ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ଆଉ ଆପଣ ନୂଆ ଆଧାର କାର୍ଡ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଜରୁରୀ। ଆପଣ ମାତ୍ର ୧୫ଦିନ ଭିତରେ ପୁଣିଥରେ ନିଜର ଆଧାର କାର୍ଡ ପାଇପାରିବେ। ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ମଧ୍ୟ ପଡ଼ିବନି। ଆପଣ ଘରେ ବସି ଅନଲାଇନରେ ପୁରୁଣା ଆଧାର ନମ୍ବରରେ ଆଉ ଗୋଟିଏ ନୂଆ ଆଧାର କାର୍ଡ ପାଇପାରିବେ। କେମିତି ପାଇବେ ଆଧାରକାର୍ଡ? ...
ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌। ସାରା ବିଶ୍ୱ ତୁଳନାରେ ଭାରତରେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ସବୁଠାରୁ ଅଧିକା। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ଆକାଉଣ୍ଟ ହ୍ୟାକ ହେବା ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ହ୍ୟାକିଂରୁ କେମିତି ବଞ୍ଚିବେ। ହ୍ୱାଟ୍ସଆପ୍‌ ୱେବ୍‌ର ଅତ୍ୟଧିକ ବ୍ୟବହାର କମ୍‌ କରନ୍ତୁ ହ୍ୱାଟ୍ସଆପ୍‌ ୱେବ୍‌ର ଅତ୍ୟଧିକ ବ୍ୟବହାର ଫଳରେ...
ନୂଆବର୍ଷ ପୂର୍ବରୁ ଆପଣଙ୍କ ପାନ୍ ଓ ଏଟିଏମ୍ କାର୍ଡ ଯାଞ୍ଚ କରିନିଅନ୍ତୁ, ନଚେତ୍ ଏହା ଅଚଳ ହେବାର ସମ୍ଭାବନା ଅଛି। ନୂଆବର୍ଷକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ଏହାପୂର୍ବରୁ ଆପଣ ନିଜର ପାନ୍ କାର୍ଡ ଓ ଏଟିଏମ୍ କାର୍ଡ ଜନିତ କେତେକ କାମ ସାରିଦିଅନ୍ତୁ, ନଚେତ୍ ଆପଣଙ୍କ ଏହି ସବୁ କାର୍ଡ ଅଚଳ ହୋଇଯିବ।ନୂଆବର୍ଷଠାରୁ ଏସବିଆଇ ଏଟିଏମ୍ କାର୍ଡରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ପୂର୍ବରୁ...
ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସୋମବାର ଏକ ନୂଆ ଅଫର ଲଞ୍ଚ୍‌ ହୋଇଛି। ଏହାର ନାଁ ହେଉଛି ୨୦୨୦ ହାପି ନ୍ୟୁ ଇଅର ଅଫର। ଏହି ଅଫର ଜରିଆରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ, ଦିନକୁ ଦେଢ଼ ଜିବି ଡାଟା ଏବଂ ଏସ୍‌ଏମ୍‌ଏସ୍‌ ପୂରା ୧ ବର୍ଷ ପାଇଁ ପାଇପାରିବେ। ଏଥିପାଇଁ ତାଙ୍କୁ ରିଚାର୍ଜ କରିବାକୁ ପଡ଼ିବ ନୂଆ ୨୦୨୦...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ନିଜର ଲାଟେଷ୍ଟ୍‌ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ Mi Band 3i ଗତ ମାସରେ ଭାରତରେ ଲଞ୍ଚ୍‌ ହୋଇଥିଲା। ଆସନ୍ତା ଡିସେମ୍ବର ୧୬ରୁ ଏହାର ବିକ୍ରି ଫ୍ଲିପ୍‌କାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ସ୍ମାର୍ଟ ବ୍ୟାଣ୍ଡ୍‌ରେ ଓଏଲ୍‌ଇଡି ଡିସ୍‌ପ୍ଲେ ରହିଥିବା ବେଳେ ୨୦ ଦିନର ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଏନେଇ ସାଓମି ଇଣ୍ଡିଆ ଅଫିସିଆଲ ଆକାଉଣ୍ଟ୍‌ରେ ସୂଚନା ଦିଆଯାଇଛି। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ର ଦାମ୍‌ ହେଉଛି ୧,୨୯୯...
