ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ, କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ’ଣ କରିବେ? ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା ଅଧିକାଂଶ ବ୍ୟକ୍ତି...
ଅନଲାଇନ୍ ସପିଂ ବେଳେ କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସ ଛାଡ଼ନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ ଗ୍ରାହକଙ୍କ ପାଖରେ ବାଛିବା ପାଇଁ ଅନେକ ଅପସନ୍ ଥାଏ,...
ଡିଜିଟାଲ ପେମେଣ୍ଟ: ଆପଣଙ୍କୁ ଲୁଟିବାର ୮ଟି ଉପାୟ ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ ଆପଣଙ୍କୁ ହରାଇବାକୁ...
କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ’ଣ ? ଏନ୍‌ପିଏସ୍‌ ଅର୍ଥାତ୍‌ ନାସନାଲ ପେମେଣ୍ଟ ସିଷ୍ଟମ। ନାସନାଲ ପେମେଣ୍ଟ ସିଷ୍ଟମରେ ଯେଉଁ ପେନସନ୍ ଖାତାଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ...
ଡକ୍ଟର ଗୌରହରି ଦାସ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ଓଡ଼ିଶାର ଅନେକ ଅଭାବ ଭିତରୁ ଗୋଟିଏ ଅଭାବ ହେଉଛି ସଫଳ କାହାଣୀର ଅଭାବ। ଏଠି ସଫଳ କାହାଣୀର ଅର୍ଥ ସଫଳ ଉଦ୍‌ଯୋଗୀ ଓଡ଼ିଆମାନଙ୍କର କାହାଣୀ। ଏଭଳି ସଫଳ ଲୋକଙ୍କ ସଂଖ୍ୟା ହାତଗଣତି ହେବ, ଯେଉଁମାନେ...
ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍‌ ଭୟ। ଗତ ୫ ଦିନ ଧରି ଲଗାତାର ଭାବେ ବଜାରରେ ଧିମା ଦେଖିବାକୁ ମିଳିଛି। ଫଳରେ ନିବେଶକଙ୍କ ୫.୫ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଥିବା ସୂଚନା ମିଳିଛି। ୧୯ ଫେବ୍ରୁଆରିରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ମାର୍କେଟ୍‌ କ୍ୟାପିଟାଲ ୧,୫୮,୭୧,୦୬୫.୩୧ କୋଟି ଟଙ୍କା ଥିଲା। ଏହାର ଏକ ସପ୍ତାହ ପରେ ବୁଧବାର (୨୬ ଫେବ୍ରୁଆରି)କୁ ମାର୍କେଟ୍‌ କ୍ୟାପିଟାଲ୍‌ କମି ଯାଇ ୧,୫୩,୧୯,୪୮୭.୦୮...
ଉପଭୋକ୍ତାଙ୍କଠାରୁ ବ୍ୟବସାୟୀ ଓ ସରକାର ସମସ୍ତଙ୍କ ପାଇଁ ଜିଏସ୍‌ଟି କେମିତି ଲାଭ ଦାୟକ ଆସନ୍ତୁ ଜାଣିବା।   ଜିଏସଟି ମାଧ୍ୟମରେ କର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବଢିଛି। ଏହା ସରକାରଙ୍କୁ ଲାଭ ତ’ ଦେଉଛି ଏହା ସହିତ ଉପଭୋକ୍ତା ଓ ବ୍ୟବସାୟୀ ମଧ୍ୟ ଏଥିରୁ ଲାଭ ପାଉଛନ୍ତି। ଉପଭୋକ୍ତାଙ୍କ ପାଇଁ କେମିତି ଲାଭଦାୟକ? ଅନେକ ପ୍ରକାରର ଟ୍ୟାକ୍ସ ସମାପ୍ତ ହେବା କାରଣରୁ ଓ ଟ୍ୟାକ୍ସ ଉପରେ ଟ୍ୟାକ୍ସ ନରହିବା କାରଣରୁ ବସ୍ତୁ ମୁଲ୍ୟରେ...
ଜାଣନ୍ତୁ ଜିଏସ୍‌ଟି କ'ଣ? ଜିଏସଟି ଅର୍ଥାତ ଗୁଡସ ଆଣ୍ଟ୍ ସର୍ଭିସ ଟ୍ୟାକ୍ସ। ଏହି ଟ୍ୟାକ୍ସ ସେତେବେଳେ ଲାଗେ ଯେତେବେଳ ଆପଣ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି। ଏହିପରି ଜିଏସଟି ହେଉଛି ଆମ ଉପରେ ଲାଗୁଥିବା ଅପ୍ରତ୍ୟକ୍ଷ କର। କେନ୍ଦ୍ର ସରକାର ୨୦୧୭ ମସିହାରେ ଏହି ଟ୍ୟାକ୍ସକୁ ଲାଗୁ କରିଥିଲେ। ଏହା ପୂର୍ବରୁ ସେଲ୍ ଟ୍ୟାକ୍ସ, ସର୍ଭିସ ଟ୍ୟାକ୍ସ, ଏକ୍ସାଇଜ୍ ଟ୍ୟାକ୍ସ ଭଳି ଅନେକ ଟ୍ୟାକ୍ସ ଥିଲା। ଜିଏସଟି ହେଉଛି...
ଏବେ ଆପଣ ଯାହା କରୁଛନ୍ତି ତାହା ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ପ୍ରଭାବିତ କରିବ। ବିଲ୍ ଗେଟସ ଥରେ କହିଥିଲେ, ଗରିବ ହୋଇ ଜନ୍ମ ହେବା ପାପ ନୁହେଁ କିନ୍ତୁ ଗରିବ ହୋଇ ମରିବା ପାପ। ଆମକୁ ସବୁବେଳେ ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ଯଦି ଆମେ ଉଦ୍ୟମ କରୁନେ ତେବେ ଆମେ ନିଜ ପ୍ରତି ଅନ୍ୟାୟ କରୁଛେ। ଭବିଷ୍ୟତରେ ଆପଣ ଆର୍ଥିକ ଭାବେ କେତେ...