ତିନି ନିବେଶ ସ୍କିମ୍ ଇପିଏଫ,ଏନପିଏସ ତଥା ରିଟାୟରମେଣ୍ଟ୍ ଫଣ୍ଡ୍ ଏବେ ଟ୍ୟାକ୍ସ ନେଟ୍ ଭିତରକୁ ଆସିପାରେ,କାରଣ ଏଥିରେ ନିବେଶର ୭.୫ ଲକ୍ଷ ଟଙ୍କାର ସର୍ବାଧିକ ସୀମା ନିର୍ଧାରଣ କରାଯାଇଛି... ନୂଆ ବଜେଟରେ ଯଦି ବୈକଳ୍ପିକ ଟ୍ୟାକ୍ସ ସ୍ଲାବ୍ କଥା କୁହାଯାଇଛି ତେବେ ଅନ୍ୟପକ୍ଷରେ କିଛି ଟ୍ୟାକ୍ସ ସେଭିଂ ସ୍କିମରେ ନିବେଶର  ସର୍ବାଧିକ ସୀମା ମଧ୍ୟ ନିର୍ଧାରଣ କରାଯାଇଛି। ବଜେଟ୍ ପ୍ରସ୍ତାବ ଅନୁସାରେ ଟ୍ୟାକ୍ସ ବେନିଫିଟ୍ ଦେଉଥିବା ତିନୋଟି ନିବେଶ ବିକଳ୍ପ...
ବ୍ୟାଙ୍କ ଆକାଉଣ୍ଟ୍ କିମ୍ବା ଆର୍‌ଡି ଖୋଲି କରି ଯଦି ଆପଣ ସଂଚୟ କରୁଛନ୍ତି ବୋଲି ଭାବୁଛନ୍ତି ତେବେ ଏହା ଆପଣଙ୍କ ଭୁଲ ଧାରଣା.. ବଡ଼ ସଂଚୟ କରି ନପାରିବାର କାରଣ କମ ଦରମା ନୁହେଁ କାରଣ ଆପଣଙ୍କ ଆଖପାଖରେ ଏମିତି ଅନେକ ଲୋକଙ୍କୁ ଆପଣ ପାଇବେ ଯେଉଁମାନେ ମୋଟା ଦରମା ପାଆନ୍ତି କିନ୍ତୁ ଫଟା ପାହୁଲା ମଧ୍ୟ ସଂଚୟ କରି ପାରନ୍ତି ନାହିଁ। ଆମେ ଏଠାରେ ଆପଣଙ୍କୁ ଏମିତି ୯ଟି...
ଦରମାରୁ ଜାଣନ୍ତୁ ନୂଆରେ କେତେ ଦେବେ, ପୁରୁଣାରେ କେତେ ଦେବେ। ନୂଆ ଟ୍ୟାକ୍ସ ପ୍ଲାନ୍ ସେମାନଙ୍କ ପାଇଁ ଲାଭକାରୀ ଯେଉଁମାନେ କୌଣସି ପ୍ରକାରର କର ସଞ୍ଚୟକାରୀ ପ୍ଲାନରେ ନିବେଶ କରି ନାହାନ୍ତି। ସରକାର ଚାହାନ୍ତି ଯେ, ଆୟକର ବ୍ୟବସ୍ଥାର ସରଳୀକରଣ ହେଉ। ଯେଉଁମାନେ କୌଣସି ପ୍ରକାରର ନିବେଶ କରି ନାହାନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳୁ। ବିଶେଷଜ୍ଞଙ୍କ ଅନୁସାରେ ନୂଆ ସ୍ଲାବ ଏଭଳି ଚାକିରିଆଙ୍କ ପାଇଁ ଲାଭ ଜନକ ନୁହେଁ ଯେଉଁମାନେ...
ହିସାବ କହୁଛି ଯେ ଆୟକର ନିୟମ ଅନୁଯାୟୀ ବିଭିନ୍ନ କର ରିହାତି ପାଉଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହିଁ ଲାଭକାରୀ। ତେବେ ନୂଆ ବ୍ୟବସ୍ଥା କାହା ପାଇଁ ଦେବ ଫାଇଦା? ଆୟକରର ନୂଆ ଟ୍ୟାକ୍ସ ସ୍ଲାବ୍‌କୁ ନେଇ ସାରା ଦେଶରେ ଚାଲିଛି ହିସାବ କିତାବ। ବିଶେଷଜ୍ଞଙ୍କ ପ୍ରଥମ ପରାମର୍ଶ ହେଉଛି ଯେ, ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବନିମ୍ନ ଧାରା...
ନୂଆ ଆୟକର ନିୟମ ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଆୟକର ବ୍ୟବସ୍ଥାରେ ଆଗରୁ ଯେଉଁ ସବୁ ଛାଡ଼ ରହିଥିଲା ତାହା ନୂଆ ନିୟମରେ ହଟାଇ ଦିଆଯାଇଛି। ବଜେଟ ୨୦୨୦ ଆୟକରଦାତାଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। କାରଣ ଆୟକର ପୈଠ ପାଇଁ ପୁରୁଣା ଓ ନୂଆ - ଏଭଳି ଦୁଇଟି ବ୍ୟବସ୍ଥା ସେମାନଙ୍କ ସାମ୍ନାରେ ଅର୍ଥମନ୍ତ୍ରୀ ରଖିଛନ୍ତି। ସରକାରଙ୍କ କହିବା କଥା ଯେ, ଆୟକରଦାତା ନିଜ ଇଚ୍ଛା ଅନୁଯାୟୀ...
