କାର ଭଳି ସମ୍ପତ୍ତି ଡିପ୍ରେସିଏଟିଂ ଆସେଟ୍ ଭିତରେ ଆସିଥାଏ,ସୋରୁମରୁ ବାହାରିବା ଦିନଠାରୁ ଏହାର ମୂଲ୍ୟ କମିବାରେ ଲାଗିଥାଏ। ଆପଣଙ୍କ ଆୟ ଯଦି ଭଲ ହୋଇଥାଏ ତେବେ ଆପଣ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି। ଧରି ନିଅନ୍ତୁ ଆପଣ ଏକ ବହୁରାଷ୍ଟ୍ରିୟ କମ୍ପାନିରେ କାମ କରୁଛନ୍ତି। ଆପଣ ହାଇ ସାଲେରି କ୍ୟାଟେଗୋରିରେ ଆସନ୍ତି। ବର୍ତ୍ତମାନ ଆପଣ ଗୋଟିଏ କାର କିଣିବାକୁ ଚାହୁଁଛନ୍ତି। ନିଜ ଦରମା ଓ ଷ୍ଟାଟସକୁ ଦେଖି ଆପଣ...
ସ୍ୱାସ୍ଥ୍ୟ ବୀମା ଦେଉଥିବା ସବୁ କମ୍ପାନି ଏଣିକି ଏକ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଦେବାକୁ ବାଧ୍ୟ ହେବେ। ଆଇଆର୍‌ଡିଏ ଏନେଇ ଗାଇଡ୍ ଲାଇନ୍ ଜାରି କରିଛି। ଏହି ଗାଇଡ୍ ଲାଇନ୍ ଅନୁସାରେ ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନି ଆଧାରଭୁତ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ଏକ ଲକ୍ଷ ଟଙ୍କାର ପ୍ରଡକ୍ଟ ଅଫର କରିବେ। ସବୁ କମ୍ପାନି ଏହି...
ଜାଣନ୍ତୁ, ମନି ବ୍ୟାକ୍ ପଲିସି କ’ଣ?  ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ ଭାଗ ମିଳିଥାଏ। ଏହା ଏଭଳି ଗୋଟିଏ ଏଣ୍ଡାୱମେଣ୍ଟ ପ୍ଲାନ୍ ଯେଉଁଥିରେ...
ୟୁଏଲ୍‌ଆଇପି ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ହୋଇଛି ନୂଆ ଗାଇଡ୍ ଲାଇନ୍, ପ୍ରିମିୟମ ପ୍ରଥମ ଥର ବନ୍ଦ ହେବାର ତିନି ବର୍ଷ ଭିତରେ ପୁଣିଥରେ କରିହେବ ରିଭାଇଭ୍।  ୟୁନିଟ୍ ଲିଙ୍କଡ୍ ଇନ୍‌ସୁରାନ୍ସ ପ୍ଲାନ (ULIP) ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ନୂଆ ଗାଇଡ୍ ଲାଇନ୍ ୧ ଫେବ୍ରୁଆରିରୁ ଲାଗୁ ହୋଇ ସାରିଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ୍‌ ଡେଭେଲୋପ୍‌ମେଣ୍ଟ ଅଥରିଟି...
ଗୃହ ବୀମା ଆପଣଙ୍କୁ ପ୍ରାକୃତିକ ବିପଦର ମୁକାବିଲା ପାଇଁ ତୟାର ରଖେ କାରଣ ଆପଣ ଘର ଥରୁଟିଏ ତିଆରି କରନ୍ତି.. ଘର ଆମ ସମସ୍ତଙ୍କ ସ୍ୱପ୍ନ। ସାଧାରଣତଃ ଜଣେ ମଧ୍ୟବିତ ପରିବାର କିମ୍ବା ନିମ୍ନ ମଧ୍ୟବିତ ପରିବାର ଜୀବନରେ ଥରଟିଏ ଘର ତିଆରି କରନ୍ତି। ଘର ଗୋଟିଏ ଥରର ନିବେଶ ହୋଇଥାଏ। ଆମେ କେହି ମଧ୍ୟ ବାରମ୍ବାର ଘରେ ନିବେଶ କରିବାକୁ ଚାହୁଁନା କି କରୁନା। କିନ୍ତୁ ଦୁର୍ଭାଗ୍ୟବଶତଃ ଘର ସରିଗଲା...
ଆପଣଙ୍କ ପାଇଁ କେଉଁ ବୀମା ଠିକ୍ ରହିବ, ଜାଣନ୍ତୁ ଏହାର ଫାଇଦା ବାବଦରେ। ସାଧାରଣତଃ ମୋଟର ଇନସ୍ୟୁରାନ୍ସ ବାବଦରେ ସମସ୍ତଙ୍କୁ ଜଣା। କିନ୍ତୁ ଏହା କେତେ ପ୍ରକାରର ଏହା ପ୍ରାୟ ଅନେକ ଜାଣନ୍ତି ନାହିଁ। ମୋଟର ବୀମାର ପ୍ରକାର ଭେଦକୁ ନେଇ ସମସ୍ତଙ୍କ ପାଖରେ ତଥ୍ୟର ଅଭାବ ରହିଛି। ତେଣୁ ଅନେକ ଭୁଲ ବୀମା କରାଇଥାନ୍ତି। ଯାହା ପରେ ତାଙ୍କୁ କ୍ଷତିରେ ପକାଇଥାଏ। ମୋଟର ଇନସ୍ୟୁରାନ୍ସରେ ଅନେକ ପ୍ରକାରର କଭରେଜ୍...
