ଜିଏସ୍‌ଟି ମାନେ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଉତ୍ପାଦ ଓ ସେବା ପାଇଁ ଅସୁଲ ହେଉଥିବା ଏହି ଟ୍ୟାକ୍ସ ସଂପୂର୍ଣ୍ଣ ଦେଶ ପାଇଁ ଏକ ପ୍ରକାରର। ଅର୍ଥାତ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ଯେଉଁ ଟ୍ୟାକ୍ସ ଆପଣ ଜିଏସଟି ଭାବେ ଦେଉଛନ୍ତି ତାକୁ ସରକାର କେମିତି ଅସୁଲ କରନ୍ତି। ଉଦାହରଣ ଦ୍ୱାରା ବୁଝନ୍ତୁ ଗୋଟିଏ ପ୍ୟାଣ୍ଟ କପଡାକୁ ଉଦାହରଣ ଭାବେ ଧରନ୍ତୁ। ଏହା ଉତ୍ପାଦକ(କମ୍ପାନି)ଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ।...
ସବୁ ପ୍ରକାର ଲୋନ୍ ହେଉଛି ଏକ ପ୍ରକାର ସେବା, ତେଣୁ ଆପଣଙ୍କୁ ଏହା ଉପରେ ମଧ୍ୟ ଜିଏସ୍‌ଟି ଦେବାକୁ ପଡ଼େ। ପୂର୍ବରୁ ଲୋନ୍ ଉପରେ ସେବା କର ଲାଗୁ ହେଉଥିଲା। ବର୍ତ୍ତମାନ ସେବା କରର ସ୍ଥାନ ନେଇଛି ଜିଏସଟି। ଆଗରୁ ଆପଣଙ୍କୁ ସେବା କର ଭାବେ ୧୫ ପ୍ରତିଶତ ଦେବାକୁ ପଡୁଥିଲା। ଏବେ ଜିଏସଟି ଭାବେ ଦେବାକୁ ପଡୁଛି ୧୮ ପ୍ରତିଶତ।  ଅନେକ ବ୍ୟକ୍ତିଙ୍କ ଧାରଣା ଯେ, ସେବା କର...
ଟ୍ୟାକ୍ସ ସଞ୍ଚୟ ପାଇଁ ଏଫ୍‌ଡି ଭଲ ମାଧ୍ୟମ, ଯେଉଁଥିରେ କେବଳ ଟ୍ୟାକ୍ସ ବଞ୍ଚେନା, ଭଲ ରିଟର୍ଣ୍ଣ ମଧ୍ୟ ମିଳେ.. ଯଦି ଆପଣ ଟ୍ୟାକ୍ସ ବଞ୍ଚାଇବା ସହ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଫିକ୍ସଡ୍ ଡିପୋଜିଟ୍ ଏକ ଭଲ ବିକଳ୍ପ। ଆୟକର ଧାରା ୮୦ ସି’ ଅନ୍ତର୍ଗତରେ 'ଟ୍ୟାକ୍ସ ସେଭିଂ ଏଫ୍‌ଡି' ଟ୍ୟାକ୍ସ ସଞ୍ଚୟର ଏକ ଭଲ ମାଧ୍ୟମ। ଟ୍ୟାକ୍ସ ସଞ୍ଚୟ ଉଦେଶ୍ୟରେ ଅନେକ ବ୍ୟକ୍ତି ଏଥିରେ ନିବେଶ କରିଥାନ୍ତି।...
ଅନେକ ଜାଣିନାହାନ୍ତି ଯେ, ପର୍ସନାଲ ଲୋନ୍ ଉପରେ ଆପଣ ଟ୍ୟାକ୍ସ ବେନିଫିଟ୍ ପାଇ ପାରିବେ.. ପର୍ସନାଲ ଲୋନର ବ୍ୟବହାର ଆଧାର ଉପରେ ମଧ୍ୟ ଆପଣ ଟ୍ୟାକ୍ସ ବେନିଫିଟ୍ ଦାବି କରି ପାରିବେ। ସାଧାରଣତଃ ପର୍ସନାଲ ଲୋନ୍ ନେବା ବେଳେ ଲୋନ୍ ନେଉଥିବା ବ୍ୟକ୍ତିଙ୍କୁ ତା’ର ବ୍ୟବହାର ଲକ୍ଷ୍ୟ କଥା ଜଣାଇବା ବାଧ୍ୟତାମୁଳକ ହୋଇ ନଥାଏ। କିନ୍ତୁ କୌଣସି ବିଶେଷ ଲକ୍ଷ୍ୟ ପାଇଁ ଯଦି ଆପଣ ପର୍ସନାଲ ଲୋନ୍ ବ୍ୟବହାର କରୁଛନ୍ତି...
