ମ୍ୟୁଚୁଆଲ ଫଣ୍ଡ ନିବେଶରେ ରିସ୍କ ଥାଏ। ତେଣୁ ଏଥିରେ କେବେ ମଧ୍ୟ ଜରୁରୀ କାର୍ଯ୍ୟ ପାଇଁ ରଖିଥିବା ପାଣ୍ଠିକୁ ନିବେଶ କରନ୍ତୁ ନାହିଁ। କେବଳ ସେଇ ଟଙ୍କାକୁ ନିବେଶ କରନ୍ତୁ ଯାହା ଆପଣଙ୍କ ପାଖରେ ବଳକା ଥିବ। ଏଭଳି ଅର୍ଥ ନିବେଶ କରନ୍ତୁ ନାହିଁ ଯାହା ଆପଣ ହଠାତ ଖର୍ଚ୍ଚ ପାଇଁ ରଖିଛନ୍ତି। ସେୟାର ବଜାରରେ ନିବେଶର ସବୁଠାରୁ ସରଳ ବାଟ ହେଉଛି ମ୍ୟୁଚୁଆଲ ଫଣ୍ଡ୍। ତେବେ ଆପଣ...
ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ମାର୍ଚ୍ଚ ୩୧ରେ ବନ୍ଦ ହୋଇଯିବ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ...
ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ଆଉ ଆପଣ ନୂଆ ଆଧାର କାର୍ଡ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଜରୁରୀ। ଆପଣ ମାତ୍ର ୧୫ଦିନ ଭିତରେ ପୁଣିଥରେ ନିଜର ଆଧାର କାର୍ଡ ପାଇପାରିବେ। ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ମଧ୍ୟ ପଡ଼ିବନି। ଆପଣ ଘରେ ବସି ଅନଲାଇନରେ ପୁରୁଣା ଆଧାର ନମ୍ବରରେ ଆଉ ଗୋଟିଏ ନୂଆ ଆଧାର କାର୍ଡ ପାଇପାରିବେ। କେମିତି ପାଇବେ ଆଧାରକାର୍ଡ? ...
ୟେସ୍ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। କୁପ୍ରବନ୍ଧନ ଓ ନଗଦ ଟଙ୍କା  ସମସ୍ୟା କାରଣରୁ ୟେସ୍ ବ୍ୟାଙ୍କର ଦୈନନ୍ଦିନ କାମକୁ ରିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଛି। ଏହା ସହିତ ମାସକୁ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁକି ଦେଇ ପାରିବେ ନାହିଁ। ୩୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବୋର୍ଡକୁ ମଧ୍ୟ ଭଙ୍ଗ କରାଯାଇଛି। ଯଦି ୟେସ...
ଅନେକ ଲୋକ ପ୍ରାୟ ସବୁବେଳେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବା ନେଇ ଅଭିଯୋଗ କରିଥାନ୍ତି। ଧନି ନହୋଇଥିବାରୁ ଆମ ଭିତରୁ ଅନେକ ଦୁଃଖ କରନ୍ତି। ଯେତେବେଳେ ଆମେ ଆଖପାଖରେ ଆର୍ଥିକ ରୁପରେ ଶକ୍ତିଶାଳି ବ୍ୟକ୍ତିଙ୍କୁ ଦେଖୁ, ସେତେବେଳେ ଆମେ ହିନମାନ୍ୟତାର ଶିକାର ହେଉ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ଆମେ ଯେଉଁ ଟଙ୍କା ଆୟ କରୁଛୁ ତାହା କଣ ପର୍ଯ୍ୟାପ୍ତ? ଆମ ଉପାର୍ଜନ ଯଥେଷ୍ଟ କି...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୪ ମାର୍ଚ୍ଚ ୨୦୨୦ ସେନସେକ୍ସ ହାର – ୩୮,୪୦୯.୪୮    ୨୧୪.୨୨ ହ୍ରାସ  (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ସନ୍ ଫାର୍ମା: ୩.୧୪ % ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍: ୩.୮୫% ହ୍ରାସ ଏସିଆନ ପେଣ୍ଟ୍ସ: ୨.୬୮ % ବୃଦ୍ଧି ବାଜାଜ୍ ଫାଇନାନ୍ସ: ୩.୭୯ % ହ୍ରାସ ଟେକ୍ ମହିନ୍ଦ୍ରା: ୨.୪୫ % ବୃଦ୍ଧି ଆଇଟିସି: ୩.୩୦ % ହ୍ରାସ   ନିଫ୍ଟି ହାର...
