ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ,ପ୍ରଶ୍ନ ପଚାରନ୍ତୁ ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ ଫଟାଫଟ୍...
ଫିକ୍ସଡ ଡିପୋଜିଟ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ କଥା ଶୁଣିଛନ୍ତି? ଏହି ପ୍ଲାନ କେଉଁମାନଙ୍କ ପାଇଁ ବିଶେଷ ଉପଯୋଗୀ? କ'ଣ ପାଇଁ ଆପଣ ଫିକ୍ସଡ୍ ଡିପୋଜିଟ(ଏଫଡି) ବଦଳରେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି)କୁ ବାଛିବା ଅଧିକ ବୁଦ୍ଧିମାନର କାମ ହେବ? ଆସନ୍ତୁ ଜାଣିବା ଏ ବିଷୟରେ.... ଫିକ୍ସଡ୍ ଡିପୋଜିଟର ବିକଳ୍ପ କିଏ? ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ହେଉଛି ଏକ୍ ଡେଟ୍ ପ୍ରଡକ୍ଟ। ଏହାକୁ...
ଆଜିର ଦିନରେ ଆଧାରକାର୍ଡ ଭାରତରେ ଏକ ପ୍ରମୁଖ ପରିଚୟ ପତ୍ରର ମାନ୍ୟତା ପାଇଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହି ପରିଚୟ ପତ୍ର ରହିଥିବା ଦେଖିବାକୁ ମିଳେ। ତେବେ ଆଧାରକାର୍ଡକୁ ନେଇ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି। ଯଦି ଆପଣଙ୍କ ଆଧାରକାର୍ଡ ଛୋଟ ବେଳେ ଅର୍ଥାତ୍‌ ୧୫ ବର୍ଷ ବୟସ ପୂର୍ବରୁ କରିଛନ୍ତି, ତେବେ ତୁରନ୍ତ ନିଜ ଆଧାରକାର୍ଡକୁ...
ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ'ଣ ଅଛି? କଣ ବିକଳ୍ପ...
ଇନକମ୍ ଷ୍ଟେଜରେ ରିସ୍କ ନିଅନ୍ତୁ,ଫ୍ୟାମିଲି ଷ୍ଚେଜରେ ଟିକେ ସମ୍ଭାଳିକି ନିବେଶ କରନ୍ତୁ ... ଜୀବନର ଅଲଗା ଅଲଗା ଷ୍ଟେଜରେ ବଦଳୁଥିବା ଳକ୍ଷ୍ୟ ଅନୁସାରେ ନିବେଶରେ ପରିବର୍ତ୍ତନ ଆବଶ୍ୟକ। ଫାଇନାନସିଆଲ ପ୍ଲାନର ମାନେ ଜୀବନକୁ ତିନୋଟି ଭାଗରେ ବିଭକ୍ତ କରନ୍ତି। ପ୍ରଥମ ଷ୍ଟେଜ୍ ୨୧ରୁ ୪୦ ବର୍ଷ। ପ୍ରଥମ ଷ୍ଟେଜ ହାଇ ଇନକମ, ଗ୍ରୋଥର ସମୟ। ଦ୍ୱିତୀୟ ଷ୍ଟେଜ୍ ୪୧ରୁ ୫୫ ବର୍ଷ। ଦ୍ୱିତୀୟ ଷ୍ଟେଜ ମଧ୍ୟମ ଗ୍ରୋଥ୍ ଫ୍ୟାମିଲି ପାଇଁ...
ପାର୍ଟି ସହ ସ୍ମାର୍ଟ୍ ପ୍ଲାନିଂ ବି କରନ୍ତୁ ଯେମିତି ହେବେ କରଜ ମୁକ୍ତ ପ୍ରଥମେ ଜାଣନ୍ତୁ ଆପଙ୍କ ଉପରେ କେତେ କରଜ ଅଛି ଏକରୁ ଅଧିକ କରଜ ନେଇଥିଲେ ତାକୁ ଗୋଟିଏ ସ୍ଥାନକୁ ସିଫ୍ଟ କରନ୍ତୁ ଯଦି କାହାକୁ ଟଙ୍କା ଫେରାଇବାର ଅଛି ତେବେ ରେଗୁଲାର ରିପେମେଣ୍ଟ୍ କରିବାକୁ, ଅଦରକାରୀ ଖର୍ଚ୍ଚ କାଟ୍ କରନ୍ତୁ ନୂଆ ଲଗଜରି ସାମଗ୍ରୀ କିଣନ୍ତୁ ନାହିଁ ,ଯଦି କିଛି ଅଦରକାରୀ ସାମଗ୍ରୀ ଅଛି...
ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର? ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ'ଣ କରିବା ଠିକ୍ ହେବ?...
ETF ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଶେୟାର ନିର୍ଦ୍ଦିଷ୍ଟ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ,ଏହା  ମ୍ୟୁଚୁଆଲ ଫଣ୍ଡ ଭଳି.. ଭାରତ ବଣ୍ଡ୍ ଇଟିଏଫ୍ ବଜାରକୁ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ମ୍ୟୁଚୁଆଲ ଫଣ୍ଡ୍ ସହିତ ଅନେକ ନିବେଶକ ଇଟିଏଫ୍ ସମ୍ପର୍କରେ ଅଧିକ ଜାଣନ୍ତି ନାହିଁ। ଆସନ୍ତୁ ଇଟିଏଫ କଣ ଜାଣିବା... 1. ଇଟିଏଫ୍ କଣ? ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ କିଛି ଶେୟାରଙ୍କ ସେଟରେ ନିବେଶ କରିଥାଏ। ସାଧାରଣତଃ ଏହା ଏକ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...
ଅଫ୍ ଲାଇନ୍ ଟ୍ରେଡ ପାଇଁ ବ୍ରୋକରଙ୍କୁ କେବେ ମଧ୍ୟ ଦିଅନ୍ତୁ ନାହିଁ ଦସ୍ତଖସ୍ତ ବିଶିଷ୍ଟ ଇନଷ୍ଟ୍ରକସନ ସ୍ଲିପ୍ କର୍ଭି ଷ୍ଟକ୍ ବ୍ରୋକିଂ ସେବି ନିଶାନାରେ ଅଛି। ଗତ ସପ୍ତାହରେ ସେବି କର୍ଭି ଉପରେ ପ୍ରତିବନ୍ଧକ ଲଗାଇଛି। କାରଣ ହେଉଛି କର୍ଭି ନିଜ ଗ୍ରାହକଙ୍କ ବିନା ଅନୁମତିରେ ସେମାନଙ୍କ ସେୟାରକୁ ବନ୍ଧକ ରଖିଥିଲା। ଏହାସହ ୧୦୯୬ କୋଟି ମୁଲ୍ୟର ପ୍ରତିଭୂତି (ସିକ୍ୟୁରିଟି) ଏହା ନିଜର ଗ୍ରୁପ କମ୍ପାନି କର୍ଭି ରିୟଲିଟି ପ୍ରାଇଭେଟକୁ...