ତିନି ନିବେଶ ସ୍କିମ୍ ଇପିଏଫ,ଏନପିଏସ ତଥା ରିଟାୟରମେଣ୍ଟ୍ ଫଣ୍ଡ୍ ଏବେ ଟ୍ୟାକ୍ସ ନେଟ୍ ଭିତରକୁ ଆସିପାରେ,କାରଣ ଏଥିରେ ନିବେଶର ୭.୫ ଲକ୍ଷ ଟଙ୍କାର ସର୍ବାଧିକ ସୀମା ନିର୍ଧାରଣ କରାଯାଇଛି... ନୂଆ ବଜେଟରେ ଯଦି ବୈକଳ୍ପିକ ଟ୍ୟାକ୍ସ ସ୍ଲାବ୍ କଥା କୁହାଯାଇଛି ତେବେ ଅନ୍ୟପକ୍ଷରେ କିଛି ଟ୍ୟାକ୍ସ ସେଭିଂ ସ୍କିମରେ ନିବେଶର  ସର୍ବାଧିକ ସୀମା ମଧ୍ୟ ନିର୍ଧାରଣ କରାଯାଇଛି। ବଜେଟ୍ ପ୍ରସ୍ତାବ ଅନୁସାରେ ଟ୍ୟାକ୍ସ ବେନିଫିଟ୍ ଦେଉଥିବା ତିନୋଟି ନିବେଶ ବିକଳ୍ପ...
ଆପଣ ଅଚାନକ ଆସୁଥିବା ସ୍ୱାସ୍ଥ୍ୟ ଗତ ଖର୍ଚ୍ଚକୁ ସାମନା କରିବାକୁ ମେଡିକ୍ଲେମ୍ ପଲିସି ନିଅନ୍ତି କିନ୍ତୁ ବେଳେ ବେଳେ ବୀମା କମ୍ପାନି ଆପଣଙ୍କ ଦାବିକୁ ଖାରଜ କରିଦେଇଥାଏ। କ'ଣ କଲେ ବୀମା କ୍ଲେମ୍ କେବେ ମଧ୍ୟ ଖାରଜ ହେବ ନାହିଁ? ଚିକିତ୍ସା ଖର୍ଚ୍ଚ ବଢ଼ିବା ସହ ହେଲ୍‌ଥ ଇନସ୍ୟୁରାନ୍ସ ଜରୁରୀ ହୋଇପଡ଼ିଲାଣି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ, ବୀମା କମ୍ପାନି ରୋଗୀଙ୍କ ଖର୍ଚ୍ଚ ଦାବିକୁ ଖାରଜ କରି...
ବରିଷ୍ଠ ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି,ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କ ଜୀବନକୁ ସହଜ କରିବା.. ୬୦ ପରର ଜୀବନ ହେଉଛି ଅବସରକାଳୀନ ଜୀବନ। ଅବସରକାଳୀନ ଜୀବନରେ ମଧ୍ୟ ଟଙ୍କାର ଆବଶ୍ୟକତା ହୋଇଥାଏ। ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେହିଭଳି କିଛି ଯୋଜନା ବିଷୟରେ ଆଜି ଆମେ ପଢିବା। ଯାହାର ଫାଇଦା ବରିଷ୍ଠ ନାଗରିକ ନେଇ ପାରିବେ। ପ୍ରଧାନମନ୍ତ୍ରୀ ବୟ...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ନିଜର ଲାଟେଷ୍ଟ୍‌ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ Mi Band 3i ଗତ ମାସରେ ଭାରତରେ ଲଞ୍ଚ୍‌ ହୋଇଥିଲା। ଆସନ୍ତା ଡିସେମ୍ବର ୧୬ରୁ ଏହାର ବିକ୍ରି ଫ୍ଲିପ୍‌କାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ସ୍ମାର୍ଟ ବ୍ୟାଣ୍ଡ୍‌ରେ ଓଏଲ୍‌ଇଡି ଡିସ୍‌ପ୍ଲେ ରହିଥିବା ବେଳେ ୨୦ ଦିନର ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଏନେଇ ସାଓମି ଇଣ୍ଡିଆ ଅଫିସିଆଲ ଆକାଉଣ୍ଟ୍‌ରେ ସୂଚନା ଦିଆଯାଇଛି। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ର ଦାମ୍‌ ହେଉଛି ୧,୨୯୯...
