ବୀମା ପଲିସି ବାଛିବା ବେଳେ ଲମ୍ବା ଅବଧିର ଦୃଷ୍ଟିକୋଣ ଆବଶ୍ୟକ। ବୀମା ନେବା ପୂର୍ବରୁ ପ୍ରଥମେ ନିଜ ଆର୍ଥିକ ସ୍ଥିରତା ଓ ସୁରକ୍ଷା ବାବଦରେ ଚିନ୍ତା କରନ୍ତୁ। ଆପଣ କେଉଁ ପ୍ରକାରର ବୀମା ନେବା ଉଚିତ ତାହା ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରେ। ତେଣୁ ପ୍ରଥମେ ନିଜ ଆବଶ୍ୟକତାକୁ ଚିହ୍ନିତ କରନ୍ତୁ ଏବଂ ତା’ପରେ ବୀମା ବାବଦରେ ଚିନ୍ତା କରନ୍ତୁ। ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ଆମେ ଭଲ...
ସଂଯୁକ୍ତ ପ୍ରପର୍ଟି ମାଲିକଙ୍କ ଆଶଙ୍କା ଦୂର କଲେ ସରକାର। ସଂଯୁକ୍ତ ମାଲିକାନାରେ ଥିବା ପ୍ରପର୍ଟିର ମାଲିକ ଏବେ ସରଳ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଆଇଟିଆର-୧(ସହଜ) ଓ ଆଇଟିଆର-୪(ସୁଗମ)କୁ ଫାଇଲ କରିପାରିବେ। ଯଦି ସେମାନେ ଏହି ଫର୍ମ ପୁରଣ କରିବାର ଅନ୍ୟ ସର୍ତ୍ତ ସବୁ ପୁରଣ କରୁଛନ୍ତି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏକ ଅଧିସୂଚନା ଜାରି କରି ଏହା ସ୍ପଷ୍ଟ କରିଛି। ସିବଡିଟି ଅନୁସାରେ ଆୟକର ଆଇନ୍ ୧୯୬୧ର...
ଆପଣଙ୍କୁ ଆୟକର ଦେବାକୁ ପଡ଼ିବ କି ନାହିଁ ଯଦି ଜାଣିନାହାନ୍ତି ତେବେ ଏହାକୁ ପଢ଼ନ୍ତୁ। ଆୟକର ସ୍ଲାବ ଭିତରେ ଆପଣ ଯାଉଛନ୍ତି କି ନାହିଁ? ଆଉ ଯଦି ଯାଉଛନ୍ତି ତେବେ ଆପଣଙ୍କୁ କେତେ ଆୟକର ଦେବାକୁ ପଡ଼ିବ? ଏସବୁ ପ୍ରଶ୍ନ ଯଦି ଆପଣଙ୍କୁ ବିଚଳିତ କରୁଛି, ତେବେ ଆସନ୍ତୁ ଜାଣିବା ଆୟକରର କେଉଁ ସ୍ଲାବ ଭିତରେ ଆପଣ ଆସୁଛନ୍ତି .. ବଜେଟ୍ ୨୦୧୯ ଅନୁଯାୟୀ ଆସେସମେଣ୍ଟ ଇୟର ୨୦୨୦-୨୧ର ଆୟକର ସ୍ଲାବ୍ ଯଦି...
ଜାଣନ୍ତୁ ପିପିଏଫ୍ ଆକାଉଣ୍ଟରେ ପରିବର୍ତ୍ତନ ଆପଣଙ୍କୁ କେମିତି କରିବ ପ୍ରଭାବିତ.. କେନ୍ଦ୍ର ସରକାର ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍‌(PPF)ରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିଫିକେସନ୍ ଜାରି କରାଯାଇଛି। ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ସ୍କିମ୍ ୨୦୧୯ ନାମରେ ଜାରି କରାଯାଇଥିବା ଏହି ନୋଟିଫିକେସନ ତତ୍କାଳ ଭାବେ ଲାଗୁ ହୋଇଛି। ଏହାସହ ପୁରୁଣା ନିୟମ ଅକାମି ହୋଇଯାଇଛି। ବର୍ତ୍ତମାନ ଜଣେ ବ୍ୟକ୍ତି ଫର୍ମ ୧ ଅନ୍ତର୍ଗତରେ ଗୋଟିଏ...
ମହମ୍ମଦ ଇସ୍‌ମାଇଲ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। କର୍ମ ଭଗବାନଙ୍କ ସୃଷ୍ଟି। ଶ୍ରୀମଦ୍‌ ଭଗବତ ଗୀତାରେ ଭଗବାନ ବାସୁଦେବ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି- ତୁମେ କର୍ମ କର। ତା’ର ଫଳ ଆଶା ଛାଡ଼, ଧର୍ମରକ୍ଷା ହେଉଛି ତୁମର କର୍ମ। ନିଜର ସ୍ୱାର୍ଥ ଛାଡ଼ି ମାନବ...
