ଗ୍ଲୋବାଲ ମାର୍କେଟ୍ ବାବଦରେ ଜ୍ଞାନର ଅଭାବ ଅଛି କି? ତାହେଲେ ସୁରକ୍ଷିତ ଫଣ୍ଡ୍‌ରେ ହିଁ  ନିବେଶ ଜାରି ରଖନ୍ତୁ.. ଗତ ଏକ ବର୍ଷ ଭିତରେ ମ୍ୟୁଚୁଆର ଫଣ୍ଡର ଅନ୍ତର୍ଜାତୀୟ ଶ୍ରେଣୀ ପାଖାପାଖି ୧୫ ପ୍ରତିଶତ ଲାଭ ଦେଇଛି। ଏହାକୁ ଦେଖି ଅଚାନକ ଅନେକ ମ୍ୟୁଚୁଆଲ ଫଣ୍ଡ ନିବେଶକ ନିଜ ପୋର୍ଟଫୋଲିଓରେ ଇଣ୍ଟରନାସନାଲ ଫଣ୍ଡକୁ ସାମିଲ କରିବାକୁ ଚିନ୍ତା କରୁଛନ୍ତି। ସେମାନେ ମନେ କରୁଛନ୍ତି ଯେ, ଅତିକମରେ ଗୋଟିଏ ସ୍କିମକୁ ପୋର୍ଟଫୋଲିଓରେ...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଏଥିରେ ନିବେଶ କରନ୍ତୁ। ଏଲଆଇସି ଦେଇଥାଏ ଏହି ଯୋଜନା ୨୦୧୭ ମସିହାରେ...
ଜାଣନ୍ତୁ, ସୁକନ୍ୟା ସମୃଦ୍ଧି ଯୋଜନା କ’ଣ? ଏଥିରେ ନିବେଶ କରି ଆୟକର ରିହାତି ମଧ୍ୟ ପାଇପାରିବେ। “ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା...
ଶିକ୍ଷାଋଣ ପାଇବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ସର୍ତ୍ତ? ଶିକ୍ଷାଋଣ ନେବା ପୂର୍ବରୁ କ’ଣ କରିବେ କୌଣସି ପ୍ରକାର ଶିକ୍ଷାଋଣ କରିବା ପୂର୍ବରୁ ଆପଣ ଯେଉଁ କୋର୍ସ ବା ପାଠ୍ୟକ୍ରମ ପଢିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଭଲ ଭାବେ ଜାଣିରଖିବା ଆବଶ୍ୟକ। ଏହି ପାଠ୍ୟକ୍ରମରେ ଆପଣ ଭବିଷ୍ୟତରେ କି ପ୍ରକାର ଲାଭ ପାଇବେ ତାହା ଜାଣନ୍ତୁ। ସେହିପରି ଆପଣ ଯେଉଁ ଶିକ୍ଷାନୁଷ୍ଠାନରେ ପଢିବେ, ଉକ୍ତ ଶିକ୍ଷାନୁଷ୍ଠାନ ଏହି ପାଠ୍ୟକ୍ରମ ଉପରେ କିଭଳି...
