ନୀଳାମ୍ବର ରଥ ସାବଧାନ! ଗ୍ରାହକଙ୍କ ସଂସ୍ଥା ଯେତେ ବଡ଼ ହେଉପଛେ, ଏବଂ କାମ ଆରମ୍ଭ କରିବା ପାଇଁ ଯେତେ କମ୍ ସମୟ ଥାଉପଛେ, ଆପଣ ବିନା ପିଓରେ କୌଣସି କାମ କଲେ ଆଗକୁ ଆର୍ଥିକ କ୍ଷତି ସହ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି। ଆପଣଙ୍କର କମ୍ପାନି ବା ବ୍ୟାବସାୟିକ ଅନୁଷ୍ଠାନ ଛୋଟ ହେଉ କି ବଡ଼, କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗ୍ରାହକଙ୍କଠାରୁ ଠିକଣା ପର୍ଚେଜ୍ ଅର୍ଡର ପାଇଁ...
ଆଧାରକାର୍ଡ ଭଳି ପାନ୍‌କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍‌କାର୍ଡର ଆବଶ୍ୟକତା ରହୁଛି। ଆସନ୍ତୁ, ଜାଣିବା କେଉଁ କେଉଁ ଜରୁରୀ କାମ ପାଇଁ ପାନ୍‌କାର୍ଡର ଆବଶ୍ୟକତା ରହିଛି। ବ୍ୟାଙ୍କରେ ନୂଆ ଆକାଉଣ୍ଟ୍ ଖୋଲିବା ଏବଂ ‘ଫିକ୍ସ୍ ଡିପୋଜିଟ୍’ କରିବା ପାଇଁ ପାନ୍‌କାର୍ଡ ନିହାତି ଜରୁରୀ। ଯେକୌଣସି ବ୍ୟାଙ୍କରେ ୫୦ ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା...
ବିଜ୍ଞାପନ ପକ୍ଷରୁ ବିଭିନ୍ନ ବିଷୟ ଉପରେ ବାର୍ଷିକ ଡାଇରେକ୍ଟୋରି ଗତ କିଛି ବର୍ଷ ହେଲା ପ୍ରକାଶ ପାଇଆସୁଛି। ଏହି ବିଭାଗଗୁଡ଼ିକ ମଧ୍ୟ ରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ରାଜନୀତି ଏବଂ ପର୍ଯ୍ୟଟନ। ପ୍ରତ୍ୟେକ ବିଷୟ ସହିତ ସମ୍ପୃକ୍ତ ଓଡ଼ିଶାର ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଠିକଣା ଓ ଟେଲିଫୋନ୍ ନମ୍ବର ଏହି ପୁସ୍ତକରେ ପ୍ରକାଶ ପାଇଥାଏ। ଓଡ଼ିଶାର ପରିଚିତ ପ୍ରକାଶନୀ ବିଜ୍ଞାପନ ପକ୍ଷରୁ ‘ହେଲ୍‌ଥଲାଇନ୍’ ଏବଂ ‘ଏ ମିରର୍‌ ଅଫ୍ ଫାଇନାନ୍ସିଆଲ୍...
“ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା ଖୋଲିବା ଦିନଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଖାତାଟି କାର୍ଯ୍ୟକ୍ଷମ ରହିବ ଏବଂ ସାଧାରଣତଃ...
ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର। ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ ରିହାତି ବା ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ରିହାତି ଟ୍ୟାକ୍ସେବଲ୍‍ ଇନ୍‌କମ୍‌ ହେଉ ବା ମେଡିକ୍ଲେମ୍‍ କିମ୍ବା ବରିଷ୍ଠ ନାଗରିକମାନଙ୍କ ପାଇଁ ପୋଷ୍ଟ ଅଫିସ ସ୍ୱଳ୍ପ ସଞ୍ଚୟ ଯୋଜନା – ଏଭଳି ବିଭିନ୍ନ କ୍ଷେତ୍ରରେ ଲାଗୁ...