ଜୀବନ ବୀମା ସମସ୍ତଙ୍କ ପାଇଁ ଜରୁରୀ। ଦେଶରେ ଲକ୍ଷାଧିକ ବୀମା ଏଜେଣ୍ଟ୍‌ ରହିଛନ୍ତି। ସେମାନେ ଗ୍ରାହକଙ୍କୁ ବୀମା ବିକ୍ରି କରିଥାନ୍ତି। ସଂଖ୍ୟାଧିକ ଏଜେଣ୍ଟ ସଚୋଟ୍ଟତାର ସହ ନିଜ କାମ କରିଥାନ୍ତି। ବୀମାର ସର୍ତ୍ତ ଓ କଭର ବାବଦରେ ସଠିକ ତଥ୍ୟ ଦେଇଥାନ୍ତି। କିନ୍ତୁ କିଛି ବୀମା ଏଜେଣ୍ଟ ଗ୍ରାହକଙ୍କୁ ଭୁଲ ତଥ୍ୟ ଦେଇ ବୀମା ବିକ୍ରି କରିଥାନ୍ତି। ତେଣୁ ଆପଣଙ୍କୁ ବୀମା ନେବାବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ...
ବୀମାକୁ କେବେ ମଧ୍ୟ ନିବେଶ ଭାବେ ନିଅନ୍ତୁ ନାହିଁ ଏବଂ ବୀମା କରିବା ବେଳେ ନିଜ ବାର୍ଷିକ ଆୟକୁ ଧ୍ୟାନରେ ରଖନ୍ତୁ... ଆମ ସମସ୍ତଙ୍କ ପାଇଁ ବୀମା ଜରୁରୀ। ଜୀବନ ଅନିଶ୍ଚିତ ହୋଇଥିବାରୁ ବୀମାର ଆବଶ୍ୟକତା ରହିଛି। ମାତା, ପିତାଙ୍କଠାରୁ ଛାତ୍ର ଓ ଅବିବାହିତ ବ୍ୟକ୍ତି ସମସ୍ତଙ୍କ ପାଇଁ ବୀମା ଏକ ଜରୁରୀ ଆବଶ୍ୟକତା। ବୟସ ଓ ଆର୍ଥିକ ବୋଝ ବଢ଼ିବା ସହ ବୀମା ପଲିସିର ଆବଶ୍ୟକତା ବଢ଼ିଥାଏ। ତେବେ...
ଏମିତି କିଛି ବୀମା ରହିଛି ଯାହା ବହୁତ କାମର କିନ୍ତୁ ଅନେକ ଜାଣନ୍ତି ନାହିଁ.. ବୀମାର ନାମ ନେଲେ ସାଧାରଣ ଲୋକଙ୍କ ମନରେ କେବଳ ପ୍ରଚଳିତ ବୀମାର ନାମ ଆସେ। ଯେମିତି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା କିମ୍ବା ଅଟୋ ଇନସ୍ୟୁରାନ୍ସ। କିନ୍ତୁ ଏମିତି ବି କିଛି ବୀମା ରହିଛି ଯାହା ବାବଦରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ବୀମା ବାବଦରେ କହିବାକୁ...
କିଛି ସାମାନ୍ୟ ଭୁଲ କାରଣରୁ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଅପେକ୍ଷିତ ରିଟର୍ଣ୍ଣ ପାଇନଥାନ୍ତି, ଆସନ୍ତୁ ଜାଣିବା ସେଇ କାରଣ ସବୁ କ'ଣ? ପରିସଂଖ୍ୟନରୁ ଜଣା ପଡିଛି ଯେ, ଅଧିକାଂଶ ମାମଲାରେ ମ୍ୟୁଚୁଆଲ ଫଣ୍ଡ୍‌ରୁ ନିବେଶକଙ୍କ ରିଟର୍ଣ୍ଣ ଆଶାନୁରୁପ ହୋଇନଥାଏ। ନିବେଶକଙ୍କର କିଛି ସାମାନ୍ୟ ଭୁଲ କାରଣରୁ ସେମାନେ ଯାହା ଆଶା କରିଥାନ୍ତି ସେହିଭଳି ରିଟର୍ଣ୍ଣ ପାଇନଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ। ଲମ୍ବା ଅବଧି ନିବେଶ କରିବାରେ ବିଫଳତା ଏକ ହିସାବ ଅନୁସାରେ ମ୍ୟୁଚୁଆଲ...