ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆପଣଙ୍କ ପର୍ସ ପାଇଁ ବି ଭାରି..। ଧୂମପାନ ସ୍ୱସ୍ଥ୍ୟ ପାଇଁ ହାନିକାରକ। ଏକଥା ସମସ୍ତେ ଜାଣିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂସାରେ ୧୨ ପ୍ରତିଶତ ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ଘର ହେଉଛି ଭାରତ। ଯେଉଁମାନଙ୍କ ମଧ୍ୟରୁ ବାର୍ଷିକ ୧ କୋଟି ଲୋକ ଧୂମପାନ ଜନିତ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି। ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇ ନୁହେଁ ଆପଣଙ୍କ ପର୍ସ ପାଇଁ ମଧ୍ୟ...
ମନି ବ୍ୟାକ୍ ପଲିସି କ'ଣ? ଏହା କେମିତି ଅନ୍ୟ ପାରମ୍ପାରିକ ଜୀବନ ବୀମାଠାରୁ ଅଲଗା ଆସନ୍ତୁ ଜାଣିବା.. ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ...
ପଲିସି ସରେଣ୍ଡର କରିବା ଅର୍ଥ ହେଉଛି, ପ୍ରିମିୟମର ସେହି ଭାଗ ଯାହାକୁ ଆଗରୁ ଦିଆଯାଇଛି ତାକୁ ପଲିସି ଧାରକଙ୍କୁ ଫେରସ୍ତ ମିଳିବ। ୩୦ ବର୍ଷୀୟା ଶୁଭଶ୍ରୀ ବିପିଓରେ କାମ କରନ୍ତି। ନିୟମିତ ସଞ୍ଚୟ ତାଙ୍କ ଅଭ୍ୟାସ। ସେ ଗତ ୫ରୁ ୬ ବର୍ଷ ହେବ ନିବେଶ କରିଆସୁଛନ୍ତି। ତେବେ ଏବେ ତାଙ୍କ ପାଇଁ ମୁଣ୍ଡବିନ୍ଧା ହେଉଛି ତାଙ୍କର କିଛି ଇନସ୍ୟୁରାନ୍ସ ପଲିସି। ଟ୍ୟାକ୍ସ ବଞ୍ଚାଇବା ପାଇଁ ସେ କିଛି ଏଣ୍ଡାୱମେଣ୍ଟ ପଲିସି...
ସଞ୍ଚୟ ସହ ଜୀବନ ବୀମା କଭର ଚାହୁଁଥିଲେ ନିଅନ୍ତୁ ଏଣ୍ଡାୱମେଣ୍ଟ ପଲିସି। ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପଲିସି ମଧ୍ୟରୁ ଗୋଟିଏ ହେଉଛି ଏଣ୍ଡାୱମେଣ୍ଟ ପଲିସି। ଏହା ହେଉଛି ଇନସ୍ୟୁରାନ୍ସର ପାରମ୍ପାରିକ ରୂପ। ଯେଉଁଥିରେ ଆପଣ ସଞ୍ଚୟ ସହିତ ପାଇଥାନ୍ତି ଜୀବନ ବୀମା କଭର। ଏଭଳି ଏକ ପ୍ଲାନ୍ ଯେଉଁଥିରେ ଆପଣ ଅଳ୍ପ ଅଳ୍ପ ନିବେଶ କରି ଆର୍ଥିକ ସୁରକ୍ଷା ପାଇଥାନ୍ତି। ଲମ୍ବା ଅବଧୀରେ ଏହା ଆପଣଙ୍କୁ ଭଲ ସଞ୍ଚୟ...
ୟୁଲିପର ଲାଭ-କ୍ଷତି ବାବଦରେ ଜାଣିବା ପରେ ହିଁ ନିଅନ୍ତୁ ପ୍ଲାନ୍.. ସେୟାରରୁ ମିଳୁଥିବା ଲାଭ ଉପରେ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ (LTCG) ଲାଗିଥାଏ। କିନ୍ତୁ ୟୁଲିପ ପ୍ଲାନ୍ ମାର୍କେଟ୍ ଲିଙ୍କଡ୍ ହୋଇଥିଲେ ମଧ୍ୟ ଏଥିରୁ ମିଳୁଥିବା ଲାଭ ଉପରେ ଏଲଟିସିଜି ଲାଗୁ ହୋଇନଥାଏ। ତେଣୁ ଏହାପ୍ରତି ଲୋକଙ୍କ ଆକର୍ଷଣ ଅଧିକ। ୟୁଲିପ୍ ଟ୍ୟାକ୍ସ ଫ୍ରି ହୋଇଥିବାରୁ ଅଧିକରୁ ଅଧିକ ନିବେଶକ ୟୁଲିପରେ ନିବେଶ କରିବାକୁ ଚାହାନ୍ତି। ଯଦି...
