ପଇସା ପ୍ଲସ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫.୦୦ ସନ୍ଧ୍ୟା (ଆଇଏସ୍‌ଟି), ୧୬ ଏପ୍ରିଲ୍, ୨୦୨୦ ସେନସେକ୍ସ ହାର – ୩୦,୬୦୨.୬୧     ୨୨୨.୮୦ ବୃଦ୍ଧି (ବି.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି(ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି(ବି.ଏସ୍.ଇ) ଏନ୍‌ଟିପିସି: ୫.୮୪ % ବୃଦ୍ଧି ଏଚ୍‌ସିଏଲ୍ ଟେକ୍ : ୩.୯୭ % ହ୍ରାସ ଆଇସିଆଇସିଆଇ ବ୍ୟାଙ୍କ୍ : ୪.୫୨% ବୃଦ୍ଧି ଟେକ୍ ମହିନ୍ଦ୍ରା : ୩.୭୫ % ହ୍ରାସ ଟାଇଟନ୍ କମ୍ପାନି : ୩.୮୭ % ବୃଦ୍ଧି କୋଟକ ମହିନ୍ଦ୍ରା : ୩.୬୬...
ଭାସ୍କର ପରିଚ୍ଛା କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧିକୁ ଆହୁରି ୩ ଦିନ ବଢାଇଛନ୍ତି। ଅର୍ଥାତ ମେ’ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ କୌଣସି ଅର୍ଥନୈତିକ ଗତିବିଧି ସମ୍ଭବ ନୁହେଁ। ଏଣୁ କରୋନା ଯୋଗୁଁ ଓଡ଼ିଶାର ଆର୍ଥିକ ଅବସ୍ଥା ଖରାପ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ଦେଖାଗଲାଣି। ଲକଡାଉନ ନଉଠିବା ପର୍ଯ୍ୟନ୍ତ ସାଧାରଣ ଜୀବନ ଯାତ୍ରା ବି ସମ୍ଭବ ନୁହେଁ। ଏହି...
ଲକ୍‌ଡାଉନ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମେଡିକାଲ ଇନ୍‌ସୁରାନ୍ସ ବାଧ୍ୟତାମୂଳକ। ସାରା ଦେଶରେ ଲକ୍‌ଡାଉନର ଦ୍ୱିତୀୟ ଫେଜ୍ ଲାଗୁ କରାଯାଇଛି। ଆସନ୍ତା ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ସମସ୍ତ କାମ ବନ୍ଦ ରହିବ। ଏନେଇ ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ହେଲେ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରଠୁ କିଛି ସେକ୍ଟରରେ କାମ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫.୩୦ ସନ୍ଧ୍ୟା (ଆଇ ଏସ୍ ଟି), ୩୧ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୨୯,୪୬୮.୪୯    ୧,୦୨୮.୧୭ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଆଇଟିସି : ୭.୮୪ % ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍ : ୧୪.୬୮ % ହ୍ରାସ ରିଲାୟାନ୍ସ : ୭.୭୬ % ବୃଦ୍ଧି ମାରୁତି ସୁଜୁକି: ୧.୨୩ % ହ୍ରାସ ଓଏନଜିସି : ୭.୬୪ % ବୃଦ୍ଧି ବାଜାଜ୍ ଫାଇନାନ୍ସ :...
ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓମ୍‌ ପ୍ରକାଶ ଜଗତିଙ୍କ ପରାମର୍ଶ। ଅନ୍ତତଃ ୬ ମାସ ପାଇଁ ଆମକୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଭିଜ୍ଞ କର୍ମଚାରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଛଟେଇ କରିବା ଠିକ୍‌ ହେବ ନାହିଁ। କିଭଳି ବ୍ୟାପକ ଛଟେଇ ନହେବ ସେ ଦିଗରେ ଘରୋଇ ସଂସ୍ଥାମାନଙ୍କ ପ୍ରତି ସରକାରଙ୍କର...
କରୋନା ଭାଇରସ କାରଣରୁ ଦେଶରେ ୨୧ ଦିନ ଲକଡାଉନ୍ ଜାରି ହୋଇଛି। ଏହି ପରିସ୍ଥିତିରେ ସେହି ମାନେ ଅଧିକ ଚିନ୍ତାରେ ଅଛନ୍ତି ଯେଉଁମାନେ ପ୍ରତି ମାସରେ ହୋମ, ପର୍ସନାଲ କିମ୍ବା କାର ଲୋନର ଇଏମଆଇ ଦେଇଥାନ୍ତି। ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ଏହି ଚିନ୍ତା ଦୂର କରିବା ପାଇଁ ପଦକ୍ଷେପ ନେଇଛି। କିନ୍ତୁ ଲୋକଙ୍କ ମନରେ ଏବେ ମଧ୍ୟ ଅନେକ ପ୍ରଶ୍ନ ରହିଛି। ଆସନ୍ତୁ ୮...
ଆର୍‌ବିଆଇ କମାଇଲା ରେପୋ ରେଟ୍ ୫.୧୫ରୁ ୪.୪୫ ପ୍ରତିଶତକୁ ଖସିଲା ସୁଧହାର ଗ୍ରାହକଙ୍କୁ ୩ ମାସ ଯାଏଁ ଇଏମ୍‌ଆଇରେ ମହଲତ ସବୁ ବ୍ୟାଙ୍କ ସିଆର୍‌ଆର୍‌ରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ ଲୋକଙ୍କ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିଛି: ଆର୍‌ବିଆଇ ବ୍ୟାଙ୍କ ୠଣ ଶୁଝିବା ପାଇଁ ୩ ମାସର ମହଲତ କରୋନା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ...
କରୋନା ପାଇଁ କେନ୍ଦ୍ରର ପ୍ୟାକେଜ – ଗରିବ ଓ ଅସହାୟଙ୍କ ପାଇଁ ଚିନ୍ତା। କରୋନା ମୁକାବିଲା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛନ୍ତି ଆର୍ଥିକ ପ୍ୟାକେଜ। ଏଥିରେ ଚାଷୀ, ନିର୍ମାଣ ଶ୍ରମିକ, ମହିଳା, ସ୍ଵୟଂସହାୟକ ଗୋଷ୍ଠୀ, ଇପିଏଫ୍‌ଧାରୀ ଏବଂ ଗରିବ ତଥା ସମାଜର ଅସହାୟ ବର୍ଗ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇପାରିବ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଆସନ୍ତୁ ନଜର...
ସୋସିଆଲ ମିଡିଆ, ଓ୍ଵାର୍କ ଫ୍ରମ ହୋମ, ଅନଲାଇନ ଏଜୁକେଶନ ସହ ଭିଡିଓ ଷ୍ଟ୍ରିମିଂର ବ୍ୟାପକ ବ୍ୟବହାର ଯୋଗୁଁ ଭାରତୀୟ ଇଣ୍ଟରନେଟ ସେବାରେ ହଲଚଲ୍। କରୋନା ଲାଗି ଚାରି ଆଡ଼େ ସଟ୍‌ଡାଉନ। ଗୋଟିଏ ପଟେ ଲୋକ ଘରେ ବସିବସି ନେଟଫ୍ଲିକ୍ସ ଆମାଜନ, ହଟଷ୍ଟାର ଓ ୟୁଟ୍ୟୁବ ଭଳି ଓଟିଟି ମାଧ୍ୟମରେ ବିଭିନ୍ନ ଭିଡିଓ ଦେଖୁଛନ୍ତି। ଅନ୍ୟପଟେ ହଜାର ହଜାର କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ ବା ଘରେ ରହି କାମ କରୁଥିବାରୁ...