ଆପଣ ଓ ଆପଣଙ୍କ ପରିବାର ପର୍ଯ୍ୟାପ୍ତ ଭାବେ ବୀମା କଭର ଭିତରକୁ ଆସୁଛନ୍ତି କି ନାହିଁ ତାହା ବର୍ଷ ଆରମ୍ଭରେ ଦେଖିନିଅନ୍ତୁ। ଇନସ୍ୟୁରାନ୍ସ କଭରର ଆକାର ଉପରେ ଧ୍ୟନ ଦିଅନ୍ତୁ ଓ ନିଜ ନୂଆ ଆବଶ୍ୟକତା ଅନୁସାରେ ଏହାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଇନସ୍ୟୁରାନ୍ସ ଆପଣଙ୍କ ନୂଆ ଜୀବନଶୈଳି ଅନୁସାରେ ହେବା ଆବଶ୍ୟକ। ଆପଣଙ୍କ ଟର୍ମ ଇନସ୍ୟୁରାନ୍ସ ସେତିକି ହେବା ଆବଶ୍ୟକ ଯାହା ଆପଣଙ୍କ ଆୟର...
ବୀମା ପଲିସି ବାଛିବା ବେଳେ ଲମ୍ବା ଅବଧିର ଦୃଷ୍ଟିକୋଣ ଆବଶ୍ୟକ। ବୀମା ନେବା ପୂର୍ବରୁ ପ୍ରଥମେ ନିଜ ଆର୍ଥିକ ସ୍ଥିରତା ଓ ସୁରକ୍ଷା ବାବଦରେ ଚିନ୍ତା କରନ୍ତୁ। ଆପଣ କେଉଁ ପ୍ରକାରର ବୀମା ନେବା ଉଚିତ ତାହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରେ। ତେଣୁ ପ୍ରଥମେ ନିଜ ଆବଶ୍ୟକତାକୁ ଚିହ୍ନିତ କରନ୍ତୁ ଏବଂ ତା’ପରେ ବୀମା ବାବଦରେ ଚିନ୍ତା କରନ୍ତୁ। ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ଆମେ ଭଲ...
ସଂଯୁକ୍ତ ପ୍ରପର୍ଟି ମାଲିକଙ୍କ ଆଶଙ୍କା ଦୂର କଲେ ସରକାର। ସଂଯୁକ୍ତ ମାଲିକାନାରେ ଥିବା ପ୍ରପର୍ଟିର ମାଲିକ ଏବେ ସରଳ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଆଇଟିଆର-୧(ସହଜ) ଓ ଆଇଟିଆର-୪(ସୁଗମ)କୁ ଫାଇଲ କରିପାରିବେ। ଯଦି ସେମାନେ ଏହି ଫର୍ମ ପୁରଣ କରିବାର ଅନ୍ୟ ସର୍ତ୍ତ ସବୁ ପୁରଣ କରୁଛନ୍ତି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏକ ଅଧିସୂଚନା ଜାରି କରି ଏହା ସ୍ପଷ୍ଟ କରିଛି। ସିବଡିଟି ଅନୁସାରେ ଆୟକର ଆଇନ୍ ୧୯୬୧ର...
ଆପଣଙ୍କୁ ଆୟକର ଦେବାକୁ ପଡ଼ିବ କି ନାହିଁ ଯଦି ଜାଣିନାହାନ୍ତି ତେବେ ଏହାକୁ ପଢ଼ନ୍ତୁ। ଆୟକର ସ୍ଲାବ ଭିତରେ ଆପଣ ଯାଉଛନ୍ତି କି ନାହିଁ? ଆଉ ଯଦି ଯାଉଛନ୍ତି ତେବେ ଆପଣଙ୍କୁ କେତେ ଆୟକର ଦେବାକୁ ପଡ଼ିବ? ଏସବୁ ପ୍ରଶ୍ନ ଯଦି ଆପଣଙ୍କୁ ବିଚଳିତ କରୁଛି, ତେବେ ଆସନ୍ତୁ ଜାଣିବା ଆୟକରର କେଉଁ ସ୍ଲାବ ଭିତରେ ଆପଣ ଆସୁଛନ୍ତି .. ବଜେଟ୍ ୨୦୧୯ ଅନୁଯାୟୀ ଆସେସମେଣ୍ଟ ଇୟର ୨୦୨୦-୨୧ର ଆୟକର ସ୍ଲାବ୍ ଯଦି...
ଆଇଟି ରିଟର୍ଣ୍ଣ ଫାଇଲର କିଛି ଟିପ୍‌ସ ଯାହା ଆପଣଙ୍କ କାମରେ ଆସିପାରେ..।  ଆୟକର ରିଟର୍ଣ୍ଣ ଫାଇଲ ତାରିଖ ପାଖେଇ ଆସିବା ସହ ଅନେକଙ୍କର ହାର୍ଟବିଟ୍ ବଢିଯାଇଥାଏ। ତରବରରେ ରିଟର୍ଣ୍ଣ ଫାଇଲ କରିବା ଚକ୍କରରେ ଅନେକ ଭୁଲ ହୁଏ। ଯାହା ଆଗକୁ ଚାଲି ମହଙ୍ଗା ପଡ଼ିପାରେ। ତେଣୁ ଆୟକର ରିଟର୍ଣ୍ଣ ଫାଇଲ କରିବା କାମ ଡେଡ୍ ଲାଇନ୍ ପୂର୍ବରୁ ସାରିଦିଅନ୍ତୁ। ଆଉ ଧିରେସୁସ୍ଥେ ଡାଟା ଦିଅନ୍ତୁ ଯେମିତି ଆଗକୁ ଭୁଲ ତଥ୍ୟ...
