ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ପୁଣି ଫେରିଲା ‘ବିଗ୍‌ ସପିଂ ଡେଜ୍‌’। ଏଥର ବିଗ୍‌ ସପିଂ ଡେଜ୍‌ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୫ ଯାଏଁ ୫ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌, ଫେସନ, ଘରୋଇ ଆସବାବପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଭାରି ମାତ୍ରାରେ ରିହାତି ମିଳିବ। ତେବେ ଫ୍ଲିପ୍‌ କାର୍ଟ ଫ୍ଲସ୍‌ ୟୁଜରମାନେ ବିଗ୍‌ ସପିଂ ଡେଜ୍‌ର ଫାଇଦା ଗୋଟେ ଦିନ...
କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
ନଭେମ୍ବର ୧୩ରୁ ୨୨ତମ ଏଣ୍ଟରପ୍ରାଇଜ ଓଡିଶା-୨୦୧୯ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନ ହେବ ୨୦୦ରୁ ଅଧିକ କମ୍ପାନି ଓ ଏହାର ସେବା ନଭେମ୍ବର ୧୩ ରୁ ୧୬ ଯାଏଁ ଚାଲିବ ଏଣ୍ଟରପ୍ରାଇଜ ଓଡିଶା-୨୦୧୯ https://www.youtube.com/watch?v=aOAmZF8hBEc କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ପକ୍ଷରୁ ଭୁବନେଶ୍ୱର ଇଡ୍‌କଲ ପ୍ରଦର୍ଶନୀ ପଡ଼ିଆରେ ୨୨ତମ ଏଣ୍ଟରପ୍ରାଇଜ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ରିୟଲମି’ ଗତ ଅଗଷ୍ଟ ମାସରେ ଭାରତରେ ଲଞ୍ଚ୍‌ କରିଥିଲା Realme 5 ସ୍ମାର୍ଟଫୋନ। ବର୍ତ୍ତମାନ ଏହି ସ୍ମାର୍ଟଫୋନ ଉପରେ ୧ ହଜାର ଟଙ୍କାର ରିହାତି ମିଳୁଛି। ୪ଟି ରିୟର କ୍ୟାମେରା ଥିବା ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ଦିଆଯାଇଛି। ‘ରିୟଲମି ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ ଉପରେ ଏହି ରିହାତି ମିଳୁଛି। ୩ଜିବି ରାମ୍‌+୩୨ଜିବି ରୋମ୍‌ ଭାରିଏଣ୍ଟର ଦାମ୍‌ ୯,୯୯୯ଟଙ୍କା ଥିବା ବେଳେ...
ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି Mi CC9 Pro ସ୍ମାର୍ଟଫୋନର ଟିଜର ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ପେଣ୍ଟା ରିୟ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଅର୍ଥାତ୍‌ ସ୍ମାର୍ଟଫୋନ ପଛରେ ୫ଟି ରିୟର କ୍ୟାମେରା ମିଳିବ। ସବୁଠୁ ବଡ଼ କଥା ହେଉଛି, ଏହି ସ୍ମାର୍ଟଫୋନରେ ୫ ଏକ୍ସ ଜୁମ୍‌ ସହ ୧୦୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଆସନ୍ତା ନଭେମ୍ବର ୫ରେ ଏହାକୁ ଲଞ୍ଚ୍‌ କରାଯିବ। ରିପୋର୍ଟ ମୂତାବିକ, Mi CC9...
ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ହ୍ୱାଟ୍ସଆପ ଜରିଆରେ ମେସେଜ୍‌ ସହିତ ଟଙ୍କା ମଧ୍ୟ ନେଣଦେଣ କରିହେବ। ହ୍ୱାଟ୍ସଆପର ଗ୍ଲୋବାଲ ହେଡ୍‌ ବିଲ କୈଥକାର୍ଟଙ୍କ କହିବା ଅନୁଯାୟୀ, ହ୍ୱାଟ୍ସଆପ କମ୍ପାନି ଚଳିତ ବର୍ଷ ଶେଷ ଭାଗରେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିପାରେ। ଗତ ବର୍ଷଠାରୁ ହ୍ୱାଟ୍ସଆପ କମ୍ପାନି ତା’ର ୧୦ ଲକ୍ଷ ୟୁଜରଙ୍କୁ ନେଇ ପେମେଣ୍ଟ ସେବାର ଟେଷ୍ଟିଂ ଆରମ୍ଭ କରିଥିଲା। ତେବେ ଜୁଲାଇ ମାସରେ ଏହାର...