'କୃଷି ଉଡାନ୍‌ ଯୋଜନା'ରେ ଏଣିକି ବିମାନରେ ଯିବ କୃଷି ସାମଗ୍ରୀ ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନାବାର୍ଡ ଅଧିନକୁ ଆସିବ ଏଣିକି ବିମାନରେ ଯିବ କୃଷିଜାତ ସାମଗ୍ରୀ। ଏନେଇ ଆରମ୍ଭ ହେବ 'କୃଷି ଉଡାନ୍‌ ଯୋଜନା'। ଏହି ଯୋଜନା ଅନ୍ତର୍ଗତରେ ଜାତୀୟ ଓ ଅନ୍ତର୍ଜାତୀୟ ରୁଟ୍‌ରେ କୃଷିସାମଗ୍ରୀଗୁଡ଼ିକ ପରିବହନ କରାଯିବ। ବେସାମରିକ ବିମାନ ଚଳାଚଳ ବିଭାଗ ଏହି ଯୋଜନା ଆରମ୍ଭ...
ଆପଣ ଅଚାନକ ଆସୁଥିବା ସ୍ୱାସ୍ଥ୍ୟ ଗତ ଖର୍ଚ୍ଚକୁ ସାମନା କରିବାକୁ ମେଡିକ୍ଲେମ୍ ପଲିସି ନିଅନ୍ତି କିନ୍ତୁ ବେଳେ ବେଳେ ବୀମା କମ୍ପାନି ଆପଣଙ୍କ ଦାବିକୁ ଖାରଜ କରିଦେଇଥାଏ। କ'ଣ କଲେ ବୀମା କ୍ଲେମ୍ କେବେ ମଧ୍ୟ ଖାରଜ ହେବ ନାହିଁ? ଚିକିତ୍ସା ଖର୍ଚ୍ଚ ବଢ଼ିବା ସହ ହେଲ୍‌ଥ ଇନସ୍ୟୁରାନ୍ସ ଜରୁରୀ ହୋଇପଡ଼ିଲାଣି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ, ବୀମା କମ୍ପାନି ରୋଗୀଙ୍କ ଖର୍ଚ୍ଚ ଦାବିକୁ ଖାରଜ କରି...
ବର୍ଷକୁ ଥରେ ଲକର ନଖୋଲିଲେ ବ୍ୟାଙ୍କ ଖୋଲିକି  ଦେଖିବ ଲକରରେ ଅଛି କଣ! ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଲକର ରହିଛି ତେବେ ବର୍ଷକୁ ଅତିକମରେ ଥରୁଟିଏ ଏହାକୁ ଖୋଲିବା ଅନିବାର୍ଯ୍ୟ। କାରଣ ଆପଣ ଯଦି ବ୍ୟାଙ୍କ ଲକରକୁ ବର୍ଷକୁ ଥରେ ନଖୋଲନ୍ତି ତେବେ ବ୍ୟାଙ୍କ ଏମିତି କିଛି ପଦକ୍ଷେପ ନେବ ଯାହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ଆସନ୍ତୁ ଜାଣିବା ବର୍ଷକୁ ଥରେ ଲକର ନଖୋଲିଲେ କଣ...
ୟୁନିଟ୍ ହୋଲ୍ଡରଙ୍କ ଅଚାନକ ମୃତ୍ୟୁ ପରେ ମ୍ୟୁଚୁଆଲ ଫଣ୍ଡ୍ ୟୁନିଟର ଟ୍ରାନ୍ସଫର ପାଇଁ ନୋମିନେସନ୍ ସୁବିଧା ଦିଅଯାଇଥାଏ, ନୋମିନିଙ୍କ ନାମ ଥିଲେ ତାଙ୍କୁ ନିବେଶ ରାଶି ମିଳିଥାଏ... ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମୟରେ ଫର୍ମରେ ନୋମିନିଙ୍କ ନାମ ପୁରଣ କରିବାକୁ ପଡ଼ିଥାଏ। କାରଣ ହେଉଛି ୟୁନିଟ୍ ହୋଲ୍ଡରଙ୍କ ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ତାଙ୍କ ଦ୍ୱାରା ଚୟିତ ବ୍ୟକ୍ତିଙ୍କ ନାମରେ ୟୁନିଟକୁ ଟ୍ରାନ୍ସଫର କରାଯାଇଥାଏ। ଆସନ୍ତୁ ଜାଣିବା ନୋମିନି ଚୟନ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୭.୩୦ ସଂନ୍ଧ୍ୟା (ଅ।ଇ ଏସ୍ ଟି), ୨୯ ଜାନୁଆରି ୨୦୨୦ ସେନସେକ୍ସ ହାର – ୪୧,୧୯୮.୬୬   ୨୩୧.୮୦ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଟାଟା ମୋଟର୍ସ: ୬.୭୯% ବୃଦ୍ଧି ଟିସିଏସ୍: ୧.୪୪% ହ୍ରାସ ବାଜାଜ୍ ଫାଇନାନ୍ସ: ୪.୯୫% ବୃଦ୍ଧି ଏଚଡିଏଫସି: ୧.୧୮% ହ୍ରାସ ନେସଲେ: ୨.୯୫% ବୃଦ୍ଧି ଅଲଟ୍ରାଟେକ୍ ସିମେଣ୍ଟ: ୦.୮୪% ହ୍ରାସ   ନିଫ୍ଟି ହାର ୧୨,୧୨୯.୫୦  ୭୩.୭୦ ବୃଦ୍ଧି (ଏନ୍.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି...