ସୋସିଆଲ ମିଡିଆ, ଓ୍ଵାର୍କ ଫ୍ରମ ହୋମ, ଅନଲାଇନ ଏଜୁକେଶନ ସହ ଭିଡିଓ ଷ୍ଟ୍ରିମିଂର ବ୍ୟାପକ ବ୍ୟବହାର ଯୋଗୁଁ ଭାରତୀୟ ଇଣ୍ଟରନେଟ ସେବାରେ ହଲଚଲ୍। କରୋନା ଲାଗି ଚାରି ଆଡ଼େ ସଟ୍‌ଡାଉନ। ଗୋଟିଏ ପଟେ ଲୋକ ଘରେ ବସିବସି ନେଟଫ୍ଲିକ୍ସ ଆମାଜନ, ହଟଷ୍ଟାର ଓ ୟୁଟ୍ୟୁବ ଭଳି ଓଟିଟି ମାଧ୍ୟମରେ ବିଭିନ୍ନ ଭିଡିଓ ଦେଖୁଛନ୍ତି। ଅନ୍ୟପଟେ ହଜାର ହଜାର କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ ବା ଘରେ ରହି କାମ କରୁଥିବାରୁ...
ଏହାର ଉତ୍ତର ଉଭୟ ହଁ ଓ ନା, କିଛି କଥାକୁ ଦୃଷ୍ଟିରେ ରଖିଲେ ଆପଣଙ୍କ ନୋମିନି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ପାଇ ପାରିବେ ବୀମାରାଶି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରି ସାରିଛି। ବିଶ୍ୱର ପ୍ରାୟ ୧୭୫ ଦେଶରେ କରୋନା କାୟା ବିସ୍ତାର କରିସାରିଲାଣି। ପ୍ରାୟ ୨ ଲକ୍ଷ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୮ ହଜାର ୫ଶହ ପ୍ରାଣ...
ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ 'ହ୍ଵାଟ୍ସଆପ୍‌'ରେ ଆସିଲା ଡାର୍କମୋଡ୍‌। ପ୍ରଥମେ ଡେସ୍କଟପ୍‌, ତା'ପରେ ଆଇଓଏସ୍‌ ଆଉ ଏବେ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏହି ଡାର୍କମୋଡ୍‌ର ସୁବିଧା ପାଇପାରିବେ। ବହୁଦିନରୁ ଆଣ୍ଡ୍ରଏଡ୍‌ ୟୁଜର୍ସ ଏହି ଫିଚର ପାଇଁ ଅନେଇ ବସିଥିଲେ। ବର୍ତ୍ତମାନ ଆଣ୍ଡ୍ରଏଡ୍‌ ହ୍ଵାଟ୍ସଆପ୍‌ ଥିମ୍‌ରେ 'ଡାର୍କମୋଡ୍‌' ଫିଚର ଆସିଯାଇଛି। କେମିତି କରିବେ ଆକ୍ଟିଭ୍‌ ଡାର୍କ ମୋଡ୍ ଅନ୍ କରିବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଦେଖିବାକୁ ହେବ ଯେ, ଆପଣଙ୍କ ଫୋନରେ ହ୍ୱାଟ୍ସଆପ୍ ଅପଡେଟ୍ ହୋଇଛି...
ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ଆଉ ଆପଣ ନୂଆ ଆଧାର କାର୍ଡ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଜରୁରୀ। ଆପଣ ମାତ୍ର ୧୫ଦିନ ଭିତରେ ପୁଣିଥରେ ନିଜର ଆଧାର କାର୍ଡ ପାଇପାରିବେ। ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ମଧ୍ୟ ପଡ଼ିବନି। ଆପଣ ଘରେ ବସି ଅନଲାଇନରେ ପୁରୁଣା ଆଧାର ନମ୍ବରରେ ଆଉ ଗୋଟିଏ ନୂଆ ଆଧାର କାର୍ଡ ପାଇପାରିବେ। କେମିତି ପାଇବେ ଆଧାରକାର୍ଡ? ...