ନିବେଶ ମାମଲାରେ ‘ସନ୍ଦେହ’ ଜରୁରୀ, ସନ୍ଦେହ କରିବେ ତ’ ଫାଇଦାରେ ରହିବେ। ଆପଣ ନିଜ ଆୟକୁ ବଢ଼ାଇବା ପାଇଁ ନିବେଶ କରିବାକୁ ଚାହାନ୍ତି। ଆପଣଙ୍କୁ ବନ୍ଧୁବାନ୍ଧବ ପରାମର୍ଶ ଦିଅନ୍ତି ଏଥିରେ ଟଙ୍କା ଲଗାଅ, ସେଥିରେ ଲଗାଅ। ଏମିତି ପରିସ୍ଥିତିରେ ଆପଣ ସମସ୍ତଙ୍କ ପରାମର୍ଶ ମାନି ନିଅନ୍ତି କି? ଯଦି ଆପଣଙ୍କ ଉତ୍ତର ହେଉଛି ହଁ, ତେବେ ଆପଣ ଭୁଲ କରୁଛନ୍ତି। ହୁଏତ ସମସ୍ତଙ୍କ ପରାମର୍ଶକୁ ଗ୍ରହଣ କରିବାର ଏହି ଅଭ୍ୟାସ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୨୦ ଫେବ୍ରୁଆରି, ୨୦୨୦ ସେନସେକ୍ସ ହାର – ୪୧,୧୭୦.୧୨  ୧୫୨.୮୮ ହ୍ରାସ (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଇଣ୍ଡସିଣ୍ଡ ବ୍ୟାଙ୍କ୍: ୩.୫୭ % ବୃଦ୍ଧି ଏସିଆନ୍ ପେଣ୍ଟସ: ୨.୩୦ % ହ୍ରାସ ଟାଟା ଷ୍ଟିଲ୍: ୨.୪୮ % ବୃଦ୍ଧି ଏଚୟୁଏଲ୍: ୧.୮୫ % ହ୍ରାସ ଏସବିଆଇ: ୨.୩୧ % ବୃଦ୍ଧି ଟିସିଏସ୍ : ୧.୭୫ % ହ୍ରାସ ନିଫ୍ଟି...
ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା...
ଆମେ ନିଜ ସଞ୍ଚୟ ସୁରକ୍ଷିତ ରଖିବାକୁ ବ୍ୟାଙ୍କ ମୁହଁ ହୋଇଥାଉ। ଆମ ଦେଶର ଲକ୍ଷାଧିକ ଲୋକ ନିଜ ଝାଳବୁହା ଟଙ୍କାକୁ ବ୍ୟାଙ୍କରେ ଜମା କରି ସୁରକ୍ଷିତ ଅନୁଭବ କରିଥାନ୍ତି। କିନ୍ତୁ ବେଳେ ବେଳେ ପିଏମସି ବ୍ୟାଙ୍କ ଦୁର୍ନିତି ଭଳି ଘଟଣା ଆମ ବିଶ୍ୱାସକୁ ଦୋହଲାଇ ଦେଇଥାଏ। ଲୋକ ବ୍ୟାଙ୍କରେ ଟଙ୍କା ଜମା ତ’ କରୁଛନ୍ତି କିନ୍ତୁ ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ସବୁବେଳେ ଉଠିଥାଏ, ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ...
ସୁରକ୍ଷା ଓ ସୁଧ ଦୃଷ୍ଟିରୁ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଭଲ, ମିଳେ ଅଧିକ ରିଟର୍ଣ୍ଣ ଓ ପୂରା ନିବେଶର ସୁରକ୍ଷା ଗ୍ୟାରେଣ୍ଟି। ଆୟରୁ ହୋଇଥାଏ ସଂଚୟ। ସଂଚୟ କରିବା ପଛର କାରଣ ହେଉଛି ସୁରକ୍ଷିତ ଆର୍ଥିକ ଭବିଷ୍ୟତ। ସଂଚୟ କରିବା ବେଳେ ଜଣେ ବ୍ୟକ୍ତି ସବୁବେଳେ ଏହା ଦେଖିଥାନ୍ତି ଯେ, ସେ ନିବେଶକୁ କେତେ ରିଟର୍ଣ୍ଣ ପାଇବେ ଓ ତାଙ୍କ ନିବେଶ କେତେ ସୁରକ୍ଷିତ ରହିବ। ଏମିତିରେ ଅନେକଙ୍କ ପାଇଁ...
ଫୋରକ୍ଲୋଜର ନିଷ୍ପତି ନେବା ପୂର୍ବରୁ ମୂଳ ଓ ସୁଧ ପେମେଣ୍ଟ୍ ଉପରେ ମିଳୁଥିବା ଟ୍ୟାକ୍ସ ବେନିଫିଟ୍‌ର ଧ୍ୟାନ ରଖନ୍ତୁ। ହୋମ ଲୋନ୍ ୧୫ରୁ ୨୦ ବର୍ଷ ମଧ୍ୟରେ ଶୁଝା ଯାଇଥାଏ। ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ। ଗ୍ରାହକଙ୍କ ଆର୍ଥିକ ସ୍ଥିତି, ସୁଧ ହାର, ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ। ତେଣୁ ମଝିରେ ମଝିରେ ହୋମ...