ଯଦି ଆର୍ଥିକ ସ୍ଥିତି ଠିକ୍ ନାହିଁ ତେବେ ନିବେଶ ଓ ଲୋନ୍ ରିପେମେଣ୍ଟ୍ ଭିତରୁ ଗୋଟିଏ ବିକଳ୍ପ ବାଛନ୍ତୁ। ବର୍ଷ ଶେଷରେ ବୋନସ, ଆୟକର ରିଫଣ୍ଡ୍ କିମ୍ବା ଅନ୍ୟ କୌଣସି ସ୍ରୋତରୁ ଯଦି ଆପଣଙ୍କୁ ମୋଟା ରକମ ମିଳେ ତେବେ ଆପଣ କଣ କରିବେ? ହାତ ଖୋଲା ଖର୍ଚ୍ଚ ନା ନିବେଶ କିମ୍ବା ପୁରୁଣ କରଜ ଶୁଝିବେ? ଏହି ପ୍ରଶ୍ନ ଅନେକ ସମୟରେ ଆମ ସମ୍ମୁଖରେ ଉଭା ହୋଇଥାଏ। ତେବେ...
ବଜେଟ୍‌-୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ। ନୂଆ ଆର୍ଥିକ ବର୍ଷଠାରୁ ଟିକସଦାତାମାନେ ନୂଆ ଏବଂ ପୁରୁଣା ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ହେବ। କେଉଁଟି ନେବାକୁ ହେବ, ତାହା ଆପଣଙ୍କୁ ବିଚାର କରିବାକୁ ପଡ଼ିବ। ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ଭଳି ସମସ୍ତ ରିହାତିର ଲାଭ ଉଠାଇପାରିବେ କିନ୍ତୁ ଟିକସ ହାର ଅଧିକ ରହିବ।...
ଆସନ୍ତାକାଲିଠାରୁ ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୧ରୁ ସାରା ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନିୟମଗୁଡ଼ିକ ଆପଣଙ୍କ ଯାନବାହନଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ। ତେବେ ଆସନ୍ତୁ ଜାଣିବା, ଆସନ୍ତାକାଲିଠୁ ଦେଶରେ କେଉଁ ନିୟମରେ ପରିବର୍ତ୍ତନ ହେବ ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ। SBI ଗ୍ରାହକଙ୍କ...
ଜିଏସଟି ଅର୍ଥାତ ଗୁଡସ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ। ଜଣେ ଯେତେବେଳେ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି, ଉକ୍ତ ଉତ୍ପାଦ ଉପରେ ଜିଏସ୍‌ଟି ଲାଗୁ ହୋଇଥାଏ। ବିଭିନ୍ନ ଉତ୍ପାଦ ଉପରେ ଭିନ୍ନ ଭିନ୍ନ ଟ୍ୟାକ୍ସ ଲାଗିଥାଏ। ତେବେ ଆପଣ ଜାଣିଛନ୍ତି କି, ଜିଏସ୍‌ଟି କେତେ ପ୍ରକାରର? ଜିଏସ୍‌ଟି ହେଉଛି ୪ ପ୍ରକାରର। ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ (CGST), ଷ୍ଟେଟ୍ ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ(SGST), ଇଣ୍ଟିଗ୍ରେଟେଡ୍ ଗୁଡସ...
ଗତ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୪.୭ ପ୍ରତିଶତ। ରାଜନ କହିଲେ ରାଜନୀତି ଦେଶର ଆର୍ଥିକ ଅଭିବୃଦ୍ଧିର ବାଟ ଓଗାଳୁଛି। "ବର୍ତ୍ତମାନର ସରକାର ଅର୍ଥନୀତି ଉପରେ ଧ୍ୟାନ ଦେବା ଅପେକ୍ଷା ରାଜନୈତିକ ତଥା ସାମାଜିକ ଏଜେଣ୍ଡା ପୂରଣ କରିବାରେ ଅଧିକ ଧ୍ୟାନ ଦେଉଛନ୍ତି। ବର୍ତ୍ତମାନ ଦେଶର ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେଇ ଜିଡିପି ଅଭିବୃଦ୍ଧିକୁ ପୁଣିଥରେ ଫେରାଇ ଅଣାଯାଇପାରିବ। ତେବେ ଏହା କହିବାକୁ ଦୁଃଖ ଲାଗୁଛି ଯେ,...
ଫିକ୍ସଡ ଡିପୋଜିଟ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଫିକ୍ସଡ୍ ମାଚ୍ୟୁରିଟି ପ୍ଲାନ କଥା ଶୁଣିଛନ୍ତି? ଏହି ପ୍ଲାନ କେଉଁମାନଙ୍କ ପାଇଁ ବିଶେଷ ଉପଯୋଗୀ? କ’ଣ ପାଇଁ ଆପଣ ଫିକ୍ସଡ୍ ଡିପୋଜିଟ(ଏଫଡି) ବଦଳରେ ଫିକ୍ସଡ୍ ମାଚ୍ୟୁରିଟି ପ୍ଲାନ (ଏଫଏମପି)କୁ ବାଛିବା ଅଧିକ ବୁଦ୍ଧିମାନର କାମ ହେବ? ଆସନ୍ତୁ ଜାଣିବା ଏ ବିଷୟରେ.. ଫିକ୍ସଡ୍ ଡିପୋଜିଟର ବିକଳ୍ପ କିଏ? ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ହେଉଛି ଏକ୍ ଡେଟ୍ ପ୍ରଡକ୍ଟ। ଏହାକୁ...