ଆହୁରି ମହଙ୍ଗା ହୋଇପାରେ ମୋବାଇଲ ଦର। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ (TRAI) ମୋବାଇଲ ଇଣ୍ଟରନେଟ୍‌ ଓ କଲ୍‌ ପାଇଁ ଏକ ଫ୍ଲୋର ପ୍ରାଇଜ୍‌ ଆଣିବାକୁ ଯାଉଛି। ତେବେ ରିଲାଏନ୍ସ ଜିଓ ଏହି ଫ୍ଲୋର ପ୍ରାଇଜ୍‌ ୧ ଜିବି ଡାଟାକୁ ୧୫ ଟଙ୍କା କରିବା ପାଇଁ ଟ୍ରାଇକୁ ପରାମର୍ଶ ଦେଇଛି। ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଖରାପ ସ୍ଥିତିଦେଇ ଗତି କରୁଛି। ନିକଟରେ ବିଭିନ୍ନ ଟେଲିକମ କମ୍ପାନି ନିଜର...
ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ଓପ୍ପୋ ସୋମବାର ଏକ ଜବରଦସ୍ତ ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ୍‌ କରିଛି। ଏହାର ନାଁ ହେଉଛି  Reno 3 Pro। ଏହି ସ୍ମାର୍ଟଫୋନ୍‌ ଆଣ୍ଡ୍ରଏଡ୍‌ ଭର୍ସନ ୧୦(Q)ରେ ଚାଲିବ। ଏଥିରେ 64MPର ରିଅର କ୍ୟାମେରା ଦିଆଯାଇଥିବା ବେଳେ 44MP ବିଶିଷ୍ଟ ସେଲ୍‌ଫି କ୍ୟାମେରା ରହିଛି। ଗତ ଡିସେମ୍ବରରେ ଏହାକୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ର ଦାମ୍‌ ହେଉଛି ୨୯,୯୯୦ ଟଙ୍କା। ଆପଣ ଯଦି ଏହି...
କେତେକ ଫାଇନାନ୍‌ସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣା ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନ୍‌ସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ସରକାର ଆଧାରକାର୍ଡକୁ ଅନେକ ଜୁରୁରୀ କରିଛନ୍ତି। ସମସ୍ତ ଜରୁରୀ କାମ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏ ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଆଧାର ଲାଗି ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ନାହିଁ ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏମିତି କିଛି ବ୍ୟବସ୍ଥା ଅଛି ଯାହା ସାହାଯ୍ୟରେ ଆପଣ ଆଧାରକାର୍ଡ ବନାଇପାରିବେ। ଯଦି ଆପଣଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ ଆଧାର ଲାଗି ତେବେ...
ଅନଲାଇନ୍ ସପିଂ ବେଳେ କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସ ଛାଡ଼ନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ ଗ୍ରାହକଙ୍କ ପାଖରେ ବାଛିବା ପାଇଁ ଅନେକ ଅପସନ୍ ଥାଏ,...
ଦମ୍‌ଦାର କ୍ୟାମେରା ଏବଂ ପାୱାରଫୁଲ୍‌ ପ୍ରୋସେସର ସହ ଭାରତରେ ଲଞ୍ଚ୍‌ ହୋଇଯାଇଛି iQOO 3 ସ୍ମାର୍ଟଫୋନ୍‌। ଭାରତରେ ଲଞ୍ଚ୍‌ ହୋଇଥିବା ଏହା ହେଉଛି ଦ୍ୱିତୀୟ 5G ସ୍ମାର୍ଟଫୋନ୍‌। ମଙ୍ଗଳବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଭାରତରେ ଲଞ୍ଚ୍‌ କରାଯାଇଛି। 5G ସହିତ କମ୍ପାନି ଏହାର 4G ଭାରିଏଣ୍ଟ ମଧ୍ୟ ବଜାରକୁ ଛାଡ଼ିଛି।  ମୂଲ୍ୟ କମ୍ପାନି iQOO 3 ସ୍ମାର୍ଟଫୋନ୍‌ର ୩ଟି ଭାରିଏଣ୍ଟ ସହ ଲଞ୍ଚ୍‌ କରିଛି। ଦୁଇଟି 4G ଏବଂ...