ବ୍ୟାଙ୍କ ଡିପୋଜିଟରୁ ମିଳୁଥିବା ସୁଧ ଉପରେ ଆପଣଙ୍କୁ ୧୦ ପ୍ରତିଶତ ଟିଡିଏସ ଦେବାକୁ ପଡ଼େ। ଯଦି ଆପଣ ୨୦ କିମ୍ବା ୩୦ ପ୍ରତିଶତ ଆୟକର ସ୍ଲାବ୍ ମଧ୍ୟରେ ଆସୁଛନ୍ତି, ତେବେ ଆପଣଙ୍କୁ ସୁଧରୁ ହେଉଥିବା ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ.. କେବେ ମଧ୍ୟ ଟ୍ୟାକ୍ସ ପରମର୍ଶଦାତାଙ୍କୁ ଭୁଲ ତଥ୍ୟ ଦିଅନ୍ତୁ ନାହିଁ। କାରଣ ଆପଣଙ୍କ ଦ୍ୱାରା ଦିଆ ଯାଇଥିବା ଭୁଲ ତଥ୍ୟ ଆଗକୁ ଆପଣଙ୍କୁ ହିଁ ଅଡୁଆରେ ପକାଇ...
ଫର୍ମ ୧୬ର ପାର୍ଟ 'ବି' ବାସ୍ତବରେ ଆଇଟିଆର୍‌ ଫାଇଲ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏହାକୁ ଠିକ୍‌ରେ ବୁଝନ୍ତୁ। ଗତ ଆର୍ଟିକାଲରେ ଆପଣ ଫର୍ମ ୧୬ ଓ ଫର୍ମ ୨୬ଏଏସ୍‌ ବାବଦରେ ପଢ଼ିଥିଲେ। ଫର୍ମ ୧୬ ପାର୍ଟ ‘ଏ’ରେ ଆପଣଙ୍କ ନିଯୁକ୍ତିଦାତାଙ୍କ ନାମ, ଟାନ୍ ଓ ପାନ୍ ନମ୍ବର ଥାଏ। ଏହାସହ ଏଥିରେ କର୍ମଚାରୀଙ୍କ ପ୍ୟାନ୍ ନମ୍ବର ଓ କଟାଯାଇଥିବା ଟ୍ୟାକ୍ସର ବିବରଣୀ ଥାଏ। ପ୍ରତି ତିନି ମାସରେ ଆୟକର...
ଆଇଟିଆରରେ ନୂଆ ଓ ପୁରୁଣା ଚାକିରିରୁ ମିଳିଥିବା ଦରମା କଥା ଉଲ୍ଳେଖ କରନ୍ତୁ…ଆଉ କିଛି ଭୁଲ ବିଲକୁଲ ମଧ୍ୟ କରନ୍ତୁ ନାହିଁ। ଆୟକର ରିଟର୍ଣ୍ଣ ଫାଇଲ କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଜାଣତରେ ହେଉ କି ଅଜାଣତରେ, ଆପଣଙ୍କ ଭୁଲ ପାଇଁ ଆପଣଙ୍କୁ ଦଣ୍ଡିତ ହେବାକୁ ପଡ଼ିପାରେ। ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଭୁଲ ବାବଦରେ କହିବାକୁ ଯାଉଛୁ, ଯାହା ରିଟର୍ଣ୍ଣ ଭରିବା ସମୟରେ ଅଧିକାଂଶ...
ଘର ବିକ୍ରିର ଟାଇମିଂ ଠିକ୍ ନହେଲେ ଦେବାକୁ ପଡ଼ିବ ଅଧିକ ଆୟକର। ଘର କିମ୍ବା ପ୍ଲଟ କିଣିବା କେବଳ ନିବେଶ ନୁହେଁ ଏହା ମଧ୍ୟ ଆୟକର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ପୁରୁଣା ଘର ବିକ୍ରି କରିବା ଓ ନୂଆ ଘର କିଣିବା ମଧ୍ୟରେ ଅଧିକ ସମୟର ଅନ୍ତର ଯେଉଁଠି ଆପଣଙ୍କ ଟ୍ୟାକ୍ସ କମ୍‌ କରିଥାଏ, ସେଇଠି ନୂଆ ଘର କିଣି ସଙ୍ଗେ ସଙ୍ଗେ ବିକ୍ରି କରିବା ଫଳରେ ଆପଣଙ୍କୁ ଅଧିକ...
ଟର୍ମ ପ୍ଲାନ ସହ ଆସୁଥିବ ଅତିରିକ୍ତ ରାଇଡର୍ସକୁ ବୁଝନ୍ତୁ.. ବୀମା ପଲିସିରେ ଥିବା ରାଇଡର୍ସ ଅତିରିକ୍ତ ଲାଭ ଅଫର କରନ୍ତି। ଏହା ଏମିତି ବେନିଫିଟ୍‌(ଲାଭ) ହୋଇଥାଏ ଯାହା ଷ୍ଟାଣ୍ଡାର୍ଡ ବୀମାରେ ଆସିନଥାଏ। ଏଭଳି ଅନେକ ରାଇଡର୍ସ ଜୀବନ ବୀମା, ମୋଟର ବୀମା ଓ ସ୍ୱାସ୍ଥ୍ୟ ବୀମା ସହ ବିକ୍ରି କରାଯାଇଥାଏ। ଏହା ଜରିଆରେ ଗ୍ରାହକଙ୍କୁ ବିଶେଷ ସୁବିଧା ଦିଆଯାଇଥାଏ। ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ରାଇଡର୍ସ କଣ? ବୀମା କମ୍ପାନି ଗତ ୭ରୁ ୮...