କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ'ଣ ? ନ୍ୟାସନାଲ ପେନସନ୍ ସିଷ୍ଟମରେ ଯେଉଁ ପେନସନ୍ ଖାତା ଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ ଆପଣ ଟିୟର...
କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
ନୂଆ ବୀମା ଗାଇଡ୍ ଲାଇନ୍ସ ଆପଣଙ୍କୁ ଦେବ ଅଧିକ ଫାଇଦା ବୀମା କମ୍ପାନୀ ଡିସେମ୍ବର 1ରୁ ଆଇଆରଡିଏଆଇର ନୂଆ ଗାଇଡ୍ ଲାଇନ୍ସ ଲାଗୁ ହେବା ପୂର୍ବରୁ ବିଭିନ୍ନ ଅଫର ଆଣିଛନ୍ତି। ଆଗକୁ ନୂଆ ପ୍ଲାନରେ ଅଧିକ ପ୍ରିମିୟମ୍ ଦେବାକୁ ପଡିବ, ’ରିଟର୍ଣ୍ଣ ଉପରେ କମ ଗ୍ୟାରେଣ୍ଟି ରହିବ ବୋଲି କହି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛନ୍ତି। ତେବେ ସତ ହେଲା ଏହି ଲିଟିଟେଡ୍ ପିରିୟଡ୍ ଅଫର ପଛରେ ସୁଚିନ୍ତିତ...
ନିବେଶ ନିଷ୍ପତି ସହଜ ହୋଇନଥାଏ, କେତେ ନିବେଶ କରିବେ,କେମିତି କରିବେ ଏବଂ ସବୁଠୁ ବଡ ପ୍ରଶ୍ନ ହେଲା ନିବେଶ ପାଇଁ ସଠିକ ସୁଯୋଗର ସନ୍ଧାନ.. ସଠିକ ନିବେଶ ସୁଯୋଗ ଖୋଜି ପାରିବା ଯଦି କଳା ତେବେ ନିବେଶର ସଠିକ ରଣନୈତିକ ବ୍ୟବହାର ହେଉଛି ବିଜ୍ଞାନ। ତେଣୁ ପୁଂଜି ନିବେଶ କରିବା ପୂର୍ବରୁ ଆପଣଙ୍କୁ ପାଂଚଟି ପ୍ରସଙ୍ଗ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ପଡିବ। ନିବେଶ ଲକ୍ଷ୍ୟ ନିର୍ଧାରଣ କରନ୍ତୁ : ଆପଣ...
ନିଜ ମାସିକ ଖର୍ଚ୍ଚ ଉପରେ ଲଗାମ କସି କରଜ ଜାଲରୁ ଜଣେ ମୁକୁଳି ପାରିବେ କରଜ କେବଳ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଖରାପ କରେ ନାହିଁ ,ଏହା ମଧ୍ୟ ଆପଣଙ୍କ ପାରିବାରିକ ଜୀବନକୁ ନଷ୍ଟ କରିଦିଏ। ଆମ ଆଖପାଖରେ ଏମିତି ଲୋକ ଥାନ୍ତି ଯେଉଁମାନେ ବଦଖର୍ଚ୍ଚୀ ହୋଇଥାନ୍ତି। ଭାବିଚିନ୍ତି ଖର୍ଚ୍ଚ ନକରି ସେମାନେ କରଜ ଜାଲରେ ପଡି ଛଟପଟ ହୁଅନ୍ତି। ଏମିତି କିଛି ବ୍ୟକ୍ତି ଥାନ୍ତି ଯେଉଁମାନେ ଏକରୁ ଅଧିକ...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ...
ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି ସୁଯୋଗ। ୧୫ ନଭେମ୍ଵର ୨୦୧୯ ସୁଦ୍ଧା କରି ପାରିବେ ଆବେଦନ। ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ୧୦୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏଥିରେ ବିଭିନ୍ନ ପଦବୀରେ ଆପ୍ରେନଟିସ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ୧୫ ନଭେମ୍ଵର ୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରି ପାରିବେ। ଯୋଗ୍ୟତା ଟ୍ରେଡ୍‌ ଆପ୍ରେନଟିସ/ ଆଟେଣ୍ଡଡାଣ୍ଟ ଅପରେଟର(କେମିକାଲ) – ୧୮ ପଦବୀ – +୩ ବିଜ୍ଞାନ...
ବାର୍ଷିକ ୨.୫ ଲକ୍ଷରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେବାକୁ ପଡ଼ିଥାଏ ଆୟକର କ’ଣ ଆପଣ ଆୟକର ଦେଉଛନ୍ତି କି ? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି ? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି ? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା...
ଲଙ୍ଗଟର୍ମ କ୍ୟାପିଟାଲ ଗେନକୁ ଏଭଳି ଭାବେ ବିନିଯୋଗ କରି ପାଆନ୍ତୁ ଟ୍ୟାକ୍ସରେ ରିହାତି  କ୍ୟାପିଟାଲ ଗେନ ଟ୍ୟାକ୍ସ ବା ଅର୍ଥ ଲାଭାଂଶ ଉପରେ ଟିକସ ସାଧାରଣତଃ କୌଣସି ସମ୍ପତ୍ତି ବିକ୍ରି ଉପରେ ଆମକୁ ଯେଉଁ ଅର୍ଥ ଲାଭ ହୋଇଥାଏ ତାହାକୁ କ୍ୟାପିଟାଲ ଗେନ୍ କୁହାଯାଇଥାଏ। କ୍ୟାପିଟାଲ ଗେନ ସମ୍ପର୍କରେ ଅଧିକ ଭଲ ଭାବେ ଜାଣିବାକୁ ହେଲେ ଆମକୁ ପ୍ରଥମେ କ୍ୟାପିଟାଲ ଆସେଟକୁ ବୁଝିବାକୁ ପଡ଼ିବ। ବିଭିନ୍ନ ପ୍ରକାର ଜମି, ବିଲ୍ଡିଂ,...
ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପିଏମଭିଭିୱାଇ କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର...