ଜିଓ ତା’ର ଗ୍ରାହକଙ୍କ ପାଇଁ ପୁଣି ଏକ ଖୁସି ଖବର ଆଣିଛି। ଏଣିକି ଜିଓ ବ୍ୟବହାରକାରୀମାନେ ବିନା ନେଟ୍‌ୱର୍କରେ କଲ୍ କରିପାରିବେ। ଜିଓ ତରଫରୁ ଏଭଳି ନୂଆ ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଏହାଦ୍ୱାରା ନେଟ୍‌ୱର୍କ ନଥିଲେ ମଧ୍ୟ ଗ୍ରାହକମାନେ ୱାଇ-ଫାଇ ଜରିଆରେ ଫୋନ୍ କଲ୍ କରିପାରିବେ। ଏଥିରେ ଲୋକମାନେ ସାଧାରଣ କଲ୍ ପରି କଥା ହୋଇପାରିବେ। ଏଥିସହିତ ଏଥିପାଇଁ କୌଣସି ଅଧିକ ଶୁଳ୍କ ଦେବାକୁ ପଡ଼ିବନି ବୋଲି କମ୍ପାନି ପକ୍ଷରୁ...
ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା ଏକାଧିକ ସୋସିଆଲ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ତା’ ସାଙ୍ଗକୁ ଅତ୍ୟାଧୁନିକ ଭିଡିଓ ପ୍ରଡକ୍ସନ ଓଡ଼ିଶାର ଆଗଧାଡ଼ିର ମିଡିଆ ଏଜେନ୍ସି ‘ଓଏଲ୍ ଡିଜିଟାଲ୍‌’ (ଓଡ଼ିଶାଲାଇଭ୍ ମିଡିଆର ଏକ ଅଂଶ) ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନି ଏହି ଡିଜିଟାଲ୍ ସେବା ଦେଉଛି। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ ଏକ ନୂଆ ଧାରାରେ ପରିଣତ ହୋଇଛି। ବିଶେଷକରି ବଡ଼ ବଡ଼ ଇଭେଣ୍ଟ...
ସ୍ମାର୍ଟ ଫୋନ୍ ମୋବାଇଲ୍ କମ୍ପାନି ଓପ୍ପୋ ତା’ର F15 ମଡେଲକୁ ଲଞ୍ଚ୍ କରିଛି। F11 Pro ଓ f9 Proର ଅପଗ୍ରେଡ୍ ଭର୍ସନ ଭାବେ କମ୍ପାନି ଏହି ଫୋନକୁ ଲଞ୍ଚ୍ କରିଛି। ଗ୍ରାହକମାନେ ଏହି ଫୋନରେ ୪୮ ମେଗାପିକ୍ସେଲ୍ କ୍ୟାମେରା ପାଇପାରିବେ। ଏହି ଫୋନ୍ ଫଟୋ ଓ ଭିଡିଓ କରିବା ପାଇଁ ଉପଯୁକ୍ତ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିସହିତ ଏଥିରେ ଗ୍ରାହକମାନେ ୮ ଜିବି RAM ସହିତ...
ଅଟୋ ଏକ୍ସସ୍ପୋ ୨୦୨୦ରେ ଅଟୋ ମୋବାଇଲ କମ୍ପାନି ମହିନ୍ଦ୍ରା ପକ୍ଷରୁ ଏକ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦର୍ଶିତ ହୋଇଛି। ଏହି ସ୍କୁଟରର ନାଁ ରଖାଯାଇଛି e-Ludix। ଏହା ୫୦ ସିସିର ଦୁଇ ଚକିଆ ଗାଡ଼ି  ପୂରାପୂରି ଇଲେକ୍ଟ୍ରିକ୍। ମହିନ୍ଦ୍ରା ପକ୍ଷରୁ ଏହା ଭାରତରେ ତିଆରି କରାଯାଉଛି ଓ ଫ୍ରାନ୍ସ ମାର୍କେଟରେ କମ୍ପାନିର ସବ୍ସିଡିଆରି Peugeot ଜରିଆରେ ବିକ୍ରି କରୁଛନ୍ତି। ଏବେ ଏହି ଗାଡ଼ିକୁ ଭାରତରେ ବି ବିକ୍ରି କରିବା ପ୍ରସ୍ତୁତି ଆରମ୍ଭ...
ନିଜର ଗ୍ରାହକମାନଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଦେଇଚାଲିଛି ଜିଓ। ଏହି ଧାରାରେ ଏବେ ଆଉ ଗୋଟିଏ ନୂଆ କଥା ସାମିଲ ହେବାକୁ ଯାଉଛି। ଜିଓ ଏବେ ସାରା ଦେଶରେ ନିଜର ୱାଇ-ଫାଇ କଲିଙ୍ଗ୍ ସୁବିଧାକୁ ଲଞ୍ଚ୍ କରିଦେଇଛି। ଏହାଫଳରେ ଗ୍ରାହକମାନେ ଯେକୌଣସି ୱାଇ-ଫାଇରେ ରହି ମାଗଣାରେ ମୋବାଇଲ୍ କଲ୍ କରିପାରିବେ। ଜିଓ ବୁଧବାର ତା’ର ଏହି ନୂଆ ସୁବିଧାକୁ ଲଞ୍ଚ୍ କରିଛି। ପ୍ରଥମେ ଲୋକମାନଙ୍କୁ ନିଜର ମୋବାଇଲକୁ ୱାଇ-ଫାଇ...