ୟୁଲିପ୍ ଏମିତି ଗୋଟିଏ ପ୍ଲାନ୍ ଯାହା ଆପଣଙ୍କୁ ନିବେଶର ସୁଯୋଗ ଦେବା ସହ ଦିଏ ଜୀବନ ବୀମା। ଆଗରୁ ଆମେ ଜାଣି ସାରିଛେ ଜୀବନ ବୀମା କେତେ ପ୍ରକାରର। ମୋଟାମୋଟି ଭାବେ ଜୀବନ ବୀମାକୁ ୭ ଭାଗରେ ବିଭକ୍ତ କରାଯାଇଛି। ଏହି ୭ ପ୍ରକାର ଜୀବନ ବୀମା ହିଁ ବାସ୍ତବରେ ବେଶି ପ୍ରଚଳିତ। ତାହାରି ଭିତରୁ ଗୋଟିଏ ହେଉଛି ULIP ବା ୟୁନିଟ୍ ଲିଙ୍କଡ୍ ଇନସ୍ୟୁରାନ୍ସ ପ୍ଲାନ୍। ଆସନ୍ତୁ ଆଜି...
ସ୍ୱାସ୍ଥ୍ୟ ବୀମା ନେବା ବେଳେ କ’ଣ କରିବେ, କ’ଣ କରିବେ ନାହିଁ, ଜାଣନ୍ତୁ... ପରିବାରର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଆମେ ଅନେକ ଯୋଜନା କରିଥାଉ। ଆର୍ଥିକ ଅଭାବ ଓ କ୍ଷତି ଯେମିତି ନହେବ, ଭବିଷ୍ୟତରେ ଆର୍ଥିକ ସୁରକ୍ଷା ଯେମିତି ରହିବ ସେଥିପାଇଁ ଆମେ ଅଳ୍ପବହୁତ ନିବେଶ ଓ ବୀମା କରାଇଥାଉ। ବଜାରରେ ଆପଣଙ୍କୁ ପରିବାରର ସୁରକ୍ଷିତ ଭବିଷ୍ୟତ ପାଇଁ ଅନେକ ବୀମା ପ୍ଲାନ୍ ମିଳିଯିବ। ବିଭିନ୍ନ କମ୍ପାନି ନିଜ...
କିଶୋର ଶତପଥୀ ଶରତ ନାମଧାରୀ ଅନେକ ବ୍ୟକ୍ତି ଅଛନ୍ତି। କିନ୍ତୁ ଆମେ ସବୁ ଯେତେବେଳେ ଶରତ ସାହୁଙ୍କ କଥା କହୁ ସେତେବେଳେ ସମସ୍ତେ ବୁଝନ୍ତି ଯେ ଏ ହେଉଛନ୍ତି ରୁଚିର ଶରତ ସାହୁ। ରୁଚି ଏବଂ ଶରତ ଗୋଟିଏ ମୁଦ୍ରାର ଦୁଇଟି ପାଖ କହିଲେ ଭୁଲ୍‌ ହେବ ନାହିଁ। ଉତ୍ପାଦନ କିମ୍ବା ଉତ୍ପାଦକ ଏହା ମଧ୍ୟରେ କିଏ ଶ୍ରେଷ୍ଠ ତାହା କହିବା ମୁସ୍କିଲ୍‌। ଶରତ ସାହୁ ଆଜି ରୁଚି ମସଲାକୁ...
ମ୍ୟୁଚୁଆଲ ଫଣ୍ଡ୍  ୟୁନିଟକୁ ରିଡିମ୍ କରିବା ପ୍ରକ୍ରିୟା କ’ଣ ? ରିଡିମ୍ କଲେ ୟୁନିଟ୍ ପିଛା କେତେ ଟଙ୍କା ପାଇବେ? ମ୍ୟୁଚୁଆଲ ଫଣ୍ଡ୍‌କୁ ନିବେଶକ ଅଧିକ ଗୁରୁତ୍ୱ ଦେଉଛନ୍ତି କାରଣ ହେଉଛି ଏଥିରେ ସେୟାର ମାର୍କେଟଠାରୁ କମ ରିସ୍କ ଥାଏ। ସେୟାର  ବଜାର ବାବଦରେ କମ ଜ୍ଞାନ ଥିବା ବା ବିଲକୁଲ ଅନଭିଜ୍ଞ ଥିବା ବ୍ୟକ୍ତି ଏଥିରେ କମ ରିସ୍କରେ ନିବେଶ କରିପାରିବେ। ଏହା ସହ ଆଉ ଗୋଟିଏ କାରଣ...
ଆପଣ ଓ ଆପଣଙ୍କ ପରିବାର ପର୍ଯ୍ୟାପ୍ତ ଭାବେ ବୀମା କଭର ଭିତରକୁ ଆସୁଛନ୍ତି କି ନାହିଁ ତାହା ବର୍ଷ ଆରମ୍ଭରେ ଦେଖିନିଅନ୍ତୁ। ଇନସ୍ୟୁରାନ୍ସ କଭରର ଆକାର ଉପରେ ଧ୍ୟନ ଦିଅନ୍ତୁ ଓ ନିଜ ନୂଆ ଆବଶ୍ୟକତା ଅନୁସାରେ ଏହାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଇନସ୍ୟୁରାନ୍ସ ଆପଣଙ୍କ ନୂଆ ଜୀବନଶୈଳି ଅନୁସାରେ ହେବା ଆବଶ୍ୟକ। ଆପଣଙ୍କ ଟର୍ମ ଇନସ୍ୟୁରାନ୍ସ ସେତିକି ହେବା ଆବଶ୍ୟକ ଯାହା ଆପଣଙ୍କ ଆୟର...