ସାବଧାନ,ଏମିତି ୮ଟି ଉପାୟରେ ଆପଣ ଠକେଇର ଶିକାର ହୋଇପାରନ୍ତି ... ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ...
ବର୍ଷ ବର୍ଷ ଧରି ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହୋଇ ଆସିଛି। ଏମିତିରେ ଟ୍ୟାକ୍ସ ସେଭିଂ ବିକଳ୍ପ ବହୁତ ରହିଛି, ଯେମିତି ନ୍ୟାସନାଲ ପେନସନ ସିଷ୍ଟମ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍,ପିପିଏଫ ଇତ୍ୟାଦି। ତେବେ ଏସବୁ ମଧ୍ୟରେ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ଇଏଲଏସଏସ) ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟ୍ୟାକ୍ସ ସେଭିଂ ବିକଳ୍ପ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି କାରଣ ବିଷୟରେ...
ଘରେ ସୁନା ନରଖି ବ୍ୟାଙ୍କରେ ଫିକ୍ସ କରନ୍ତୁ, ସୁଧ ମିଳିବ କ'ଣ ଆପଣ ଏହା ଜାଣିଛନ୍ତି କି ଘରେ ଥିବା ସୁନାକୁ ବ୍ୟାଙ୍କରେ ରଖି ଆପଣ ସେଥିରୁ ଟଙ୍କା ଆୟ କରିପାରିବେ? ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଭାମ୍ପଡ୍ ଗୋଲ୍ଡ ଡିପୋଜିଟ୍ ସ୍କିମ ଏଭଳି ସୁବିଧା ଦେଉଛି। ଏହି ସ୍କିମ୍ ଅନ୍ତର୍ଗତରେ ଆପଣ ନିଜ ପାଖରେ ଥିବା ସୁନା କିମ୍ବା ଗହଣାକୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଭାବେ ରଖି ପାରିବେ।...
ଟେଲିକମ୍ କମ୍ପାନି ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ନିଜର ନୂଆ ରିଚାର୍ଜ ପ୍ଲାନ ଘୋଷଣା କରିଛନ୍ତି। ପୂର୍ବ ପ୍ଲାନ ତୁଳନାରେ ନୂଆ ପ୍ଲାନର ଦାମ୍ ୪୦ ପ୍ରତିଶତ ଅଧିକ ରହିଛି। ଅର୍ଥାତ ଏଣିକି ଫୋନ୍ କଲ୍ ଓ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ତେବେ ଏହି ତିନୋଟି କମ୍ପାନି ଭିତରୁ କାହାର ରିଚାର୍ଜ ପ୍ଲାନ ବେଷ୍ଟ? କେଉଁ କମ୍ପାନିର ପ୍ଲାନ୍ ରିଚାର୍ଜ କଲେ...
ଅନଲାଇନ୍ ସପିଂ ବେଳେ ଆପଣ  କେମିତି ପେମେଣ୍ଟ୍ କରନ୍ତି ? କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି ? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସକୁ ତ୍ୟାଗ କରନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ...
ତିନୋଟି ପ୍ରଶ୍ନ ନିଜକୁ ପଚାରିବା ପରେ ଆରମ୍ଭ କରନ୍ତୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ। ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ତେବେ ପ୍ରଥମେ ଆପଣ କ'ଣ ପାଇଁ ନିବେଶ କରୁଛନ୍ତି ତାହା ଜାଣନ୍ତୁ। ଦ୍ୱିତୀୟରେ, ଆପଣଙ୍କ ହାତରେ କେତେ ସମୟ ରହିଛି। ତୃତୀୟ,ଏହା ଜାଣନ୍ତୁ ଯେ, ଆପଣ କେତେ ରିସ୍କ ନେଇ ପାରିବେ। ବର୍ତ୍ତମାନ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ,...
କେତେକ ଫାଇନାନସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣକ ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ,କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ'ଣ କରିବେ ? ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା ଅଧିକାଂଶ ବ୍ୟକ୍ତି...
ଏକାଧିକ ସେଭିଂ ଆକାଉଣ୍ଟ୍ ଖୋଲି ଇନକମ୍ ଟ୍ୟାକ୍ସ ଫାଙ୍କିବା ଯୁଗ ଶେଷ ଆପଣ ଯଦି ଘରୋଇ କ୍ଷେତ୍ରରେ କାମ କରୁଥିବେ ତେବେ ଏକାଧିକ ସେଭିଂ ଆକାଉଣ୍ଟ ଅପରେଟ୍ କରିବା ଅନୁଭବ ଆପଣଙ୍କର ଥିବ। ଉଦାହରଣ ଭାବେ ଅନୁଙ୍କୁ ନିଅନ୍ତୁ। ଅନୁଙ୍କ ପାଖରେ ଏକାଧିକ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ୍ ରହିଛି। କାରଣ ହେଲା କମ୍ପାନୀ ବଦଳିବା ସହ ତାଙ୍କର ସାଲାରି ଆକାଉଣ୍ଟ୍ ବଦଳେ। ଅଲଗା ଅଲଗା ବ୍ୟାଙ୍କ ଖାତାରୁ ସେ...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ- ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ ପିପିଏଫ୍...