ଫର୍ମ ୧୬ର ପାର୍ଟ 'ବି' ବାସ୍ତବରେ ଆଇଟିଆର୍‌ ଫାଇଲ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏହାକୁ ଠିକ୍‌ରେ ବୁଝନ୍ତୁ। ଗତ ଆର୍ଟିକାଲରେ ଆପଣ ଫର୍ମ ୧୬ ଓ ଫର୍ମ ୨୬ଏଏସ୍‌ ବାବଦରେ ପଢ଼ିଥିଲେ। ଫର୍ମ ୧୬ ପାର୍ଟ ‘ଏ’ରେ ଆପଣଙ୍କ ନିଯୁକ୍ତିଦାତାଙ୍କ ନାମ, ଟାନ୍ ଓ ପାନ୍ ନମ୍ବର ଥାଏ। ଏହାସହ ଏଥିରେ କର୍ମଚାରୀଙ୍କ ପ୍ୟାନ୍ ନମ୍ବର ଓ କଟାଯାଇଥିବା ଟ୍ୟାକ୍ସର ବିବରଣୀ ଥାଏ। ପ୍ରତି ତିନି ମାସରେ ଆୟକର...
ଆଇଟିଆରରେ ନୂଆ ଓ ପୁରୁଣା ଚାକିରିରୁ ମିଳିଥିବା ଦରମା କଥା ଉଲ୍ଳେଖ କରନ୍ତୁ…ଆଉ କିଛି ଭୁଲ ବିଲକୁଲ ମଧ୍ୟ କରନ୍ତୁ ନାହିଁ। ଆୟକର ରିଟର୍ଣ୍ଣ ଫାଇଲ କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଜାଣତରେ ହେଉ କି ଅଜାଣତରେ, ଆପଣଙ୍କ ଭୁଲ ପାଇଁ ଆପଣଙ୍କୁ ଦଣ୍ଡିତ ହେବାକୁ ପଡ଼ିପାରେ। ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଭୁଲ ବାବଦରେ କହିବାକୁ ଯାଉଛୁ, ଯାହା ରିଟର୍ଣ୍ଣ ଭରିବା ସମୟରେ ଅଧିକାଂଶ...
ଘର ବିକ୍ରିର ଟାଇମିଂ ଠିକ୍ ନହେଲେ ଦେବାକୁ ପଡ଼ିବ ଅଧିକ ଆୟକର। ଘର କିମ୍ବା ପ୍ଲଟ କିଣିବା କେବଳ ନିବେଶ ନୁହେଁ ଏହା ମଧ୍ୟ ଆୟକର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ପୁରୁଣା ଘର ବିକ୍ରି କରିବା ଓ ନୂଆ ଘର କିଣିବା ମଧ୍ୟରେ ଅଧିକ ସମୟର ଅନ୍ତର ଯେଉଁଠି ଆପଣଙ୍କ ଟ୍ୟାକ୍ସ କମ୍‌ କରିଥାଏ, ସେଇଠି ନୂଆ ଘର କିଣି ସଙ୍ଗେ ସଙ୍ଗେ ବିକ୍ରି କରିବା ଫଳରେ ଆପଣଙ୍କୁ ଅଧିକ...
ମ୍ୟୁଚୁଆଲ ଫଣ୍ଡ୍‌ର ଫଣ୍ଡା - ୨ ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ୍‌ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଛୋଟ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିଥାନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ୍‌ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ସହ ସେୟାର ମାର୍କେଟଠାରୁ ଏଥିରେ କମ ରିସ୍କ ଥାଏ। ମ୍ୟୁଚୁଆଲ ଫଣ୍ଡ୍‌ ଅନେକ ପ୍ରକାରର ହୋଇଥାଏ। ତେବେ ଜଣେ ନୂଆ ନିବେଶକଙ୍କ କେଉଁ ମ୍ୟୁଚୁଆଲ ଫଣ୍ଡ୍‌ ବାଛିବେ...
ଜାଣନ୍ତୁ ଅନ୍ତରାଷ୍ଟ୍ରୀୟ ଇକ୍ୱିଟି ଫଣ୍ଡ୍ ବାବଦରେ… ମ୍ୟୁଚୁଆଲ ଫଣ୍ଡ୍ ଦୁନିଆରେ ଏବେ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ ଓ ଇଣ୍ଡେକ୍ସ ବାବଦରେ ଚର୍ଚ୍ଚା ହେଉଛି। ଆମେ ଆପଣଙ୍କୁ ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ କ'ଣ? ଏହା କେମିତି କାମ କରେ ସେବାବଦରେ ବିସ୍ତାରରେ କହିବୁ। ଭାରତୀୟ ବଜାର ତୁଳନାରେ ଆମେରିକାର ଇକ୍ୱିଟି ବଜାରରେ ବିଶେଷକରି ଲାର୍ଜ କ୍ୟାପ୍‌ରେ ଭଲ ପ୍ରଦର୍ଶନ କାରଣରୁ ଏହି ଫଣ୍ଡ୍ ଚର୍ଚ୍ଚାରେ ଅଛି। ଇଣ୍ଟରନ୍ୟାସନାଲ ଇକ୍ୱିଟି ଫଣ୍ଡ୍ କଣ ? ଯେଉଁ...