ସାମସଙ୍ଗ Galaxy M40 ସ୍ମାର୍ଟଫୋନ ଉପରେ ମିଳୁଛି ୨ ହଜାର ଟଙ୍କାର ରିହାତି। ଏହି ଫୋନ୍‌ ଭାରତରେ ୧୯,୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଥିଲା। ବର୍ତ୍ତମାନ ଏହା ୧୭,୯୯୯ ଟଙ୍କାରେ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ମିଳୁଛି। ତେବେ ସ୍ମାର୍ଟଫୋନ୍‌ ଦାମ୍‌ କମିଥିବା ନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାନାହିଁ। ସାମସଙ୍ଗ Galaxy M40 ସ୍ମାର୍ଟଫୋନର ସ୍ପେସିଫିକେସନ ଦେଖିବାକୁ ଗଲେ ଏଥିରେ ୬.୩ ଇଞ୍ଚ୍‌ର...
ପୋଷ୍ଟାଲ ସେଭିଂ ଆକାଉଣ୍ଟରେ ନିବେଶ ଦିଏ ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ଭାରତୀୟ ଡାକ ସେବା କେବଳ ଚିଠି ବାଣ୍ଟେନାହିଁ ଏହା ମଧ୍ୟ ଉପଭୋକ୍ତାଙ୍କୁ ସଂଚୟ ସ୍କିମ୍ ଦେଇଥାଏ। ଏଭଳି ସ୍କିମ୍ ଗୁଡିକର ବିଶେଷତା ହେଲା ଏହା ପଛରେ ଥାଏ ଭାରତ ସରକାରଙ୍କ ଗ୍ୟାରେଣ୍ଟି। ପୋଷ୍ଟାଲ ସେଭିଂ ସ୍କିମ୍ ମଧ୍ୟରୁ କିଛିରେ ନିବେଶ ଉପରେ ଆପଣ ଆୟକର ଆଇନର ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ମଧ୍ୟ ପାଇ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...
ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା ଲାଗିଛି। କମ୍ପାନି ଏହାର ୪୯ ଟଙ୍କାର ସବୁଠାରୁ ଶସ୍ତା ଫ୍ଲାନ୍‌କୁ ବନ୍ଦ କରିଦେଇଛି। ବର୍ତ୍ତମାନ ଏହି ପ୍ଲାନ୍‌ ୭୫ ଟଙ୍କାରେ ଉପଲବ୍ଧ ହେବ। ନିକଟରେ କମ୍ପାନି ଜିଓ ଫୋନ୍‌ ପାଇଁ ଅନ୍‌-ଇନ୍‌-ୱାନ୍‌ ପ୍ଲାନ୍ ଘୋଷଣା...
ଚୀନ୍‌ ସ୍ମାର୍ଟଫୋନ କମ୍ପାନି ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Redmi K30 ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ସହ କମ୍ପାନି ବିଭିନ୍ନ ଏମ୍‌ଆଇ ପ୍ରଡକ୍ଟ୍‌ସ ମଧ୍ୟ ଲଞ୍ଚ୍‌ କରିଥିଲା। ଏହି କାର୍ଯ୍ୟକ୍ରମରେ କମ୍ପାନି  ନୂଆ ସ୍ମାର୍ଟ ସ୍ପିକର ଲଞ୍ଚ୍‌ କରିଛି, ଯାହାର ନାଁ Redmi XiaoAI Speaker Play। ଏହି ସ୍ପିକରରେ କମ୍ପାନି ଭଏସ ରେକୋଗ୍ନିସନ ଫିଚର ଦେଇଛି। ଏହି ସ୍ମାର୍ଟ ସ୍ପିକରରେ ୫ ୱାଟ୍‌ର ଏକ ସ୍ପିକର...
ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଆସନ୍ତା ଡିସେମ୍ବର ୧୬ରୁ ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବେ। ବର୍ତ୍ତମାନ ଏହା କେବଳ ବ୍ୟାଙ୍କିଙ୍ଗ୍‌ ଆୱାର୍ସ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତେବେ ଡିସେମ୍ବର ୧୬ରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନରେ ୨୪ ଘଣ୍ଟିଆ...
ନୂଆବର୍ଷରେ ଆପଣ ଗାଡ଼ି କିଣିବାକୁ ଚାହୁଁଛନ୍ତି କି? ତେବେ ଏବେଠୁ ନିଜର ଗାଡ଼ି କିଣିଆଣନ୍ତୁ। କାହିଁକି ନା, ନୂଆବର୍ଷରୁ ବିଭିନ୍ନ ଅଟୋମୋବାଇଲ କମ୍ପାନିଗୁଡ଼କ ନିଜ ଗାଡ଼ିର ଦାମ ବଢ଼େଇବାକୁ ଯାଉଛନ୍ତି। ଯଦି ଆପଣ ନୂଆ ବର୍ଷ ପରେ ଗାଡ଼ି କିଣିବେ ତେବେ ବର୍ତ୍ତମାନଠାରୁ ଅଧିକ ଦାମ୍‌ ଦେବାକୁ ପଡ଼ିପାରେ। ଆସନ୍ତା ଜାନୁଆରି ୧ରୁ ଅଟୋମୋବାଇଲ୍ କମ୍ପାନିଗୁଡ଼ିକ ବର୍ଦ୍ଧିତ ଦାମରେ ଗାଡ଼ି ବିକ୍ରି କରିବେ। ହିରୋ ଓ ଟିଭିଏସ୍ କମ୍ପାନିର ବାଇକ୍...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପକ୍ଷରୁ ମଙ୍ଗଳବାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍‌ Redmi K30 ଲଞ୍ଚ୍‌ କରାଯାଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୬୪ ମେଗାପିକ୍ସେଲ ରିଅର କ୍ୟାମେରା ଦିଆଯିବା ସହ 5G ସପୋର୍ଟ ମଧ୍ୟ ରହିଛି। ଏଡା ହେଉଛି Redmi K20 ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ। Redmi K30 ସ୍ମାର୍ଟଫୋନ୍‌ରେ ରିଅର୍‌ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ହେଉଛି...
ସାବଧାନ,ଏମିତି ୮ଟି ଉପାୟରେ ଆପଣ ଠକେଇର ଶିକାର ହୋଇପାରନ୍ତି ... ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ...
ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଲଞ୍ଚ୍‌ କରିଛି Vivo V17 ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନରେ ୪ଟି ରିୟର କ୍ୟାମେରା ଦିଆଯାଇଥିବା ବେଳେ ସେଲ୍‌ଫି ପାଇଁ ପଞ୍ଚ୍‌ ହୋଲ୍‌ କ୍ୟାମେରା ଦିଆଯାଇଛି। ସେହିପରି ଏଥିରେ ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ମଧ୍ୟ ଦିଅଯାଇଛି। ସୋମବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଭୋ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରିଛି। ଭାରତରେ Vivo V17 ସ୍ମାର୍ଟଫୋନର ଦାମ୍‌ ରହିଛି ୨୨,୯୯୦...