ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଆସନ୍ତା ସେପ୍ଟେମ୍ବର ୧୭ରେ ଭାରତରେ ‘ସ୍ମାର୍ଟ ଲିଭିଙ୍ଗ୍‌ ୨୦୨୦’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ କମ୍ପାନି ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ‘ଏମ୍‌ଆଇ ୱାଟର ପ୍ୟୁରିଫାୟର’ ଲଞ୍ଚ କରାଯିବ। ଗୁରୁବାର କମ୍ପାନି ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଏନେଇ କମ୍ପାନି ପକ୍ଷରୁ ଏକ ଟିଜର ମଧ୍ୟ ରିଲିଜ ହୋଇଛି। ଏହି ଟିଜରରେ ଲେଖା ଯାଇଛି,...