  ବଦଳିବ ଟିଭି ଦେଖିବାର ନିୟମ। ନୂଆବର୍ଷରୁ ଡିଟିଏଚ୍‌ ସବ୍‌ସ୍କ୍ରାଇବ୍‌ରଙ୍କ ପାଇଁ KYC(know your customer) ବାଧ୍ୟତାମୂଳକ ହୋଇଯିବ। ଏନେଇ ଟ୍ରାଇ ପକ୍ଷରୁ ଦେଶର ସମସ୍ତ ଡିଟିଏଚ୍‌ ଅପରେଟର୍ସଙ୍କୁ ନୋଟିସ୍‌ ଜାରି କରାଯାଇଛି। ମୋବାଇଲ ପାଇଁ ସିମ୍‌ କାର୍ଡ କିଣିବା ବେଳେ ଯେଉଁ ଭଳି କେୱାଇସି କରିବାକୁ ପଡ଼ିଥାଏ, ବର୍ତ୍ତମାନ ଟିଭି ଦେଖିବା ପାଇଁ ସେହି ପ୍ରକ୍ରିୟାରେ କେୱାଇସି କରିବାକୁ ପଡ଼ିବ। ଏହି ନୂଆ ନିୟମ ଉଭୟ ପୁରୁଣା ଉପଭୋକ୍ତା ଏବଂ ନୂଆ...
ଚଳିତବର୍ଷ ଅନେକ କମ୍ପାନି ବଜାରରେ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଛନ୍ତି। ନିକଟରେ ସାମସଙ୍ଗ୍‌ କମ୍ପାନି ଗାଲାକ୍ସି ଫୋଲ୍‌ଡ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଥିଲା। ସେହିପରି ହୁଆୱି ମଧ୍ୟ ମେଟ୍‌ ଏକ୍ସ ନାଁରେ ଏକ ଫୋଲ୍‌ଡ ସ୍ମାର୍ଟଫୋନ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହି ଧାରାରେ ସାମିଲ ହୋବକୁ ଯାଉଛି ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି। ନିକଟରେ ସାଓମି ଏକ ଫୋଲ୍‌ଡ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।...
ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ଛୋଟ ନିବେଶକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥାନ୍ତି। କାରଣ ମ୍ୟୁଚୁଆଲ ଫଣ୍ଡ ଲମ୍ବା ଅବଧିରେ ଭଲ ରିଟର୍ଣ୍ଣ ଦେଇଥାଏ। ଏହା ସହ ସେୟାର ମାର୍କେଟଠାରୁ ଏଥିରେ କମ ରିସ୍କ ଥାଏ। ମ୍ୟୁଚୁଆଲ ଫଣ୍ଡ ଅନେକ ପ୍ରକାରର ହୋଇଥାଏ। ତେବେ ଜଣେ ନୂଆ ନିବେଶକଙ୍କ କେଉଁ ମ୍ୟୁଚୁଆଲ ଫଣ୍ଡ ବାଛିବେ ତାକୁ ନେଇ ନେଇ ସମସ୍ୟାରେ...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପକ୍ଷରୁ ମଙ୍ଗଳବାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍‌ Redmi K30 ଲଞ୍ଚ୍‌ କରାଯାଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୬୪ ମେଗାପିକ୍ସେଲ ରିଅର କ୍ୟାମେରା ଦିଆଯିବା ସହ 5G ସପୋର୍ଟ ମଧ୍ୟ ରହିଛି। ଏଡା ହେଉଛି Redmi K20 ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ। Redmi K30 ସ୍ମାର୍ଟଫୋନ୍‌ରେ ରିଅର୍‌ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ହେଉଛି...
ନିଜର ଗ୍ରାହକମାନଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଦେଇଚାଲିଛି ଜିଓ। ଏହି ଧାରାରେ ଏବେ ଆଉ ଗୋଟିଏ ନୂଆ କଥା ସାମିଲ ହେବାକୁ ଯାଉଛି। ଜିଓ ଏବେ ସାରା ଦେଶରେ ନିଜର ୱାଇ-ଫାଇ କଲିଙ୍ଗ୍ ସୁବିଧାକୁ ଲଞ୍ଚ୍ କରିଦେଇଛି। ଏହାଫଳରେ ଗ୍ରାହକମାନେ ଯେକୌଣସି ୱାଇ-ଫାଇରେ ରହି ମାଗଣାରେ ମୋବାଇଲ୍ କଲ୍ କରିପାରିବେ। ଜିଓ ବୁଧବାର ତା’ର ଏହି ନୂଆ ସୁବିଧାକୁ ଲଞ୍ଚ୍ କରିଛି। ପ୍ରଥମେ ଲୋକମାନଙ୍କୁ ନିଜର ମୋବାଇଲକୁ ୱାଇ-ଫାଇ...