ନୂଆବର୍ଷରେ ଆପଣ ଗାଡ଼ି କିଣିବାକୁ ଚାହୁଁଛନ୍ତି କି? ତେବେ ଏବେଠୁ ନିଜର ଗାଡ଼ି କିଣିଆଣନ୍ତୁ। କାହିଁକି ନା, ନୂଆବର୍ଷରୁ ବିଭିନ୍ନ ଅଟୋମୋବାଇଲ କମ୍ପାନିଗୁଡ଼କ ନିଜ ଗାଡ଼ିର ଦାମ ବଢ଼େଇବାକୁ ଯାଉଛନ୍ତି। ଯଦି ଆପଣ ନୂଆ ବର୍ଷ ପରେ ଗାଡ଼ି କିଣିବେ ତେବେ ବର୍ତ୍ତମାନଠାରୁ ଅଧିକ ଦାମ୍‌ ଦେବାକୁ ପଡ଼ିପାରେ। ଆସନ୍ତା ଜାନୁଆରି ୧ରୁ ଅଟୋମୋବାଇଲ୍ କମ୍ପାନିଗୁଡ଼ିକ ବର୍ଦ୍ଧିତ ଦାମରେ ଗାଡ଼ି ବିକ୍ରି କରିବେ। ହିରୋ ଓ ଟିଭିଏସ୍ କମ୍ପାନିର ବାଇକ୍...
ସାବଧାନ,ଏମିତି ୮ଟି ଉପାୟରେ ଆପଣ ଠକେଇର ଶିକାର ହୋଇପାରନ୍ତି ... ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ...
ଦେଶରେ ଏଣିକି ଶସ୍ତା କଲ୍ କରିବାର ଯୁଗ ସରିବାକୁ ଯାଉଛି। କାରଣ ଏୟାରଟେଲ୍ ଓ ଆଇଡିଆ ପରେ ଏବେ ଜିଓ ନିଜର କଲ୍ ଦର ମହଙ୍ଗା କରିବାକୁ ଯାଉଛି। ଏନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜିଓ ଡିସେମ୍ବର ୬ ତାରିଖରୁ ନିଜର କଲ୍ ରେଟ୍ ଓ ଡାଟାର ବ୍ୟବହାର ପାଇଁ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ନେବ। ଏଥିପାଇଁ ଜିଓ ତାର ଟାରିଫ୍ ପ୍ଲାନଗୁଡ଼ିକର ମୂଲ୍ୟକୁ ୪୦...
କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ'ଣ ? ନ୍ୟାସନାଲ ପେନସନ୍ ସିଷ୍ଟମରେ ଯେଉଁ ପେନସନ୍ ଖାତା ଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ ଆପଣ ଟିୟର...
ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ପୁଣି ଫେରିଲା ‘ବିଗ୍‌ ସପିଂ ଡେଜ୍‌’। ଏଥର ବିଗ୍‌ ସପିଂ ଡେଜ୍‌ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୫ ଯାଏଁ ୫ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌, ଫେସନ, ଘରୋଇ ଆସବାବପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭାରି ମାତ୍ରାରେ ରିହାତି ମିଳିବ। ତେବେ ଫ୍ଲିପ୍‌ କାର୍ଟ ଫ୍ଲସ୍‌ ୟୁଜରମାନେ ବିଗ୍‌ ସପିଂ ଡେଜ୍‌ର ଫାଇଦା ଗୋଟେ ଦିନ...
ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ବନ୍ଦ ହେବ ବିଏସ୍‌-୪ ଇଞ୍ଜିନ୍‌ଯୁକ୍ତ ଗାଡ଼ି। ଜାଣନ୍ତୁ କ’ଣ ଏହି ବିଏସ୍‌ ଇଞ୍ଜିନ? ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ ବାହାରୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସ୍‌(ଭାରତ ଷ୍ଟେଜ୍‌ ଏମିସନ ଷ୍ଟାଣ୍ଡାର୍ଡ) ବ୍ୟବସ୍ଥା ଲାଗୁ କରାଯାଇଛି। ୨୦୦୦ ମସିହାରେ ଭାରତରେ ପ୍ରଥମଥର ପାଇଁ ବିଏସ୍‌ ବ୍ୟବସ୍ଥା ଅଣାଯାଇଥିଲା।ସମୟ ଅନୁସାରେ ବିଏସ୍‌କୁ ଅପଡେଟ୍‌ କରାଯାଇଛି। ବର୍ତ୍ତମାନ ଭାରତରେ ବିଏସ୍‌-୪...