ଜିଏସଟି ବା ବସ୍ତୁ ଓ ସେବା କର ହେଉଛି ଭାରତୀୟ କର ବ୍ୟବସ୍ଥାରେ ସଂସ୍କାର ଉଦ୍ୟମର ଫଳ। ଏହି କର ବ୍ୟବସ୍ଥା ଦ୍ୱାରା ଟ୍ୟାକ୍ସ ଚୋରିକୁ ରୋକା ଯାଇ ପାରିବ ଓ ନୂଆ କରଦାତା ତିଆରି ହେବେ ବୋଲି ସରକାରଙ୍କ ଭରସା। ଯେମିତିକି ନାମରୁ ଜଣା ପଡୁଛି, ଜିଏସଟି କେବଳ ବସ୍ତୁ ଉପରେ ଲାଗିନଥାଏ,ଏହା ମଧ୍ୟ ସେବା ଉପରେ ଲାଗିଥାଏ। ଆସନ୍ତୁ ଜାଣିବା ବିଭିନ୍ନ ସେବା ଉପରେ ଜିଏସଟି...
ଜିଏସ୍‌ଟିରେ ପଞ୍ଜିକୃତ ନହୋଇଥିଲେ ମିଳିବ ଦଣ୍ଡ! ଜିଏସ୍‌ଟି ବା ବସ୍ତୁ ଓ ସେବା କର,ସବୁ ବ୍ୟବସାୟ ପାଇଁ ଲାଗୁ ହୋଇଥାଏ। ଆପଣ ଯଦି ଜଣେ ବ୍ୟବସାୟୀ ତେବେ ଆପଣଙ୍କୁ ଜିଏସଟିରେ ପଂଜିକୃତ ହେବାକୁ ପଡିବ। କେଉଁ କେଉଁ ବ୍ୟବସାୟ ପାଇଁ ଜିଏସଟି ଜରୁରୀ? ସବୁ ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ପାଇଁ ଜିଏସଟିରେ ପଞ୍ଜିକୃତ ହେବା ଅନିବାର୍ଯ୍ୟ ଅଟେ। ଏଥିରେ ସେବା ମଧ୍ୟ ସାମିଲ ଅଛି। ସେବାର ଅର୍ଥ ବସ୍ତୁ ବ୍ୟତୀତ ଅନ୍ୟ କିଛି...
ନିକଟରେ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନିମାନେ ଭାରତରେ ବିଭିନ୍ନ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛନ୍ତି। ଏହି ସ୍ମାର୍ଟଫୋନ୍‌ଗୁଡ଼ିକର ଯେତେ ଅଧିକା ଦାମ୍‌ ରହିଛି, ସେଥିରେ ସେତେ ଭଲ ଫିଚର ଦିଆଯାଉଛି। ତେବେ ଆସନ୍ତୁ ୧୦ ହଜାର ଟଙ୍କା ମଧ୍ୟରେ ଥିବା ୫ଟି ଶ୍ରେଷ୍ଠ ସ୍ମାର୍ଟଫୋନ୍‌ ବିଷୟରେ ଜାଣିବା। Redmi Note 8 ୧୦ ହଜାର ଟଙ୍କା ଦାମ୍‌ରେ ମିଳୁଥିବା 'ରେଡ୍‌ମି ନୋଟ୍‌ ୮ ପ୍ରୋ' ସ୍ମାର୍ଟଫୋନ୍‌ ଏହି କ୍ରମରେ ପ୍ରଥମ ସ୍ଥାନରେ ରହିଛି।...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୩ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୩୮,୬୨୩.୭୦  ୪୭୯.୬୮ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ସନ୍ ଫାର୍ମା: ୬.୬୪ % ବୃଦ୍ଧି ଆଇଟିସି: ୦.୮୭ % ହ୍ରାସ ଟାଟା ଷ୍ଟିଲ୍: ୬.୪୩ % ବୃଦ୍ଧି ଏଚଡିଏଫସି: ୦.୦୭ % ହ୍ରାସ ଓଏନଜିସି: ୪.୭୧ % ବୃଦ୍ଧି   ନିଫ୍ଟି ହାର ୧୧,୩୦୩.୩୦  ୧୭୦.୩୦ ବୃଦ୍ଧି (ଏନ୍.ଏସ୍.ଇ)    ଅଧିକ...