ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର iQoo Neo 855 ନାମକ ସ୍ମାର୍ଟଫୋନ ଚୀନ୍‌ରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮୫୫ ପୋସେସର ଦିଆଯାଇଥିବା ବେଳେ ଏଥିରେ ୩୩ ୱାଟ୍‌ ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ଏହା ହେଉଛି ପୂର୍ବରୁ ଲଞ୍ଚ୍‌ ହୋଇଥିବା iQoo Neo ସ୍ମାର୍ଟଫୋନ ଭଳି। ଏହାକୁ ଗତ ଜୁଲାଇରେ ସ୍ନାପଡ୍ରାଗନ ୮୪୫ ପ୍ରେସେସର ସହ ଲଞ୍ଚ୍‌ କରାଯାଇଥିଲା। Vivo iQoo Neo 855...
ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌। ସାରା ବିଶ୍ୱ ତୁଳନାରେ ଭାରତରେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ସବୁଠାରୁ ଅଧିକା। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ଆକାଉଣ୍ଟ ହ୍ୟାକ ହେବା ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ତେବେ ଆସନ୍ତୁ ଜାଣିବା ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ହ୍ୟାକିଂରୁ କେମିତି ବଞ୍ଚିବେ। ହ୍ୱାଟ୍ସଆପ୍‌ ୱେବ୍‌ର ଅତ୍ୟଧିକ ବ୍ୟବହାର କମ୍‌ କରନ୍ତୁ ହ୍ୱାଟ୍ସଆପ୍‌ ୱେବ୍‌ର ଅତ୍ୟଧିକ ବ୍ୟବହାର ଫଳରେ...
କେନ୍ଦ୍ର ସରକାରଙ୍କ ସିଏସ୍ଆଇଏସ୍ ଯୋଜନାରେ ଶିକ୍ଷାଋଣ ନେଇ ପାଆନ୍ତୁ ରିହାତି ସେଣ୍ଟ୍ରାଲ ସେକ୍ଟର ଇଣ୍ଟରେଷ୍ଟ ସବସିଡି (ସିଏସ୍ଆଇଏସ୍) ଯୋଜନା ସାଧାରଣତଃ ବର୍ତ୍ତମାନ ଉଚ୍ଚଶିକ୍ଷା ଅଧିକ ବ୍ୟୟବହୁଳ ହୋଇଗଲାଣି। ଅର୍ଥାତ୍ ୧୦ବର୍ଷ କିମ୍ବା ୧୫ ବର୍ଷ ତଳେ ଯେଉଁ କୋର୍ସର ଖର୍ଚ୍ଚ ୫ଲକ୍ଷ ଥିଲା, ଏବେ ତାହା ୧୫ରୁ ୨୦ଲକ୍ଷରୁ ଅଧିକ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ଗରିବ ପରିବାର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଧିରେ ଧିରେ...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଚଳିତବର୍ଷ ମେ ମାସରେ ଚୀନ୍‌ ଲଞ୍ଚ୍‌ କରିଥିଲା Vivo S1 Pro ସ୍ମାର୍ଟଫୋନ୍‌। ବର୍ତ୍ତମାନ ଏହାକୁ ଭାରତୀୟ ବଜାରରେ ଛାଡ଼ିବା ପାଇଁ କମ୍ପାନି ପ୍ରସ୍ତୁତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଜାନୁଆରି ମାସରେ ଭାରତରେ Vivo S1 Pro ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇପାରେ। ତେବେ ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ ଏହାର ଲଞ୍ଚିଂ ତାରିଖ ଘୋଷଣା କରାଯାଇନାହିଁ। Vivo S1 Pro ସ୍ମାର୍ଟଫୋନ୍‌...
ଜାଣନ୍ତୁ ସେହି ୫ଟି କାରଣ ବିଷୟରେ ଯେଉଁଥିପାଇଁ କ୍ରେଡିଟ୍ କାର୍ଡ ବେଶି ବ୍ୟବହାର ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ। କ୍ରେଡିଟ୍ କାର୍ଡର ଫାଇଦା ରହିଛି। ଆପଣଙ୍କ ଆକାଉଣ୍ଟ୍ ଖାଲି ଥିଲେ ମଧ୍ୟ ଆପଣ କିଣାକିଣି କରିପାରିବେ। ହାତ ଉଧାରି ନେବାକୁ ପଡିବ ନାହିଁ। ଏଥିରୁ କ୍ରେଡିଟ୍ ସ୍କୋର ମଧ୍ୟ ଜେନରେଟ୍ ହୋଇଥାଏ। ଯେଉଁଥିରୁ ଭବିଷ୍ୟତରେ ଆପଣଙ୍କୁ କମ ସୁଧରେ ଲୋନ୍ ମଧ୍ୟ ମିଳିପାରିବ। ଏତେ ଫାଇଦା ସତ୍ୱେ ଯଦି...
ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସୋମବାର ଏକ ନୂଆ ଅଫର ଲଞ୍ଚ୍‌ ହୋଇଛି। ଏହାର ନାଁ ହେଉଛି ୨୦୨୦ ହାପି ନ୍ୟୁ ଇଅର ଅଫର। ଏହି ଅଫର ଜରିଆରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ, ଦିନକୁ ଦେଢ଼ ଜିବି ଡାଟା ଏବଂ ଏସ୍‌ଏମ୍‌ଏସ୍‌ ପୂରା ୧ ବର୍ଷ ପାଇଁ ପାଇପାରିବେ। ଏଥିପାଇଁ ତାଙ୍କୁ ରିଚାର୍ଜ କରିବାକୁ ପଡ଼ିବ ନୂଆ ୨୦୨୦...
ଶୀତଛୁଟି କାଟିବା ପାଇଁ ବାହାରକୁ ଯିବାକୁ ପ୍ଲାନିଂ କରୁଛନ୍ତି କି? ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ଆପଣଙ୍କ ପାଇଁ ଏକ ଶସ୍ତା ଅଫର। ଏହି ଅଫରର ନାଁ ହେଉଛି ଦ ବିଗ୍ ଫ୍ୟାଟ୍‌ ଇଣ୍ଡିଗୋ ସେଲ୍‌। ଏହି ଅଫର ଅନୁଯାୟୀ, ଆପଣ ମାତ୍ର ୮୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ। ଏହି ଅଫର ଆସନ୍ତା ଡିସେମ୍ବର ୨୬ ତାରିଖ ଯାଏଁ ଚାଲିବ। ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ଏହି ଅଫରରେ ଘରୋଇ...
ଆପଣଙ୍କ ମାସିକିଆ ବଜେଟ ଯଦି ମୁଣ୍ଡବିନ୍ଧାର କାରଣ ତେବେ ଏହି ଉପାୟ ହେଉଛି ରାମବାଣ.. ଦେଶ ପାଇଁ ଯେମିତି ବଜେଟ୍ ଜରୁରୀ ଆପଣଙ୍କ ପାଇଁ ମଧ୍ୟ ବଜେଟ୍ ସେମିତି ଆବଶ୍ୟକ। ବଜେଟ୍ ଆପଣଙ୍କୁ ନିଜ ଆୟ ଓ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଏହା ମଧ୍ୟ ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରେ। ଆପଣଙ୍କ ଆୟ ଓ ବ୍ୟୟ ସ୍ଥିର ରହିଲେ, ଆପଣ ନିଜ ସମ୍ପତ୍ତି ବଢାଇ...
ଦୁନିଆରେ ବର୍ତ୍ତମାନ ସ୍ମାର୍ଟଫୋନ୍‌ ଅପରେଟିଂ ସିଷ୍ଟମରେ ଆଣ୍ଡ୍ରଏଡ୍‌ର ଚାହିଦା ବେଶ୍‌ ଅଧିକ। ମାଇକ୍ରୋସଫ୍ଟ କିମ୍ବା ଆଇଓଏସ୍‌ ଅପରେଟିଂ ସିଷ୍ଟମ ତୁଳନାରେ ସବୁ ଶ୍ରେଣୀର ଲୋକେ ଆଣ୍ଡ୍ରଏଡ୍‌କୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ମାର୍କେଟ୍‌ ସେୟାରିଂରେ ଆଣ୍ଡ୍ରଏଡ୍‌ର ଏକଚାଟିଆ ବ୍ୟବସାୟ ଚାଲିଛି। ତେବେ ଏହାର ଅନ୍ତ ହେବାକୁ ଯାଉଛି କି? ମୋବାଇଲ୍‌ ଅପରେଟିଂ ସିଷ୍ଟମ ଦୁନିଆରେ ପାଦ ରଖିବାକୁ ଯାଉଛି ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌। ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟର ମାର୍କ...
ଗୁଗୁଲ ପେ’ ବ୍ୟବହାରକାରୀଙ୍କ ପାଇଁ ଖୁସିର ଖବର। ନୂଆବର୍ଷ ହେବା ପୂର୍ବରୁ ସେମାନେ ଗୁଗୁଲ ପେ’ରେ ୨୦୨୦ ଟଙ୍କା ଜିତିପାରିବେ। ଏଥିପାଇଁ ଗୁଗୁଲ ପେ’ ତରଫରୁ ଏକ ଅଫର୍ ଘୋଷଣା କରାଯାଇଛି। ତେବେ ଏଥିପାଇଁ କେତେକ ନିୟମ ମଧ୍ୟ ରହିଛି। ଏହି ଅଫରର ଲାଭ ଉଠାଇବା ପାଇଁ ବ୍ୟବହାରକାରୀଙ୍କୁ ପ୍ରଥମେ ୭ଟି ଷ୍ଟାମ୍ପ ସଂଗ୍ରହ କରିବାକୁ ପଡ଼ିବ। ଏହି ଷ୍ଟାମ୍ପଗୁଡ଼ିକୁ ସଂଗ୍ରହ କରିବା ସହ ଆପଣଙ୍କ ଆକାଉଣ୍ଟରେ ଷ୍ଟାମ୍ପମାନଙ୍କର ଏକ...