ବର୍ଷ ବର୍ଷ ଧରି ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହୋଇ ଆସିଛି। ଏମିତିରେ ଟ୍ୟାକ୍ସ ସେଭିଂ ବିକଳ୍ପ ବହୁତ ରହିଛି, ଯେମିତି ନ୍ୟାସନାଲ ପେନସନ ସିଷ୍ଟମ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍,ପିପିଏଫ ଇତ୍ୟାଦି। ତେବେ ଏସବୁ ମଧ୍ୟରେ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ଇଏଲଏସଏସ) ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟ୍ୟାକ୍ସ ସେଭିଂ ବିକଳ୍ପ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି କାରଣ ବିଷୟରେ...
ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଏ, ଏସ୍‌ଏପିଏ, ପୋଷ୍ଟମ୍ୟାନ, ମେଲ୍‌ଗାର୍ଡ ଓ ଏମ୍‌ଟିଏସ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। କେବଳ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଏହି ପଦବୀ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ୬ ଜାନୁଆରୀ ୨୦୨୦ ସୁଦ୍ଧା ଆବେଦନ କରିପାରିବେ। ପଦବୀ ପିଏ,ଏସ୍‌ଏପିଏ – (ରେସଲିଙ୍ଗ-୧, ବାସ୍କକେଟ ବଲ୍‌-୧, ଆଥଲେଟିକ-୨, ଫୁଟବଲ୍‌-୩, ହକି-୩, କ୍ରିକେଟ-୩, ଭଲି ବଲ୍‌-୩,...
ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି ଅଛି ସାଧାରଣ ଲୋକଠୁ ଆରମ୍ଭ କରି ବାବୁ ସାହେବ୍ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ପିଆଜ ଦର ଦିନକୁ ଦିନ ହାଟ୍ରିକ୍‌ ମାରୁଛି। ପିଆଜ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବୁଧବାର ପିଆଜ କିଲୋପିଚ୍ଛା ୧୨୦ ଟଙ୍କା ଥିବା ବେଳେ ଆଜି ୧୫୦କୁ ଛୁଇଁଲାଣି। କଟକରେ ଏବେ ବ୍ୟବସାୟୀମାନେ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି। ପିଆଜ ଦର ଏତେ...
ତିନୋଟି ପ୍ରଶ୍ନ ନିଜକୁ ପଚାରିବା ପରେ ଆରମ୍ଭ କରନ୍ତୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ। ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ତେବେ ପ୍ରଥମେ ଆପଣ କ'ଣ ପାଇଁ ନିବେଶ କରୁଛନ୍ତି ତାହା ଜାଣନ୍ତୁ। ଦ୍ୱିତୀୟରେ, ଆପଣଙ୍କ ହାତରେ କେତେ ସମୟ ରହିଛି। ତୃତୀୟ,ଏହା ଜାଣନ୍ତୁ ଯେ, ଆପଣ କେତେ ରିସ୍କ ନେଇ ପାରିବେ। ବର୍ତ୍ତମାନ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ,...
ଡିସେମ୍ବର ୬ ବନ୍ଦ ହୋଇଯିବ ଜିଓର ପୁରୁଣା ପ୍ଲାନ୍‌। ଏବେ ଆସିଲା ନୂଆ ଅଲ୍‌-ଇନ-ୱାନ ପ୍ଲାନ୍‌। ଜାଣନ୍ତୁ କ’ଣ ରହିଛି ? ରିଲାଏନ୍ସ ଜିଓ ପକ୍ଷରୁ ଏହାର ସମସ୍ତ ରିଚାର୍ଜ ପ୍ଲାନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଘୋଷଣା କରିଥିଲା। ଆସନ୍ତା ଡିସେମ୍ବର ୬ରୁ ରିଲାଏନ୍ସ ଏହାର ପୁରୁଣା ପ୍ଲାନ୍‌ ସବୁ ବନ୍ଦ ବନ୍ଦ ହୋଇଯିବ। ଏହାର ଭିତରେ ବୁଧବାର ଜିଓ ନୂଆ ପ୍ଲାନ୍‌ଗୁଡ଼ିକର ଘୋଷଣା କରିଛି।...
କେତେକ ଫାଇନାନସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣକ ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ,କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ'ଣ କରିବେ ? ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା ଅଧିକାଂଶ ବ୍ୟକ୍ତି...
ଏକାଧିକ ସେଭିଂ ଆକାଉଣ୍ଟ୍ ଖୋଲି ଇନକମ୍ ଟ୍ୟାକ୍ସ ଫାଙ୍କିବା ଯୁଗ ଶେଷ ଆପଣ ଯଦି ଘରୋଇ କ୍ଷେତ୍ରରେ କାମ କରୁଥିବେ ତେବେ ଏକାଧିକ ସେଭିଂ ଆକାଉଣ୍ଟ ଅପରେଟ୍ କରିବା ଅନୁଭବ ଆପଣଙ୍କର ଥିବ। ଉଦାହରଣ ଭାବେ ଅନୁଙ୍କୁ ନିଅନ୍ତୁ। ଅନୁଙ୍କ ପାଖରେ ଏକାଧିକ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ୍ ରହିଛି। କାରଣ ହେଲା କମ୍ପାନୀ ବଦଳିବା ସହ ତାଙ୍କର ସାଲାରି ଆକାଉଣ୍ଟ୍ ବଦଳେ। ଅଲଗା ଅଲଗା ବ୍ୟାଙ୍କ ଖାତାରୁ ସେ...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ- ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ ପିପିଏଫ୍...
ନୂଆ ବୀମା ଗାଇଡ୍ ଲାଇନ୍ସ ଆପଣଙ୍କୁ ଦେବ ଅଧିକ ଫାଇଦା ବୀମା କମ୍ପାନୀ ଡିସେମ୍ବର 1ରୁ ଆଇଆରଡିଏଆଇର ନୂଆ ଗାଇଡ୍ ଲାଇନ୍ସ ଲାଗୁ ହେବା ପୂର୍ବରୁ ବିଭିନ୍ନ ଅଫର ଆଣିଛନ୍ତି। ଆଗକୁ ନୂଆ ପ୍ଲାନରେ ଅଧିକ ପ୍ରିମିୟମ୍ ଦେବାକୁ ପଡିବ, ’ରିଟର୍ଣ୍ଣ ଉପରେ କମ ଗ୍ୟାରେଣ୍ଟି ରହିବ ବୋଲି କହି ଗ୍ରାହକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛନ୍ତି। ତେବେ ସତ ହେଲା ଏହି ଲିଟିଟେଡ୍ ପିରିୟଡ୍ ଅଫର ପଛରେ ସୁଚିନ୍ତିତ...