ଘରେ ସୁନା ନରଖି ବ୍ୟାଙ୍କରେ ଫିକ୍ସ କରନ୍ତୁ, ସୁଧ ମିଳିବ କ'ଣ ଆପଣ ଏହା ଜାଣିଛନ୍ତି କି ଘରେ ଥିବା ସୁନାକୁ ବ୍ୟାଙ୍କରେ ରଖି ଆପଣ ସେଥିରୁ ଟଙ୍କା ଆୟ କରିପାରିବେ? ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଭାମ୍ପଡ୍ ଗୋଲ୍ଡ ଡିପୋଜିଟ୍ ସ୍କିମ ଏଭଳି ସୁବିଧା ଦେଉଛି। ଏହି ସ୍କିମ୍ ଅନ୍ତର୍ଗତରେ ଆପଣ ନିଜ ପାଖରେ ଥିବା ସୁନା କିମ୍ବା ଗହଣାକୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଭାବେ ରଖି ପାରିବେ।...
ଭାରତର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନୂଆବର୍ଷଠାରୁ କାର୍‌ଗୁଡ଼ିକର ଦାମ୍‌ ବଢ଼ାଇବାକୁ ଘୋଷଣା କରିଛି। ଗତ ଏକ ବର୍ଷ ମଧ୍ୟରେ କଞ୍ଚାମାଲ୍‌ ଦରରେ ବୃଦ୍ଧି ଲାଗି ରହିଥିବାରୁ କମ୍ପାନି ବାଧ୍ୟ ହୋଇ ଗାଡ଼ି ମୂଲ୍ୟ ବଢ଼ାଇବା କୁହାଯାଇଛି। ତେବେ ଗାଡ଼ିର ମୂଲ୍ୟ କେତେ ପ୍ରତିଶତ ବଢ଼ିବ ସେନେଇ କୌଣସି ଓଊଛନା ଦିଆଯାଇନାହିଁ। ସେୟାର ବଜାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)କୁ ଏନେଇ...
ଟେଲିକମ୍ କମ୍ପାନି ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ନିଜ ନିଜର ନୂଆ ରିଚାର୍ଜ ପ୍ଲାନ ଘୋଷଣା କରିଛନ୍ତି। ପୂର୍ବ ପ୍ଲାନ ତୁଳନାରେ ନୂଆ ପ୍ଲାନର ଦାମ୍ ୪୦ ପ୍ରତିଶତ ଅଧିକ ରହିଛି। ଅର୍ଥାତ ଏଣିକି ଫୋନ୍ କଲ୍ ଓ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ତେବେ ଏହି ତିନୋଟି କମ୍ପାନି ଭିତରୁ କାହାର ରିଚାର୍ଜ ପ୍ଲାନ ବେଷ୍ଟ? କେଉଁ କମ୍ପାନିର ପ୍ଲାନ୍ ରିଚାର୍ଜ କଲେ...
ଅନଲାଇନ୍ ସପିଂ ବେଳେ ଆପଣ  କେମିତି ପେମେଣ୍ଟ୍ କରନ୍ତି ? କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି ? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସକୁ ତ୍ୟାଗ କରନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ...
ସରକାର ଆଧାରକାର୍ଡକୁ ଅନେକ ଜୁରୁରୀ କରିଛନ୍ତି। ସମସ୍ତ ଜରୁରୀ କାମ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏ ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଆଧାର ଲାଗି ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ନାହିଁ ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏମିତି କିଛି ବ୍ୟବସ୍ଥା ଅଛି ଯାହା ସାହାଯ୍ୟରେ ଆପଣ ଆଧାରକାର୍ଡ ବନାଇପାରିବେ। ଯଦି ଆପଣଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ ଆଧାର ଲାଗି ତେବେ...
ତିନୋଟି ପ୍ରଶ୍ନ ନିଜକୁ ପଚାରିବା ପରେ ଆରମ୍ଭ କରନ୍ତୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ। ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ତେବେ ପ୍ରଥମେ ଆପଣ କ'ଣ ପାଇଁ ନିବେଶ କରୁଛନ୍ତି ତାହା ଜାଣନ୍ତୁ। ଦ୍ୱିତୀୟରେ, ଆପଣଙ୍କ ହାତରେ କେତେ ସମୟ ରହିଛି। ତୃତୀୟ,ଏହା ଜାଣନ୍ତୁ ଯେ, ଆପଣ କେତେ ରିସ୍କ ନେଇ ପାରିବେ। ବର୍ତ୍ତମାନ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ,...
ଡିସେମ୍ବର ୬ ବନ୍ଦ ହୋଇଯିବ ଜିଓର ପୁରୁଣା ପ୍ଲାନ୍‌। ଏବେ ଆସିଲା ନୂଆ ଅଲ୍‌-ଇନ-ୱାନ ପ୍ଲାନ୍‌। ଜାଣନ୍ତୁ କ’ଣ ରହିଛି ? ରିଲାଏନ୍ସ ଜିଓ ପକ୍ଷରୁ ଏହାର ସମସ୍ତ ରିଚାର୍ଜ ପ୍ଲାନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଘୋଷଣା କରିଥିଲା। ଆସନ୍ତା ଡିସେମ୍ବର ୬ରୁ ରିଲାଏନ୍ସ ଏହାର ପୁରୁଣା ପ୍ଲାନ୍‌ ସବୁ ବନ୍ଦ ବନ୍ଦ ହୋଇଯିବ। ଏହାର ଭିତରେ ବୁଧବାର ଜିଓ ନୂଆ ପ୍ଲାନ୍‌ଗୁଡ଼ିକର ଘୋଷଣା କରିଛି।...
କେତେକ ଫାଇନାନସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣକ ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍ ଅନୁସାରେ, ଏଣିକି ଲୋକମାନେ ମାତ୍ର ତିନି ଦିନରେ ନିଜର ନମ୍ବରକୁ ପୋର୍ଟାବିଲିଟି କରିପାରିବେ। ଏହି ସେବା ଡିସେମ୍ବର ୧୬ରୁ ଲାଗୁ ହେବାକୁ ଯାଉଛି। ପୂର୍ବରୁ ଲୋକମାନଙ୍କୁ ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ୭ଦିନ...
ନୀଳାମ୍ବର ରଥ ଓଡ଼ିଶା ଷ୍ଟାର୍ଟଅପ ପଲିସିରେ ପଞ୍ଜିକୃତ ସଂସ୍ଥା ପାଇବେ ସୁବିଧା ପର୍ଫମାନ୍ସ ସିକ୍ୟୁରିଟି କ୍ଷେତ୍ରରେ ମଧ୍ୟ ମିଳିବ ରିହାତି ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ ଆପଣଙ୍କ ଷ୍ଟାର୍ଟଅପ କମ୍ପାନି ଓଡ଼ିଶାରେ ରହିଛି କି? ଆପଣଙ୍କ କମ୍ପାନି ଓଡ଼ିଶା ଷ୍ଟାର୍ଟଅପ ପଲିସି ୨୦୧୬ ଅଧୀନରେ ପଞ୍ଜିକୃତ ହୋଇଛି କି? କୌଣସି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ଆପଣ ଭାଗ ନେଉଛନ୍ତି କି? ତେବେ ଜାଣିରଖନ୍ତୁ, ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ ଇଏମଡି...