ବାର୍ଷିକ ୨.୫ ଲକ୍ଷରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେବାକୁ ପଡ଼ିଥାଏ ଆୟକର କ’ଣ ଆପଣ ଆୟକର ଦେଉଛନ୍ତି କି ? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି ? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି ? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା...
ଭାରତର ସରକାରୀ ବ୍ୟାଙ୍କ କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳରେ ସରକାରୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଘଟୁଛି। ହେଲେ ଘରୋଇ କ୍ଷେତ୍ରରେ ନୂଆ ବ୍ୟାଙ୍କ ଖୋଲିବା ସହିତ ଏହାର ସମ୍ପ୍ରସାରଣ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଏହାର ସଦ୍ୟ ଉଦାହରଣ ହେଉଛି ବନ୍ଧନ ବ୍ୟାଙ୍କ। ଭାରତର ଏକ ଘରୋଇ ‘ବନ୍ଧନ ବ୍ୟାଙ୍କ’ ଗତ ୫ ବର୍ଷରୁ କମ୍‌ ସମୟ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର...
ଶିକ୍ଷାଋଣ ପାଇବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ସର୍ତ୍ତ ଶିକ୍ଷାଋଣ ନେବା ପୂର୍ବରୁ କ’ଣ କରିବେ ୧- କୌଣସି ପ୍ରକାର ଶିକ୍ଷାଋଣ କରିବା ପୂର୍ବରୁ ଆପଣ ଯେଉଁ କୋର୍ସ ବା ପାଠ୍ୟକ୍ରମ ପଢିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଭଲ ଭାବେ ଜାଣିରଖିବା ଆବଶ୍ୟକ। ୨-ଏହି ପାଠ୍ୟକ୍ରମରେ ଆପଣ ଭବିଷ୍ୟତରେ କି ପ୍ରକାର ଲାଭ ପାଇବେ ତାହା ଜାଣନ୍ତୁ। ୩- ସେହିପରି ଆପଣ ଯେଉଁ ଶିକ୍ଷାନୁଷ୍ଠାନରେ ପଢିବେ, ଉକ୍ତ ଶିକ୍ଷାନୁଷ୍ଠାନ ଏହି ପାଠ୍ୟକ୍ରମ ଉପରେ କିଭଳି...
  ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି  ହୀରା ଗହଣା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ଆସୁଛି ଧନତେରସ୍ ଓ ଦୀପାବଳି। ସମସ୍ତଙ୍କ ମୁହଁରେ ହସ ଓ ଉଲ୍ଲାସ। ଏହି ଖୁସିକୁ ଦ୍ୱିଗୁଣ କରିଛି ତନିସ୍କ। ସବୁଥର ପରି ଏଥର ମଧ୍ୟ ତନିସ୍କ ନେଇଆସିଛି ନୂଆ ଅଫର୍। ଦେଶର ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପାର୍ବଣ ଅବସରରେ ଆକର୍ଷଣୀୟ ଅଫର୍‌ମାନ ଘୋଷଣା କରିଛି। ଦୀପାବଳି ଅବସରରେ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ହେଉଛି ଏକ ପୋଷ୍ଟ ଅଫିସ ସଞ୍ଚୟ ଯୋଜନା, ଯାହା ଆପଣଙ୍କୁ ସର୍ବଦା ଏକ ନିର୍ଦ୍ଦିଷ୍ଟ ହାରର ସୁଧ ଦେଇଥାଏ। ଏନଏସସି କ’ଣ? ଏନଏସସି ବା ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ ହେଉଛି ସରକାରଙ୍କ ଏକ ପୋଷ୍ଟ ଅଫିସ ସଞ୍ଜୟ ଯୋଜନା। ଏଥିରେ ଯେକୌଣସି ଭାରତୀୟ ନାଗରିକ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁଧ...
‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ମାଧ୍ୟମରେ ଆବେଦନ କରି ପୁରୁଣା ସର୍ଭିସ୍‌ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍‌ ସମ୍ପର୍କୀତ ବିବାଦରେ ପେନାଲ୍‌ଟି ଏବଂ ସୁଧ ସମ୍ପୂର୍ଣ୍ଣ ଛାଡ଼ ପାଆନ୍ତୁ। ତା’ ସାଙ୍ଗକୁ ନିଅନ୍ତୁ ବାକି ଥିବା ଟିକସ ପରିମାଣ ଉପରେ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼। ସର୍ଭିସ ଟ୍ୟାକ୍ସ ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ଟିକସ ବାବଦରେ ବକେୟା ଥିବା କରଦାତାମାନଙ୍କ ପାଇଁ ଖୁସି ଖବର। ସବୁ...
ଏସ୍‌ଆଇପିରେ ସ୍ୱଳ୍ପ ନିବେଶ ମାଧ୍ୟମରେ ବଡ଼ ସ୍ୱପ୍ନକୁ କରନ୍ତୁ ସାକାର ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ବା ସୁବ୍ୟବସ୍ଥିତ ନିବେଶ ଯୋଜନା ହେଉଛି ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ କରିବାର ଏକ ପଦ୍ଧତି। ଏହା କମ୍ ରିସ୍କ ବା ଅପେକ୍ଷାକୃତ ନିରାପଦ ଏବଂ ଏହା ନିବେଶକଙ୍କୁ ଅଳ୍ପ ପରିମାଣର ପୁଞ୍ଜି ନିବେଶ କରି ଭଲ ଲାଭାଂଶ ପାଇବାର ସୁଯୋଗ ଦେଇଥାଏ। ବିଶେଷକରି ନୂତନ ନିବେଶକ ବା ପ୍ରଥମକରି ଯେଉଁମାନେ ମ୍ୟୁଚୁଆଲ...
ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଲାଭ ଓ କ୍ଷତି ବିଷୟରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏସବୁ ସାବଧାନତା ଅବଲମ୍ବନ ଜରୁରୀ ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ କରନ୍ତି। ସେହିପରି...