମ ନିବେଶ କଥା ପ୍ରଥମ ଦରମା ବେଳେ...
କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ’ଣ ? ଏନ୍‌ପିଏସ୍‌ ଅର୍ଥାତ୍‌ ନାସନାଲ ପେମେଣ୍ଟ ସିଷ୍ଟମ। ନାସନାଲ ପେମେଣ୍ଟ ସିଷ୍ଟମରେ ଯେଉଁ ପେନସନ୍ ଖାତାଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ...
ଏବେ ଆପଣ ଯାହା କରୁଛନ୍ତି ତାହା ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ପ୍ରଭାବିତ କରିବ। ବିଲ୍ ଗେଟସ ଥରେ କହିଥିଲେ, ଗରିବ ହୋଇ ଜନ୍ମ ହେବା ପାପ ନୁହେଁ କିନ୍ତୁ ଗରିବ ହୋଇ ମରିବା ପାପ। ଆମକୁ ସବୁବେଳେ ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ଯଦି ଆମେ ଉଦ୍ୟମ କରୁନେ ତେବେ ଆମେ ନିଜ ପ୍ରତି ଅନ୍ୟାୟ କରୁଛେ। ଭବିଷ୍ୟତରେ ଆପଣ ଆର୍ଥିକ ଭାବେ କେତେ...
ଆର୍ଥିକ ବୋଝ ନଥିବା ସମୟ ହିଁ ନିବେଶର ସୁବର୍ଣ୍ଣ କାଳ। ଆପଣଙ୍କ ବୟସ ୪୫। ଏବେ ଆପଣଙ୍କୁ ଭବିଷ୍ୟତ ଚିନ୍ତା ଘାରିବାରେ ଲାଗିଲାଣି। ଅବସର ପରେ ଚଳିବା ପାଇଁ ଆପଣ ୧ କୋଟିର ନିବେଶ ଚାହୁଁଛନ୍ତି। କାରଣ ଆପଣ ଭାବୁଛନ୍ତି ଏତିକି ଜମାରାଶି ଜୀବନଶୈଳି ବଜାୟ ରଖିବାକୁ ଯଥେଷ୍ଟ। କିଛି ସଞ୍ଚୟ କରି ଆପଣ ସେହି ଲକ୍ଷ୍ୟ ଛୁଇଁବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣ ଜଣେ ଫାଇନାନ୍ସିଆଲ ପ୍ଲାନରଙ୍କ ପାଖକୁ ପରାମର୍ଶ...
ଏସ୍‌ଆଇପିରେ ସ୍ୱଳ୍ପ ନିବେଶ ମାଧ୍ୟମରେ ବଡ଼ ସ୍ୱପ୍ନକୁ କରନ୍ତୁ ସାକାର ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ବା ସୁବ୍ୟବସ୍ଥିତ ନିବେଶ ଯୋଜନା ହେଉଛି ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବାର ଏକ ପଦ୍ଧତି। ଏହା କମ୍ ରିସ୍କ ବା ଅପେକ୍ଷାକୃତ ନିରାପଦ ଏବଂ ଏହା ନିବେଶକଙ୍କୁ ଅଳ୍ପ ପରିମାଣର ପୁଞ୍ଜି ନିବେଶ କରି ଭଲ ଲାଭାଂଶ ପାଇବାର ସୁଯୋଗ ଦେଇଥାଏ। ବିଶେଷକରି ନୂତନ ନିବେଶକ ବା ପ୍ରଥମକରି ଯେଉଁମାନେ ମ୍ୟୁଚୁଆଲ...
ଗ୍ଲୋବାଲ ମାର୍କେଟ୍ ବାବଦରେ ଜ୍ଞାନର ଅଭାବ ଅଛି କି? ତାହେଲେ ସୁରକ୍ଷିତ ଫଣ୍ଡ୍‌ରେ ହିଁ  ନିବେଶ ଜାରି ରଖନ୍ତୁ.. ଗତ ଏକ ବର୍ଷ ଭିତରେ ମ୍ୟୁଚୁଆର ଫଣ୍ଡର ଅନ୍ତର୍ଜାତୀୟ ଶ୍ରେଣୀ ପାଖାପାଖି ୧୫ ପ୍ରତିଶତ ଲାଭ ଦେଇଛି। ଏହାକୁ ଦେଖି ଅଚାନକ ଅନେକ ମ୍ୟୁଚୁଆଲ ଫଣ୍ଡ ନିବେଶକ ନିଜ ପୋର୍ଟଫୋଲିଓରେ ଇଣ୍ଟରନାସନାଲ ଫଣ୍ଡକୁ ସାମିଲ କରିବାକୁ ଚିନ୍ତା କରୁଛନ୍ତି। ସେମାନେ ମନେ କରୁଛନ୍ତି ଯେ, ଅତିକମରେ ଗୋଟିଏ ସ୍କିମକୁ ପୋର୍ଟଫୋଲିଓରେ...
ଜାଣନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା କ’ଣ? ଏଥିରେ ନିବେଶ କରି ଆୟକର ରିହାତି ମଧ୍ୟ ପାଇପାରିବେ। “ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା...
ନିବେଶ ମାମଲାରେ ‘ସନ୍ଦେହ’ ଜରୁରୀ, ସନ୍ଦେହ କରିବେ ତ’ ଫାଇଦାରେ ରହିବେ। ଆପଣ ନିଜ ଆୟକୁ ବଢ଼ାଇବା ପାଇଁ ନିବେଶ କରିବାକୁ ଚାହାନ୍ତି। ଆପଣଙ୍କୁ ବନ୍ଧୁବାନ୍ଧବ ପରାମର୍ଶ ଦିଅନ୍ତି ଏଥିରେ ଟଙ୍କା ଲଗାଅ, ସେଥିରେ ଲଗାଅ। ଏମିତି ପରିସ୍ଥିତିରେ ଆପଣ ସମସ୍ତଙ୍କ ପରାମର୍ଶ ମାନି ନିଅନ୍ତି କି? ଯଦି ଆପଣଙ୍କ ଉତ୍ତର ହେଉଛି ହଁ, ତେବେ ଆପଣ ଭୁଲ କରୁଛନ୍ତି। ହୁଏତ ସମସ୍ତଙ୍କ ପରାମର୍ଶକୁ ଗ୍ରହଣ କରିବାର ଏହି ଅଭ୍ୟାସ...
ଭାରତୀୟ ଅର୍ଥନୀତିର ସଞ୍ଚୟ ଭାଗିଦାରି କମ ହେବାରେ ଲାଗିଛି। ୨୦୧୧-୧୨ରେ ଏହା ଜିଡିପିର ୩୪.୬ ପ୍ରତିଶତ ଥିଲା, ଏବେ ଯାହା ୨୦୧୮-୧୯ରେ ଏହା ୩୦.୧ ପ୍ରତିଶତ ରହିଯାଇଛି। ଅର୍ଥନୀତିରେ ମାନ୍ଦାବସ୍ଥା ଆମ ସଞ୍ଚୟ ଉପରେ ଭାରି ପଡ଼ିଛି। ମାନ୍ଦାବସ୍ଥା ଏତେ ଗମ୍ଭୀର ଯେ, ଏହା ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଘରୋଇ ସଞ୍ଚୟରେ ହ୍ରାସ କାରଣରୁ ଦେଶର ମାକ୍ରୋ-ଇକୋନମିର ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ନିବେଶ କମ ହେବା...