ଜିଓ କମ୍ପାନି ଖୁବଶୀଘ୍ର ଏକ ନୂଆ ଫିଚର ଫୋନ୍ ଆଣିବାକୁ ଯାଉଛି। ଏହି ମୋବାଇଲ୍ ଫୋନର ଦାମ୍ ମାତ୍ର ୩୯୯ ଟଙ୍କା ରହିବ। ହେଲେ ଜିଓର ପୂର୍ବ ଫୋନ୍‌ଗୁଡ଼ିକ ଭଳି ଏଥିରେ ଇଣ୍ଟରନେଟ୍ ବ୍ୟବହାର କରିବାର ସୁବିଧା ରହିବ ନାହିଁ। ଏହି ଜିଓ ଫୋନ୍‌ର ନାଁ ରହିଛି ‘ଜିଓ ଫୋନ୍ ଲାଇଟ୍’। ଏଥିରେ ସାଧାରଣ ଫିଚର ଫୋନ୍ ଭଳି କିବୋର୍ଡ ରହିବା ସହ ଛୋଟ ଡିସପ୍ଲେ ରହିଛି। ଏହି ଫୋନ୍‌ରେ...
ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଛୋଟ ନିବେଶକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ସହ ସେୟାର ମାର୍କେଟଠାରୁ ଏଥିରେ କମ ରିସ୍କ ଥାଏ। ମ୍ୟୁଚୁଆଲ ଫଣ୍ଡ ଅନେକ ପ୍ରକାରର ହୋଇଥାଏ। ତେବେ ଜଣେ ନୂଆ ନିବେଶକଙ୍କ କେଉଁ ମ୍ୟୁଚୁଆଲ ଫଣ୍ଡ ବାଛିବେ ତାକୁ ନେଇ ନେଇ ସମସ୍ୟାରେ...
ନୂଆବର୍ଷ ପୂର୍ବରୁ ଆପଣଙ୍କ ପାନ୍ ଓ ଏଟିଏମ୍ କାର୍ଡ ଯାଞ୍ଚ କରିନିଅନ୍ତୁ, ନଚେତ୍ ଏହା ଅଚଳ ହେବାର ସମ୍ଭାବନା ଅଛି। ନୂଆବର୍ଷକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ଏହାପୂର୍ବରୁ ଆପଣ ନିଜର ପାନ୍ କାର୍ଡ ଓ ଏଟିଏମ୍ କାର୍ଡ ଜନିତ କେତେକ କାମ ସାରିଦିଅନ୍ତୁ, ନଚେତ୍ ଆପଣଙ୍କ ଏହି ସବୁ କାର୍ଡ ଅଚଳ ହୋଇଯିବ।ନୂଆବର୍ଷଠାରୁ ଏସବିଆଇ ଏଟିଏମ୍ କାର୍ଡରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ପୂର୍ବରୁ...
ଜାଣନ୍ତୁ ସେହି ୫ଟି କାରଣ ବିଷୟରେ ଯେଉଁଥିପାଇଁ କ୍ରେଡିଟ୍ କାର୍ଡ ବେଶି ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କ୍ରେଡିଟ୍ କାର୍ଡର ଫାଇଦା ରହିଛି। ଆପଣଙ୍କ ଆକାଉଣ୍ଟ୍ ଖାଲି ଥିଲେ ମଧ୍ୟ ଆପଣ କିଣାକିଣି କରିପାରିବେ। ହାତ ଉଧାରି ନେବାକୁ ପଡିବ ନାହିଁ। ଏଥିରୁ କ୍ରେଡିଟ୍ ସ୍କୋର ମଧ୍ୟ ଜେନରେଟ୍ ହୋଇଥାଏ। ଯେଉଁଥିରୁ ଭବିଷ୍ୟତରେ ଆପଣଙ୍କୁ କମ ସୁଧରେ ଲୋନ୍ ମଧ୍ୟ ମିଳିପାରିବ। ଏତେ ଫାଇଦା ସତ୍ୱେ ଯଦି...
ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମି ଏକ ନୂଆ ଫାଷ୍ଟ ଚାର୍ଜର ଲଞ୍ଚ୍‌ କରିଛି। ଏହି ଚାର୍ଜରରେ ୬୦ ୱାଟ୍‌ର ପୋର୍ଟ ଦିଆଯାଇଛି। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ଏହି ଚାର୍ଜରରେ ୧୩ ଇଞ୍ଚ୍‌ର ମ୍ୟାକ୍‌ବୁକ୍‌ ଏୟାର ମାତ୍ର ୯୦ ମିନିଟ୍‌ରେ ବ୍ୟାଟେରୀ ଫୁଲ୍‌ ହୋଇଯିବ। ଏଥିରେ ଫାଷ୍ଟ ଚାର୍ଜିଂ ସପୋର୍ଟ ଥିବା ସମସ୍ତ ସ୍ମାର୍ଟଫୋନ୍‌ ଚାର୍ଜ କରିହେବ। ଏହି ଫାଷ୍ଟ୍‌ ଚାର୍ଜରରେ ମୋଟ ୩ଟି ପୋର୍ଟ ରହିଛି।...