ଚୀନ ସ୍ମାର୍ଟଫୋନ ନିର୍ମାତା ରିଅଲମି ନିକଟରେ ଭାରତରେ ଲଞ୍ଚ୍‌ କରିଛି ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ Realme X2। କମ୍ପାନି ଏହାକୁ ୧୫ ହଜାରରୁ ୨୦ ହଜାର ସ୍ମାର୍ଟଫୋନ୍‌ ସେଗ୍‌ମେଣ୍ଟେରେ ପ୍ରତିଯୋଗିତା ପାଇଁ ଆଣିଛି। ଏହାକୁ ଟକ୍କର ଦେବାକୁ ବଜାରରେ ଆଗରୁ ରହିଛି ସାଓମିର Redmi K20 ସ୍ମାର୍ଟଫୋନ୍‌। ଆସନ୍ତୁ ଜାଣିବା ଏହି ଦୁଇଟି ସ୍ମାର୍ଟଫୋନ୍‌ ମଧ୍ୟରେ କ’ଣ ରହିଛି ଫରକ୍‌? Realme X2 ସ୍ମାର୍ଟଫୋନ୍‌ ବଜାରରେ Realme X2 ସ୍ମାର୍ଟଫୋନ୍‌ର ୩ଟି...
ପିପିଏଫ୍ ଖାତାକୁ ୧୫ ବର୍ଷ ପରେ ମଧ୍ୟ ପୁନଃଚାଲୁ କରାଯାଇପାରିବ ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୋଇଥାଏ। ଯଦି ଆପଣଙ୍କର ପିପିଏଫ୍ ଆକାଉଣ୍ଟ୍ ଅଛି ଏବଂ ଏହା ଆଗାମୀ ୫ ବର୍ଷରେ ମ୍ୟାଚୁର ହେବାକୁ ଯାଉଛି ତେବେ ଏହି ୫ଟି କଥାର ତଥ୍ୟ ଆପଣଙ୍କ ପାଖରେ ରହିବା ଜରୁରୀ। ପିପିଏଫ୍ ନିବେଶ ପାଇଁ ଉପଲବ୍ଧ ସବୁଠୁ ଭଲ ସ୍କିମ୍ ମଧ୍ୟରୁ ଗୋଟିଏ ପିପିଏଫରେ ନିବେଶ ହୋଇଥିବା ପ୍ରିନସିପାଲ ଆମାଉଣ୍ଟ୍...
ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ,ପ୍ରଶ୍ନ ପଚାରନ୍ତୁ ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ ଫଟାଫଟ୍...
ଫିକ୍ସଡ ଡିପୋଜିଟ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ କଥା ଶୁଣିଛନ୍ତି? ଏହି ପ୍ଲାନ କେଉଁମାନଙ୍କ ପାଇଁ ବିଶେଷ ଉପଯୋଗୀ? କ'ଣ ପାଇଁ ଆପଣ ଫିକ୍ସଡ୍ ଡିପୋଜିଟ(ଏଫଡି) ବଦଳରେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି)କୁ ବାଛିବା ଅଧିକ ବୁଦ୍ଧିମାନର କାମ ହେବ? ଆସନ୍ତୁ ଜାଣିବା ଏ ବିଷୟରେ.... ଫିକ୍ସଡ୍ ଡିପୋଜିଟର ବିକଳ୍ପ କିଏ? ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ହେଉଛି ଏକ୍ ଡେଟ୍ ପ୍ରଡକ୍ଟ। ଏହାକୁ...
ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ'ଣ ଅଛି? କଣ ବିକଳ୍ପ...
ପାର୍ଟି ସହ ସ୍ମାର୍ଟ୍ ପ୍ଲାନିଂ ବି କରନ୍ତୁ ଯେମିତି ହେବେ କରଜ ମୁକ୍ତ ପ୍ରଥମେ ଜାଣନ୍ତୁ ଆପଙ୍କ ଉପରେ କେତେ କରଜ ଅଛି ଏକରୁ ଅଧିକ କରଜ ନେଇଥିଲେ ତାକୁ ଗୋଟିଏ ସ୍ଥାନକୁ ସିଫ୍ଟ କରନ୍ତୁ ଯଦି କାହାକୁ ଟଙ୍କା ଫେରାଇବାର ଅଛି ତେବେ ରେଗୁଲାର ରିପେମେଣ୍ଟ୍ କରିବାକୁ, ଅଦରକାରୀ ଖର୍ଚ୍ଚ କାଟ୍ କରନ୍ତୁ ନୂଆ ଲଗଜରି ସାମଗ୍ରୀ କିଣନ୍ତୁ ନାହିଁ ,ଯଦି କିଛି ଅଦରକାରୀ ସାମଗ୍ରୀ ଅଛି...
ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର? ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ'ଣ କରିବା ଠିକ୍ ହେବ?...
ETF ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଶେୟାର ନିର୍ଦ୍ଦିଷ୍ଟ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ,ଏହା  ମ୍ୟୁଚୁଆଲ ଫଣ୍ଡ ଭଳି.. ଭାରତ ବଣ୍ଡ୍ ଇଟିଏଫ୍ ବଜାରକୁ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ମ୍ୟୁଚୁଆଲ ଫଣ୍ଡ୍ ସହିତ ଅନେକ ନିବେଶକ ଇଟିଏଫ୍ ସମ୍ପର୍କରେ ଅଧିକ ଜାଣନ୍ତି ନାହିଁ। ଆସନ୍ତୁ ଇଟିଏଫ କଣ ଜାଣିବା... 1. ଇଟିଏଫ୍ କଣ? ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ କିଛି ଶେୟାରଙ୍କ ସେଟରେ ନିବେଶ କରିଥାଏ। ସାଧାରଣତଃ ଏହା ଏକ...
ପୋଷ୍ଟାଲ ସେଭିଂ ଆକାଉଣ୍ଟରେ ନିବେଶ ଦିଏ ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ଭାରତୀୟ ଡାକ ସେବା କେବଳ ଚିଠି ବାଣ୍ଟେନାହିଁ ଏହା ମଧ୍ୟ ଉପଭୋକ୍ତାଙ୍କୁ ସଂଚୟ ସ୍କିମ୍ ଦେଇଥାଏ। ଏଭଳି ସ୍କିମ୍ ଗୁଡିକର ବିଶେଷତା ହେଲା ଏହା ପଛରେ ଥାଏ ଭାରତ ସରକାରଙ୍କ ଗ୍ୟାରେଣ୍ଟି। ପୋଷ୍ଟାଲ ସେଭିଂ ସ୍କିମ୍ ମଧ୍ୟରୁ କିଛିରେ ନିବେଶ ଉପରେ ଆପଣ ଆୟକର ଆଇନର ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ମଧ୍ୟ ପାଇ...
ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଆସନ୍ତା ଡିସେମ୍ବର ୧୬ରୁ ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବେ। ବର୍ତ୍ତମାନ ଏହା କେବଳ ବ୍ୟାଙ୍କିଙ୍ଗ୍‌ ଆୱାର୍ସ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତେବେ ଡିସେମ୍ବର ୧୬ରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନରେ ୨୪ ଘଣ୍ଟିଆ...